Browsing Category

ଆଧ୍ୟାତ୍ମିକ

ଆଜି ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନୂଆ ବର୍ଷ ଆରମ୍ଭ । କଣ ଏହାର ମାହାତ୍ମ୍ୟ

 ଆଜି ପବିତ୍ର ମହାବିଷୁବ ବା ପଣା ସଂକ୍ରାନ୍ତି ।  ପଣାସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠକରନ୍ତି। ସେଥିପାଇଁ ବିଭିନ୍ନ ହନୁମାନ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି ।ଓଡ଼ିଶାବାସୀଙ୍କ ପାଇଁ ପଣା ସଂକ୍ରାନ୍ତି

ବାସନ୍ତୀ ଦୁର୍ଗାପୂଜା ର ମାହାତ୍ମ୍ୟ ଓ କାରଣ ସମ୍ପର୍କ ରେ ଜାଣନ୍ତୁ।

ସମସ୍ତ ଦେବତା ମହିଷାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ଏକତ୍ରିତ ଭାବେ ବ୍ରହ୍ମାଙ୍କ ଶରଣାପନ୍ନ ହେଲେ। ବ୍ରହ୍ମା, ଶ୍ରୀ ବିଷ୍ଣୁ ଓ ମହେଶ୍ୱରଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମର ଯଜ୍ଞକୁଣ୍ଡରୁ ମାୟା ବୀଜ ଦ୍ଵାରା ଦୁର୍ଗାଙ୍କୁ ଆବାହନ କଲେ। ଦେବୀ

ଏମିତିକା ଦିଅଁ କେଉଁଠି ଅଛି.. ପଖାଳ ଭାତ ରେ ଘିଅ ଖାଉଛି …!

ଆଜି ପଖାଳ ଦିବସ..ଉତ୍କଳୀୟ ପରମ୍ପରାରେ ଖାଦ୍ୟର ଯେଉଁ ବିଶେଷତ୍ୱ ରହିଛି ତାହା ମଧ୍ୟରୁ ପଖାଳ ଅନ୍ୟତମ..! ଏହି ପଖାଳ ଶ୍ରୀମନ୍ଦିର ପରମ୍ପରାରେ ମଧ୍ୟ ଯୋଡି ହୋଇଯାଇଛି..! ମହାପ୍ରଭୁଙ୍କ ନିକଟରେ ଦୈନନ୍ଦିନ ଲାଗି ହେଉଥିବା ଛପନ ଭୋଗ ମଧ୍ୟରେ ପଖାଳ ର ସ୍ଥାନ ସ୍ୱତନ୍ତ୍ର..!ମହାପ୍ରଭୁ ଶ୍ରୀ

୧୫୦ ବର୍ଷ ପୂରୁଣା ଜଗନ୍ନାଥ ଫଟୋ, ଯାହା ବ୍ରିଟିଶ ମାନଙ୍କଠାରୁ ମିଳିଛି।

ସବୁ ଜଗନ୍ନାଥ ଭକ୍ତଙ୍କୁ ଆମର ଅନୁରୋଧ ଏହି ଫଟୋ ସବୁ ସେୟାର କରନ୍ତୁ। ଅଲଗା ଲୋକେବି ଜାଣନ୍ତୁ ଆମ ଜଗନ୍ନାଥ ସଂସ୍କୃତି କେତେ ପୂରାତନ।

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ପର୍ବ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି ।

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ପର୍ବ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଝୁଲଣ ମଣ୍ଡପରେ ଦୋଳିରେ ବିଜେ କରିବା ସହ ସୁସଜ୍ଜିତ ବିମାନରେ ମଧ୍ୟ ଗ୍ରାମ ପରିକ୍ରମା କରୁଛନ୍ତି। ଗାଁଠୁ ସହର ଚାରିଆଡେ ଉତ୍ସବ ମୁଖର

ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଦର୍ଶନ ଓ କିଛି ଅଜଣା କଥା।

ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲାର ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ୱରରେ ଅବସ୍ଥିତ । ଏହି ଲିଙ୍ଗଗୁଡ଼ିକର ଦର୍ଶନ କରିବା ପାଇଁ ଜଣକୁ ପାହାଡ଼଼ି ଚଟାଣ ଭିତରେ ବହିଯାଇଥିବା ଝରଣା ପାଣି ଦେଇ ହାତରେ ଛୁଇଁ ଜାଣିବାକୁ ପଡ଼ିବ । ଏଠାରେ ପାହାଡ଼଼ୀ ଝରଣା ଭିତରେ

ଜାଣନ୍ତୁ କୃଷ୍ଣଙ୍କ ବାଲ୍ୟ ସାଥୀ ସୁଦାମା ଏତେ ଗରିବ ଥିଲେ କାହିଁକି? 

