Browsing Category

ଆଧ୍ୟାତ୍ମିକ

ନାଗ ଚତୁର୍ଥୀ କଣ? ଏହା କଣ ପାଇଁ ପାଳନ ହୁଏ?

ଆର୍ଯ୍ୟାବର୍ତ୍ତରେ ବହୁପ୍ରାଚୀନକାଳରୁ ବିଭିନ୍ନ ଜୀବ ଜନ୍ତୁମାନଙ୍କୁ ପୂଜାକରିବା ପରମ୍ପରା ରହିଆସିଛି l ଗୋମାତା ହିନ୍ଦୁ ଜାତିର ନମସ୍ୟ ଓ ଗୋମାତାଙ୍କ ଦେହରେ ସମସ୍ତ ଦେବା ଦେବୀ ବାସ କରି ଥାନ୍ତି ବୋଲି ବିଶ୍ୱାସ ରହିଛି l ବୃଷଭ ଦେବଦେବ ମହା ଦେବଙ୍କ ବାହନ ଓ ପୂଜ୍ୟ lସେମିତି ସର୍ପ ବା ନାଗ

ମା କାଳୀ ଙ୍କୁ ସମସ୍ତେ ନିର୍ବସ୍ତ୍ରା ବା ଦିବମ୍ବରୀ ରୂପେ ଜାଣିଥାନ୍ତି କାହିଁକି??

ମା କାଳୀ ଙ୍କୁ ସମସ୍ତେ ନିର୍ବସ୍ତ୍ରା ବା ଦିବମ୍ବରୀ ରୂପେ ଜାଣିଥାନ୍ତି କାହିଁକି ନା ଆମେ ଶାସ୍ତ୍ର ରୁ ପଢ଼ିଥାଉ । ବର୍ତ୍ତମାନ ସମୟରେ କିଛି ଅତ୍ଯଧିକ ପଣ୍ଡିତ ଚିନ୍ତାଧାରା ର ବ୍ଯକ୍ତିମାନେ ମା ଙ୍କୁ ନିର୍ବସ୍ତ୍ରା ବା ଦିଗମ୍ବରୀ ଦର୍ଶାଇବାକୁ ନେଇ ବହୁ ଟିପ୍ପଣୀ ଦେଉଛନ୍ତି । ତାଙ୍କର

ପବିତ୍ର ଗ୍ରନ୍ଥ ଶ୍ରୀମଦ୍ ଭାଗବତ ।। ଏହାକୁ ଶୁଣିଲେ କି ଲାଭ ମିଳେ ?

ପରମ ଶାସ୍ତ୍ର ଭାଗବତ l ଅଭ୍ୟାସ କରୁଥିବ ନିତ୍ୟ llଶ୍ରୀମଦ୍ଭାଗବତ ସ୍ୱୟଂ ଭଗବାନଙ୍କ ମୁଖ ନିଃସୃତ ବାଣୀ l ଭାଗବତ ପାଠରେ ସବୁ ପାପତାପ ଦୂର ହୋଇଥାଏ l ଏହି ପବିତ୍ର ଗ୍ରନ୍ଥରେ ଭଗବାନଙ୍କର ନାମ, ଧାମ, ଲୀଳା, ରୂପ ଏବଂ ମାହାତ୍ମ୍ୟ ଆଦିର ବର୍ଣ୍ଣନା ରହିଛି l ଏହା ନୈତିକତା, ସାମାଜିକ ଓ

ଭାଗବତ ଜନ୍ମ ବିଷୟ ରେ କିଛି କଥା…

ଭାଗବତ ଜନ୍ମ ଶୁଭେଚ୍ଛା ଓ ଶୁଭ କାମନା ।।ଅତିବଡୀ ଜଗନ୍ନାଥ ଦାସ ସଂସ୍କୃତ ଭାଗବତର ଅନୁବାଦ କରୁଥିଲାବେଳେ ତାଙ୍କର ଜଣେ ତେଲି ମହାଜନ ଭକ୍ତ, ତାଙ୍କ ମାତା ଓ ପିଲାକୁଟୁମ୍ବଙ୍କୁ ପାଳନ ପୋଷଣ କରୁଥିଲେ।ତାସହିତ ଏତେବଡ ଗ୍ରନ୍ଥକୁ ଲେଖିବା,ସଂଶୋଧନ କରିବା ଓ କ୍ରମାନ୍ବୟରେ ସେ ପୋଥିସବୁକୁ ସଜାଡି

