Browsing Category
ଆଜିର ଖବର
ସବୁ ସ୍ମାର୍ଟଫୋନରେ ‘ସଞ୍ଚାର ସାଥୀ ଆପ୍’ ରହିବା ବାଧ୍ୟତାମୂଳକ
ଭାରତରେ ମୋବାଇଲ୍ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଅନଲାଇନ୍ ଠକେଇକୁ ରୋକିବା ପାଇଁ, ଦୂରସଂଚାର ବିଭାଗ (DoT) ଏକ ନୂତନ ନିର୍ଦ୍ଦେଶ ଜାରି କରିଛି। । ସରକାରଙ୍କ ଟେଲିଯୋଗାଯୋଗ ବିଭାଗ (DoT) ଭାରତରେ ବିକ୍ରି ହେଉଥିବା କିମ୍ବା ବାହାରୁ ଆସୁଥିବା ସମସ୍ତ ସ୍ମାର୍ଟଫୋନଗୁଡ଼ିକରେ 'ସଞ୍ଚାର ସାଥୀ!-->…
ବଜାରରେ ୪ ବର୍ଷରେ ଜବତ ହେଲାଣି ୧୬୮ ନକଲି ଔଷଧ: ସ୍ଵାସ୍ଥ୍ୟ ମନ୍ତ୍ରୀ
ବିଧାନସଭା ଅଧିବେଶନର ପଞ୍ଚମ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ରହିଛି । ଗୃହରେ ଆଜି ବିଭିନ୍ନ ବିଭାଗର ପ୍ରଶ୍ନ ଉପରେ ଆଲୋଚନା ହେଉଛି । ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ରହିଛି ପ୍ରଶ୍ନକାଳ । ଏଥି ସହିତ ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗର ପ୍ରଶ୍ନକାଳ ରହିଛି । ତେବେ ବିଧାନସଭାରେ!-->…
ରାଜ୍ୟର କିଛି ଜିଲ୍ଲାରେ ଆଜି ପାଗ ମୁଖ୍ୟତଃ ମେଘୁଆ ରହିବ
ଘୂର୍ଣ୍ଣିଝଡ଼ 'ଦ୍ବିତା' ପ୍ରଭାବରେ ଆସନ୍ତା 3 ଦିନ ଯାଏଁ ତାପମାତ୍ରା ବଢିବା ସହ ଶୀତ କମିବ । ଆସନ୍ତା ୨୪ ଘଣ୍ଟା ଯାଏଁ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ଏହା ପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ତେଣୁ ଶୀତର ପ୍ରକୋପ ହ୍ରାସ ପାଇବ!-->…
୩୨ କୋଟିର ମାଲିକାଣୀ, ଶପଥ ପତ୍ର ପଢ଼ି ପାରିଲେନି ବିହାର ବିଧାୟିକା
ବିହାରରେ ନୂତନ ସରକାର ଗଠନ ସରିଛି । ଗତ ସୋମବାର ୧୮ତମ ବିଧାନସଭାର ପ୍ରଥମ ଅଧିବେଶନରେ ନବନିର୍ବାଚିତ ବିଧାୟକମାନେ ଶପଥ ନେଇଥିଲେ । ତେବେ ବିହାର ବିଧାନସଭାରେ ଦେଖିବାକୁ ମିଳିଥିଲା ଅଦ୍ଭୁତ ଦୃଶ୍ୟ । ନବାଦା ବିଧାୟିକା ତଥା ବାହୁବଳୀ ନେତା ରାଜବଲ୍ଲଭ ଯାବଦଙ୍କ ସ୍ତ୍ରୀ ବିଭା ଦେବୀ (ଜେଡିୟୁ)!-->…
କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲା, ୭୦୦ ପୃଷ୍ଠାର ଚାର୍ଜ ଶିଟ ଦାଖଲ କରିଛି ପୋଲିସ
ଲେଡି କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣା, କ୍ୟାପିଟାଲ ଥାନା ପୁଲିସ୍ କୋର୍ଟରେ ଦାଖଲ କଲା ୭୦୦ ପୃଷ୍ଠାର ଚାର୍ଜସିଟ୍ । ଏହି ଚାର୍ଜସିଟରେ ଉଭୟଙ୍କ ପରିଚୟ ଠାରୁ ହତ୍ୟା ପର୍ଯ୍ୟନ୍ତ ରହିଛି ସମସ୍ତ ପ୍ରମାଣ । ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ନାଁରେ ସାକ୍ଷ୍ୟ!-->…
‘ରାଜ ଭବନ’ ର ନାମ ହେଲା ‘ଲୋକ ଭବନ’
ଆନୁଷ୍ଠାନିକ ଭାବରେ ‘ରାଜ ଭବନ’ ର ନାମ ପରିବର୍ତ୍ତନ କରାଯାଇ ‘ଲୋକ ଭବନ’ ନାମରେ ନାମିତ କରାଯାଇଛି। ଏହି ପରିବର୍ତ୍ତନ ସମ୍ପର୍କରେ ରାଜ ଭବନ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।ଏହା ଓଡ଼ିଶାର ପ୍ରଶାସନିକ ପରିଚୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ। ଭାରତ ସରକାରଙ୍କ!-->…
ବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ଓ ସାଇବର ସୁରକ୍ଷା ସଚେତନତା ଶିବିର