କୃଷ୍ଣ ଓ ସୁଦାମାଙ୍କ କାହାଣୀ ତ ସମସ୍ତେ ଜାଣିଥିବେ ଆପଣ। ଦ୍ୱାରକାଧୀଶ ଭଗବାନ ଶ୍ରୀକୃଷ୍ଣ ଓ ନିର୍ଦ୍ଧନ ବ୍ରାହ୍ମଣଙ୍କ ଏହି କାହାଣୀ ବାସ୍ତବିକ ଶିକ୍ଷଣୀୟ। ଏଣୁ ଆଜିର ଦିନରେ ବି କୃଷ୍ଣସୁଦାମାଙ୍କ କାହାଣୀର ଯଥେଷ୍ଠ ତାତ୍ପର୍ଯ୍ୟ ରହିଛି। ଯେଉଁମାନେ କେବେ ଏହି କାହାଣୀ ମନନ କରୁଥିବେ ସେମାନଙ୍କ

କପିଳାସରେ ଲକ୍ଷାଧିକ ଶ୍ରଦ୍ଧାଳୁ ଜାଳିଲେ ଦୀପ , ଝଲସୁଛି ବାବା ଶ୍ରୀ ଚନ୍ଦ୍ରଶେଖର ଙ୍କ ପୀଠ

ଚଳିତ ବର୍ଷ ବାବାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଦିନ ତମାମ ଉପବାସ କରିବା ସହ ପରିବାରର ମଙ୍ଗଳ କାମନା କରି ବାବା ଚନ୍ଦ୍ରଶେଖରଙ୍କ ଉଦ୍ଦେଶ୍ୟରେ ଜାଗର ଜାଳି ବାବାଙ୍କ ଆରାଧନାରେ ଭକ୍ତ ।

ଶିବରାତ୍ରି ବ୍ରତକୁ କିଭଳି ପାଳନ କରିବା ଠିକ୍ ??

ଶିବରାତ୍ରି ବ୍ରତକୁ ଚାରୋଟି ପ୍ରହରରେ ସମ୍ପନ୍ନ କରାଯାଏ । ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା । ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ ଅଭିଷେକ କରାଯାଏ । ଦ୍ୱିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ । ତୃତୀୟ ପ୍ରହର ବା ଘୋର

ମହା ଶିବରାତ୍ରି। କାହିଁକି ପାଳନ କରନ୍ତି ?? କଣ ଏହାର ମାହାତ୍ମ୍ୟ

ଫାଲ୍‌ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ମହା ଶିବରାତ୍ରି। ମହା ଶିବରାତ୍ରି ଏକ ହିନ୍ଦୁ ପର୍ବ। ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ।ଜାବାଳି ଶ୍ରୁତି ଅନୁସାରେ ଦଶ

କଣ ପାଇଁ ବିଧବା ନାରୀ ଧଳା ରଙ୍ଗର ଶାଢ଼ୀ ପିନ୍ଧନ୍ତି ??

ଧଳା ଶାଢ଼ୀ ଶୁଦ୍ଧ ପଵିତ୍ରତାର ପ୍ରତୀକ। ସେଇଥିପାଇଁ ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଇତ୍ୟାଦି ମାନଙ୍କରେ ମଧ୍ୟ ଧଳା ରଙ୍ଗର ପୋଷାକ ପିନ୍ଧନ୍ତି। ଆମ ଜାତୀୟ ପତାକାର ମଧ୍ୟବର୍ତ୍ତି ରଙ୍ଗ ମଧ୍ୟ ଧଳା, ଯାହାକି ପବିତ୍ରତାର ପ୍ରତୀକ ଅଟେ। ସ୍ୱାମୀ ଚାଲିଯିବା ପରଠୁ ସେହି ନାରୀ

ମଙ୍ଗଳ ମହାଦଶା ଥିଲେ କରନ୍ତୁ ଏମିତି ପ୍ରତିକାର ।

ନାମ ମଙ୍ଗଳ କିନ୍ତୁ ସମସ୍ତ ଅମାଙ୍ଗଳୀକ କାର୍ଯ୍ୟ ପାଇଁ ଦାୟୀ. ମହାଦେବଙ୍କ ଝାଳ ବୁନ୍ଦା ପୃଥିବୀରେ ପଡିବା କ୍ଷଣି ତହିଁରୁ ଉତ୍ପନ ହେଲେ ମଙ୍ଗଳ. ପୃଥିବୀ ମାତାଙ୍କ ଠାରୁ ଜନ୍ମ ହୋଇଥିବାରୁ ମଙ୍ଗଳ ଗ୍ରହଙ୍କୁ ଭୂମି ତନୟ ବା ଧରିତ୍ରୀ ପୁତ୍ର ମଧ୍ୟ କୁହାଯାଏ. ପ୍ରଚଣ୍ଡ କ୍ରୋଧୀ ଗ୍ରହ ହୋଇଥିବା