Browsing Category

ଆଜିର ଖବର

ସାଇବର ଠକମାନେ APK ପାଇଲ୍ସ ନାମରେ ଠକେଇ

ତେଲେଙ୍ଗାନାରେ ସାଇବର ଠକମାନେ APK ପାଇଲ୍ସ ନାମରେ ଠକେଇ କରୁଛନ୍ତି । ଠକମାନେ ଏମିତି କହୁଛନ୍ତି-‘ଆଧାର ଏବଂ ନୋ ୟୋର କଷ୍ଟମର (KYC) ଡିଟେଲ୍ସ ଅପଡେଟ ନ କରିବା କାରଣରୁ ଆଜି ରାତିରୁ ଆମେ ଆପଣଙ୍କ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ଲକ କରୁଛୁ । ତୁରନ୍ତ ତଳେ ଦେଇଥିବା ଲିଙ୍ଗରେ କ୍ଲିକ କରି

ମୋବାଇଲ୍ ଟ୍ୟାଙ୍କରରେ ବିକ୍ରି କ୍ଷୀରର ମାନ ଯାଞ୍ଚ

କଟକରେ ମୋବାଇଲ କ୍ଷୀର ଟ୍ୟାଙ୍କର ଯାଞ୍ଚ । କଟକ ମହାନଗର ନିଗମ ଫୁଡ଼ ସେଫ୍ଟି ଟିମ ପକ୍ଷରୁ ଯାଞ୍ଚ କରାଯାଇଛି । ବିଭିନ୍ନ କ୍ଷୀର ବିତରକ କାଉଣ୍ଟର ଯାଇ ଯାଞ୍ଚ କରିଛି ଟିମ୍ । ଏହାସହ ଯେଉଁମାନେ ଗାଈ ରଖି ଦୁଗ୍ଧ ବ୍ୟବସାୟ କରୁଛନ୍ତି ସେଠାରେ ମଧ୍ୟ ସିଏମସି ସ୍ବାସ୍ଥ୍ୟ ବିଭାଗ ଓ ଫୁଡ୍ ସେଫ୍ଟି

ସମ୍ପୂର୍ଣ୍ଣ ହେଲା ଅଯୋଧ୍ୟା ରାମମନ୍ଦିର ନିର୍ମାଣ : ଧର୍ମ ପତାକା ଉଡାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଉଡ଼ିଲା ଧର୍ମଧ୍ବଜା । ଧର୍ମଧ୍ବଜା ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡୁଛି ଗେରୁଆ ରଙ୍ଗର ପତାକା। ପତାକାରେ ରହିଛି ଉଜ୍ଜ୍ୱଳ 'ସୂର୍ଯ୍ୟ' ଓ ଲେଖାଯାଇଛି 'ଓମ୍‌' ।ଅଯୋଧ୍ୟାରେ ରାମ ମନ୍ଦିରର ପତାକା

ସିବିଆଇ କୋର୍ଟକୁ ସ୍ଥାନାନ୍ତରିତ ହେଲା ପୋଲିସ SI କେଳେଙ୍କାରୀ ମାମଲା, ଝାରପଡ଼ା ଜେଲ୍ ଗଲେ ୧୨ ଅଭିଯୁକ୍ତ

ପୋଲିସ ଏସ୍ଆଇ କେଳେଙ୍କାରୀ ମାମଲା ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରୁ ସିବିଆଇ କୋର୍ଟକୁ ସ୍ଥାନାନ୍ତର ହୋଇଛି । ମାମଲା ସ୍ଥାନାନ୍ତର ନେଇ କୋର୍ଟଙ୍କ ଅନୁମତି ମିଳିଛି । ମାମଲା ସ୍ଥାନାନ୍ତର ନେଇ ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟ ଅନୁମତି ଦେଇଛନ୍ତି । ବିଳମ୍ବିତ ରାତିରେ ଅଭିଯୁକ୍ତମାନଙ୍କୁ

ଏହି କାରଣ ପାଇଁ ବିଜେଡିର ପଦ ଛାଡିଲେ ସାଂସଦ ଦେବାଶିଷ ସାମନ୍ତରାୟ

ବିଜେଡିର ପଦ ଛାଡିଲେ ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର ସିଟିଜେନ ସେଲ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ପଦ ଛାଡିଛନ୍ତି । ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା ଦର୍ଶାଇ ଇସ୍ତଫା ଦେଇଥିବା ସୂଚନା। ବିଜୁ ବାବୁଙ୍କ

ସାବଧାନ! ଦିଲ୍ଲୀରେ ପହଞ୍ଚିଲା ଇଥିଓପିଆ ଜ୍ୱାଳାମୁଖୀ

ଆଫ୍ରିକୀୟ ଦେଶ ଇଥିଓପିଆର ହେଲି ଗୁବି ଆଗ୍ନେୟଗିରି ଉଦ୍ଗୀରଣ ହୋଇଛି । ୧୦ ହଜାର ବର୍ଷ ପୁରୁଣା ୧୫୦ କିମି ଉପରକୁ ଉଠିଲା ଧୂଆଁ । ଜ୍ୱାଳାମୁଖୀ ପାଉଁଶ ଭାରତ ଆଡକୁ ମାଡ଼ି ଆସିଛି । ପାଉଁଶ ଦିଲ୍ଲୀରେ ପହଞ୍ଚିଛି । ଜୟପୁର, ଜୈସଲମେରରେ ପ୍ରଭାବିତ ହୋଇଛି । ଭାରତରୁ ଆବୁଧାବି ଯିବାକୁ ଥିବା

ଚୌଦ୍ବାର-ଟାଙ୍ଗୀରେ ମର୍ମନ୍ତୁଦ ଦୁର୍ଘଟଣା: ବୋଲେରୋ-ଟ୍ୟାଙ୍କର ମୁହାଁମୁହିଁ ଧକ୍କାରେ ୩ ମୃତ

କଟକ ଟାଙ୍ଗୀରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କରକୁ ପିଟିଲା ବୋଲେରୋ । ୩ ମୃତ, ୨ ଗୁରୁତର । ସମସ୍ତଙ୍କୁ କଟକ SCBରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଡ୍ରାଇଭର ସମେତ ଦୁଇ ଜଣ ପୁରୁଷ ଅଛନ୍ତି । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡ଼ିରେ ପାଞ୍ଚ ଜଣ ଯାଜପୁରରୁ

୨୭ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଓଡ଼ିଶା ଉପରେ ପ୍ରଭାବ ନେଇ ହୋଇନି ସ୍ପଷ୍ଟ

୨୭ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଓଡ଼ିଶା ଉପରେ ପ୍ରଭାବ ନେଇ ହୋଇନି ସ୍ପଷ୍ଟ । ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେଉଥିବା ବେଳେ ମାଲେସିଆ ଓ ସଂଲଗ୍ନ ମାଲାକ୍ସ ପ୍ରଣାଳୀ ଉପରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଇଏମ୍ଡି ଆକଳନ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗତ ୧୪ଟି ପାଳି ସୁଦ୍ଧା ଗ୍ରହଣ କରାଯାଇଛି ୧୨,୯୫୦ଟି ଅଭିଯୋଗ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ପୁଣି ଲୋକଙ୍କ ଦୁଃଖ ଶୁଣିଛନ୍ତି ମୋହନ ମାଝୀ । ପୁଳା ପୁଳା ଅଭିଯୋଗ ନେଇ ଲୋକେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ଲୋକଙ୍କ ଅଭିଯୋଗର ୯୬ପ୍ରତିଶତ ସମାଧାନ ହୋଇଛି ବୋଲି ସରକାର ଦାବି କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ

ବଢିଲା OTET ୨୦୨୫ ଫର୍ମ ପୂରଣ ସମୟସୀମା

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ସୋମବାର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ୨୦୨୫ ପାଇଁ ଫର୍ମ ପୂରଣର ସମୟସୀମାକୁ ବୃଦ୍ଧି କରିଛନ୍ତି। ଓଟିଇଟି ୨୦୨୫ ଆବେଦନ ଅବଧି ଆସନ୍ତା ୨୭ ପର୍ଯ୍ୟନ୍ତ ବଢ଼ିଲା।“ରାଜ୍ୟର ବିଭିନ୍ନ ପ୍ରାର୍ଥୀଙ୍କ ଅନୁରୋଧକୁ ବିଚାରକୁ ନେଇ ