Browsing Category

ଆଧ୍ୟାତ୍ମିକ

ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ସୂନା ବେଶ ର ପାରମ୍ପରିକ ମହତ୍ୱ |

ରଥ ଉପରେ ଚତୁର୍ଦ୍ଧା ମୂରତି ସୁନା ବେଶ ରେ ସୁସଜ୍ଜିତ ।ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶମଧ୍ୟରେ ସୁନାବେଶ ଅତ୍ୟନ୍ତ ଉପଭୋଗ୍ୟ ତଥା ଆକର୍ଷଣୀୟ ,ମହାପ୍ରଭୁଙ୍କ ସକଳ ବେଶ ରେ ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ସ୍ଥଳେ କେବଳ ସୁନା ବେଶରେ ଐଶ୍ୱର୍ଯ୍ୟ ପ୍ରାବଲ୍ୟ ପରିସ୍ଫୁଟ ହୋଇଥାଏ.

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗୋରଖନାଥ ମନ୍ଦିର

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗୋରଖନାଥ ମନ୍ଦିର ଓଡ଼ିଶାର ଏକ ପୁରାତନ ଓ ପ୍ରସିଦ୍ଧ ଶୈବପୀଠ । ଗୋରଖନାଥ ମନ୍ଦିର, ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ କେରେକେରା ଗ୍ରାମଠାରେ ଅବସ୍ଥିତ । ଜଗତସିଂହପୁର ରୁ ଏହି ମନ୍ଦିରର ଦୂରତ୍ୱ ପ୍ରାୟ ୧୨କିମି ।ମନ୍ଦିରଟି ଶିବଙ୍କୁ ସମର୍ପିତ

କେନ୍ଦୁଝର ଶ୍ରୀ ବଳଦେବ ଜୀଉଙ୍କ ପାଖରେ ଶିଆଳି ଲତାର ଦଉଡ଼ି । ଏହାର ପଛର କାରଣ କଣ???

ଦ୍ୱାପରେ କୃଷ୍ଣ ଶିଆଳି ଲତା ଉହାଡରେ ନାଶ ଯାଇ ଥିଲେ : ଏ ଯୁଗେ ଶିଆଳି ଦଉଡିରେ ଭିଡା ହୁଅନ୍ତି ନନ୍ଦିଘୋଷ। କେନ୍ଦୁଝର ଶ୍ରୀ ବଳଦେବ ଜୀଉଙ୍କ ପାଖରେ ପହଞ୍ଚି ଗଲାଣି ସେହି ବହୁ ପ୍ରତିକ୍ଷୀତ ସ୍ବତନ୍ତ୍ର ଶିଆଳି ଦଉଡି଼। ଭୂୟାଁ ସେବକମାନେ ୧୦୮ ହାତ ଲମ୍ବର ୩

ରଜ ପର୍ବ କାହିଁକି ପାଳନ ହୁଏ ? କଣ ରହିଛି ପରମ୍ପରା ବିଚାର

ଓଡ଼ିଶାର ରଜପର୍ବ ଏକ ଗଣପର୍ବ । ଘରେ ଘରେ ଏହାର ପାଳନ ହେଉଥିବାବେଳେ ଏହାକୁ ନେଇ କେତେକ ରୋଚକ ଲୋକାଚାର ରହିଛି । ରଜପର୍ବ ପଛରେ ରହିଥିବା ଶାସ୍ତ୍ରୀୟ ତତ୍ତ୍ୱ ହେଲା, ସଚରାଚର ଜୀବ ପୃଥିବୀ ପୃଷ୍ଠରେ ବସବାସ କରନ୍ତି । ଆମର ଜୀବନଧାରଣ ଯାହାକିଛି ଆବଶ୍ୟକ ଖାଦ୍ୟ,ବସ୍ତ୍ର,ଗୃହ ଇତ୍ୟାଦି ଇତ୍ୟାଦି

ମାଆ ତାରିଣୀ ଠାକୁରାଣୀ ଙ୍କ ମାହାତ୍ମ୍ଯ ।।

ଓଡ଼ିଶାର ଏକ ପ୍ରମୁଖ ଶକ୍ତି ପୀଠ ଏହି ଘଟଗାଁ ମା ତାରିଣୀ ପୀଠ।ମା'ଙ୍କ ମୂର୍ତ୍ତିର ଆବିର୍ଭାବ ସମ୍ବନ୍ଧିତ କିମ୍ବଦନ୍ତୀ ଅନୁଯାୟୀ ତ୍ରେତୟା ଯୁଗରେ ବିଷ୍ଣୁଙ୍କ ଅବତାର ଶ୍ରୀରାମଚନ୍ଦ୍ର ମା ସୀତାଙ୍କୁ ଉଦ୍ଧାର କରିବା ପାଇଁ ମା ଦୁର୍ଗତି ନାଶିନୀ ଦୁର୍ଗା ଙ୍କୁ ଆରାଧନା କରିଥିଲେ। କଥିତ ଅଛି ଯେ

ଅଣସର ଘରେ ଚାରି ବିଗ୍ରହ । ସ୍ନାନ ପୂର୍ଣ୍ଣିମା ରେ ୧୦୮ ଗରା ସୁବାସିତ ଜଳରେ ଅତ୍ୟଧିକ

ଅଣସର ଘରେ ଚାରି ବିଗ୍ରହ । ସ୍ନାନ ପୂର୍ଣ୍ଣିମା ରେ ୧୦୮ ଗରା ସୁବାସିତ ଜଳରେ ଅତ୍ୟଧିକ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହେଲେ ମହାପ୍ରଭୁ । । ଦଇତାପତି ସେବାୟତମାନେ ଲାଗି ପଡିଛନ୍ତି ଦାରୁ ଦିଅଁଙ୍କ ସେବାରେ ।୧୫ ଦିନ ଧରି ଅଣସର ପିଣ୍ଡିରେ ଚାଲିବ ଗୁପ୍ତ ଉପଚାର । ଏହି ୧୫ ଦିନ ଯାକ

ମା’ ଝଙ୍କଡ଼ ବାସିନୀ ଶାରଳା ଙ୍କ ମହାତ୍ମ୍ୟ ଓ ପୌରାଣିକ କଥା।

ଓଡ଼ିଶାର ସାତଟି ମୁଖ୍ୟ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ କନକପୁର ଗ୍ରାମ ଝଙ୍କଡ଼ର କାବ୍ୟକଳା ଠାକୁରାଣୀ ମା’ ଶାରଳାଙ୍କ ମନ୍ଦିର। ସିଂହ ବାହିନୀ ମା ଶାରଳା ଏଠାରେ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ଵତୀ ରୂପେ ପୂଜା ପାଆନ୍ତି। ସତ୍ଵ,ରଜ ଓ ତମ ଗୁଣର ଅଧିକାରିଣୀ ମା ଶାରଳା। ବର୍ତ୍ତମାନର ଶାରଳା

ଦେବସ୍ନାନ ପୂର୍ଣ୍ଣିମା ର ମାହାତ୍ମ୍ୟ ।

ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ

ପୁରାଣ ରେ ଶିବ ବିବାହର ମହତ୍ତ୍ଵ?

ଦକ୍ଷ ଯଜ୍ଞରେ ଯେଉଁ ଦିନ ସତୀ ଶରୀର ତ୍ୟାଗ କରି ଦେଲେ ସେହି ଦିନ ଠାରୁ ଶିବଙ୍କ ମନରେ ବୈରାଗ୍ୟ ଆସି ଗଲା l ସେ ସର୍ବଦା ଶ୍ରୀରାମଙ୍କ ଗୁଣ କୀର୍ତ୍ତନ ତଥା ରାମକଥା ଶୁଣି ଶୁଣି ବ୍ରହ୍ମାଣ୍ଡ ଭ୍ରମଣ କରିବାକୁ ଲାଗିଲେ lଜବ ତେ ସତୀ ଯାଇ ତନୁ ତ୍ୟାଗା lତଵ ତେ ଶିୱ ମନ ଭୟଉ ବିରାଗା llଏହି ପରି

ମେ’ ୧୭ ତାରିଖ, ବୁଧବାର ରାଶିଫଳ |

ମେଷ: ଧନସମ୍ପଦ ଭରପୂର ରହିବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ବଳଶାଳୀ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଆୟୁଷ୍ମାନ୍‌ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ।ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଲାଭକାରୀ ଦିନ ଭାବେ ବିବେଚିତ ହେବ। କର୍ମଚଞ୍ଚଳ ରହିବେ। ଏକାନ୍ତରେ ତପ ଓ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କଚନ୍ଦନ ଯାତ୍ରା

ଶ୍ରୀମନ୍ଦିରରେ ଗ୍ରୀଷ୍ମ ଋତୁରେ ପାଳିତ ହେଉଥିବା ଚନ୍ଦନ ଯାତ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଚିତ୍ର ଏକ ମାନବୀୟ ଲୀଳା l ପ୍ରଚଣ୍ଡ ରୌଦ୍ର ତାପରେ ଶରୀରକୁ ଶୀତଳ ରଖିବା ପାଇଁ ଚନ୍ଦନ ଲେପନ କରାଯାଇ ଥାଏ,ମହାପ୍ରଭୁଙ୍କ ଚନ୍ଦନଯାତ ଏହାର ପ୍ରତିଫଳନ l ଏହା ଶ୍ରୀମନ୍ଦିରର ସବୁଠାରୁ ଅଧିକ

କାହିଁକି ପାଳନ ହୁଏ ଅକ୍ଷୟ ତୃତୀୟା । କଣ ରହିଛି ଏହାର ମାହାତ୍ମ୍ୟ??

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାଟି ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପରିଚିତ । ନୂତନ କାର୍ଯ୍ୟଟିଏ ଆରମ୍ଭ କରିବା ପାଇଁ ଅକ୍ଷୟ ତୃତୀୟା ହେଉଛି ପୂରା ବର୍ଷ ମଧ୍ୟରେ ସବୁଠାରୁ ଶୁଭ ତିଥି । ଏହି ଦିନ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା କ୍ଷୟ ନହୋଇ ଅକ୍ଷୁର୍ଣ୍ଣ ରହିଥାଏ । ଶୁଭଦିନ