ମାଆ ସମଲେଶ୍ବରୀଙ୍କ ପୀଠରେ ନବାନ୍ନ ଓ ନୂଆଁଖାଇ ଗଣପର୍ବ ।।

ମାଆ ସମଲେଶ୍ବରୀଙ୍କ ପୀଠରେ ନୂଆଁଖାଇ ପର୍ବ ପାଳନ ପାଇଁ ଦିନ ଧାର୍ଯ୍ୟ ହେବା ପରେ ନୂଆଁଖାଇ ପରବ ପୂର୍ବ ଦିନ ମନ୍ଦିରକୁ ନୂଆ ଧାନ ଆସେ। ଏହି ନୂଆ ଧାନରୁ ପ୍ରସ୍ତୁତ ହୁଏ ନୈବେଦ୍ୟ ଯାହା ଇଷ୍ଟଦେବୀ ମା ସମଲେଇ ଙ୍କ ପାଖରେ ଅର୍ପଣ କରାଯାଏ। ପ୍ରଥମ କରି ଅମଳ ହେଉଥିବା ଏହି ନୂଆ ଧାନକୁ

ଏ ଜୀବନ ଶିଷ୍ୟ ମୟ

ବୌଦ୍ଧ ଧର୍ମଶାସ୍ତ୍ର ତ୍ରିପିଟକ କହେ -ବ୍ରାହ୍ମଣ ର ସନ୍ତାନ #ବ୍ରାହ୍ମଣ ନୁହେଁ, ବ୍ରାହ୍ମଣତ୍ବ ହେଉଚି ଗୁଣ ଓ କର୍ମ ଭିତ୍ତିକ, ଜନ୍ମ ଭିତ୍ତିକ ନୁହେଁ |ସ୍ୱୟଂ ବୁଦ୍ଧ ଦେବ ବ୍ରାହ୍ମଣ ଙ୍କୁ ବିରୋଧ କରୁନଥିଲେ, ଯଦି ସେ ବ୍ରାହ୍ମଣ ବିରୋଧୀ ହୋଇଥାନ୍ତେ ତାହେଲେ ସାରିପୁତ୍ତ ଓ ମୋଗଲାୟନ ନାମକ ଦୁଇ

ଆସନ୍ତୁ ଜାଣିବା ଶ୍ରୀ ବଳଦେବଙ୍କ ଜନ୍ମ ବିଷୟ ରେ।

ଭୋଜବଂଶରେ ଶୂରସେନ ନାମକ ଜଣେ ପ୍ରତାପୀ ରାଜା ଥିଲେ।ସେ ଅନେକ ନୃପତିଙ୍କୁ ଜୟ କରି ମଥୁରା କଟକରେ ନିଜର ଆଧିପତ୍ୟ ବିସ୍ତାର କଲେ। ସେହି ବିଷ୍ଣୁଭକ୍ତ ରାଜା ଙ୍କର ପୁତ୍ର ହେଉଛନ୍ତି ଉଗ୍ରସେନ।ଦେବକ ହେଉଛନ୍ତି ତାଙ୍କର ଭାଇ।ଦେବକଙ୍କର ଦୁହିତା ହେଉଛନ୍ତି ଦେବକୀ।ଦେବକ ତାଙ୍କ ଅପରୂପା

ଚଳିତବର୍ଷ ଜନ୍ମାଷ୍ଟମୀ ଉତ୍ସବ ବୁଧବାର ପାଳିତ ହେଉଛି।

ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ। ଚଳିତବର୍ଷ ଜନ୍ମାଷ୍ଟମୀ ପର୍ବ ୬ ସେପ୍ଟେମ୍ବର ବୁଧବାର ପାଳିତ ହେବ। ଚଳିତବର୍ଷ ଜନ୍ମାଷ୍ଟମୀରେ ଅନେକ ବର୍ଷ ପରେ ଏପରି ସଂଯୋଗ ବନିଛି ଯାହା ଅତ୍ୟନ୍ତ ଦୁର୍ଲଭ। ଶ୍ରୀମଦଭାଗବତ ଗୀତା ପୂରାଣ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ

ଆସନ୍ତୁ ଜାଣିବା ଗରୁଡ ଦ୍ଵାଦଶୀ ର ମାହାତ୍ମ୍ଯ ବିଷୟରେ।।

ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀରେ ଶ୍ରୀହରି ଶୟନ ନୀତି ପରଦିନ ଗରୁଡ଼ ଶୟନ ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥ ଙ୍କ ଦେବୋତ୍ଥାପନ ଏକାଦଶୀ ପରଦିନ ଗରୁଡ ଙ୍କୁ ଯଥାବିଧି ସେବା କରାଯାଇ ଜାଗ୍ରତ କରାଯାଏ।ଶ୍ରୀରାମ ଚରିତ ମାନସ ର ସିଦ୍ଧାନ୍ତ ମତେ, ଏହି ପୈାରାଣିକ ତଥ୍ୟର ଅବତାରଣା

ଢେଙ୍କାନାଳ ର ପ୍ରସିଦ୍ଧ ଶୈବପୀଠ କପିଳାସ

ଇଶ୍ଵର ଙ୍କ ସୃଷ୍ଟିରେ କପିଳାସ ଏକ ଅନନ୍ୟ ଶୈବପୀଠ। ଲୋକକଥା ଅନୁସାରେ ମହା ଶିବରାତ୍ରିର ମହାନିଶାରେ ଭଗବାନ ଶିବଙ୍କ ନିତ୍ୟ ଲୀଳା କ୍ଷେତ୍ର କପିଳାସରେ ‌ପ୍ରଥମେ ସଦାଶିବ ଆବିର୍ଭୁତ ହୋଇଥିଲେ।ଆଦି କାଳରୁ ଆବିର୍ଭୁତ ଶିବଶଙ୍କର ଙ୍କର ଆଦ୍ୟ ସେବକ ହେଉଛନ୍ତି ଶବରମାନେ। ଏହି ବିଷୟରେ ଏକ

ମନୁ ସଂହିତା’ ଅନୁସାରେ ଦଳିତ ସମ୍ପ୍ରଦାୟ ଙ୍କ ପ୍ରତି ଜାତି ବର୍ଣ୍ଣ ଭେଦ କଣ ପାଇଁ..

ହିନ୍ଦୁ ଧର୍ମ ଯେଉଁ ବହି ବା ଶାସ୍ତ୍ର ଦ୍ୱାରା ଚାଲେ ତାକୁ “ମନୁ ସଂହିତା” ବା “ମନୁସ୍ମୃତି” କୁହାଯାଏ। ମନୁ ସ୍ମୃତି ଅନୁସାରେ ହିନ୍ଦୁ ଧର୍ମ ରେ ୪ଟି ବର୍ଣ୍ଣ ବ୍ୟବସ୍ଥା ରହିଛି। ଯେଉଁଥିରୁ ସବା ଉପରେ ବ୍ରାହ୍ମଣ ଯିଏ ବ୍ରହ୍ମାର ମୁଖ ରୁ ଜାତ ଯାହାର କାର୍ଯ୍ୟ ଶିକ୍ଷାଦାନ କରିବା। ତା ତଳେ

ନୀଳାଦ୍ରିବିଜେ:ଆମ ସଂସ୍କୃତି ଆମ ଗୌରବ ।।

ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରିସିଦ୍ଧ ରଥଯାତ୍ରାର ଅନ୍ତିମପର୍ବ ହେଉଛି “ନୀଳାଦ୍ରିବିଜେ” । ଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଯାତ୍ରା ସାରି ବାହୁଡା ଦଶମୀ ଦିନ ଠାକୁର ମାନେ ଶ୍ରୀମନ୍ଦିରର ସିଂହଦ୍ୱାରକୁ ଫେରନ୍ତି ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ପରିଶେଷରେ ଠାକୁରମାନେ