ଗଣିଆ -(ବିଶ୍ୱରଂଜନ ସେଠି)ସୋମବାର ଦିନ ଗଣିଆସ୍ଥିତ ସାଇବର ସୁରକ୍ଷା ଶ୍ରୀ ଶ୍ରୀ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଏଡ଼ସ ଦିବସ ଏବଂ ସାଇବର ସୁରକ୍ଷା ସଚେତନତା କାର୍ଯକ୍ରମ ପାଳନ ହୋଇ ଯାଇଛି। ପ୍ରଥମେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ଏଡ଼ସ!-->…
ନନ୍ଦନକାନନକୁ ୨ ଟି ରେଡ୍ ପାଣ୍ଡା, ୨ ଟି ଗୋରାଲ ଏବଂ ଗୋଲ୍ଡେନ ଫିଜାଣ୍ଟ ଓ ସିଲଭର ଫିଜାଣ୍ଟ ପକ୍ଷୀ ଆସିବେ
ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ । ତେଣୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଛି ନନ୍ଦନକାନନ । ଉତ୍ତରାଖଣ୍ଡର ଡେରାଡୁନ ଚିଡ଼ିଆଖାନା (ZOO)ରୁ ନନ୍ଦନକାନନକୁ ୨ ଟି ରେଡ୍ ପାଣ୍ଡା, ୨ ଟି ଗୋରାଲ (Goral) ଏବଂ ଗୋଲ୍ଡେନ ଫିଜାଣ୍ଟ (Golden Pheasant) ଓ ସିଲଭର ଫିଜାଣ୍ଟ!-->…
ମହିଳା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍ ୨୦୨୫ର ଓଡ଼ିଶା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଶ୍ରୀଲଙ୍କାର କଲମ୍ବୋ ଠାରେ ଆୟୋଜିତ ପ୍ରଥମ ଦୃଷ୍ଟିହୀନ ମହିଳା T20 ବିଶ୍ୱକପ୍ ରେ ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଦଳ ଏକ ରୋମାଞ୍ଚକର ଫାଇନାଲରେ ନେପାଳକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି।ଏହି ବିଶ୍ଵକପ ଦଳରେ ଓଡ଼ିଶାରୁ ୪ ଜଣ- ବାଲେଶ୍ୱରର ଫୁଲ ସୋରେନ, ମୟୂରଭଞ୍ଜର ପାର୍ବତୀ!-->…
ବନମାଳୀ ବାରିକି ମହାବିଦ୍ୟାଳୟରେ କବିତା ଲିଖନ କର୍ମଶାଳା
ଗଣିଆ (ବିସ୍ୱରଞ୍ଜନ ସେଠି)ଗଣିଆ ବ୍ଲକ ଅନ୍ତର୍ଗତ ବନମାଳୀ ବାରିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆଡକଟାରେ ସୋମବାର ଦିନ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଏକ କବିତା ଲିଖନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ତ୍ରୈମାସିକ ସାହିତ୍ୟ ପତ୍ରିକା "ଅକ୍ଷ" ତରଫରୁ ଆୟୋଜିତ କର୍ମଶାଳାରେ ଅଧ୍ୟକ୍ଷ ସଞ୍ଜୟ!-->…
ନିଜ ବାସଭବନକୁ ବିିକି ଭୁବନେଶ୍ବର ଏମ୍ସ ୩କୋଟି ୪୦ ଲକ୍ଷ ଟଙ୍କା ଦାନ
ଆସନ୍ତା ଡିସେମ୍ବର ୫ ତାରିଖରେ ଶହେ ବର୍ଷରେ ପାଦ ଦେବା ପୂର୍ବରୁ ଓଡ଼ିଶାର ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର କେ. ଲକ୍ଷ୍ମୀ ବାଇ ତାଙ୍କ ଜୀବନ ବ୍ୟାପୀ ସଞ୍ଚୟରୁ ୩.୪ କୋଟି ଟଙ୍କା AIIMS-ଭୁବନେଶ୍ୱରକୁ ଦାନ କରିଛନ୍ତି।୧୯୪୫ ମସିହାରେ କଟକ ମେଡ଼ିକାଲ କଳେଜର ସେ ଥିଲେ ପ୍ରଥମ ବ୍ୟାଚ୍ ର!-->…
ସଂସଦ ପରିସରକୁ କୁକୁର ଆଣିବା କଂଗ୍ରେସ ସାଂସଦ ରେଣୁକା ଚୌଧୁରୀଙ୍କୁ ପଡିଲା ମହଙ୍ଗା
ପୋଷା କୁକୁରକୁ ସାଥୀରେ ଧରି ସଂସଦ ଭବନରେ ପହଞ୍ଚିଲେ ସାଂସଦ । ସଂସଦର ଶୀତକାଳୀନ ଅଧିବେଶନ ଆଜି (ସୋମବାର) ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରୁ ହିଁ ବିବାଦରେ ଫସିଛନ୍ତି କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ।ବିଜେପି ଏହାକୁ ନିୟମର ଉଲ୍ଲଂଘନ କହି ଚୌଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ!-->…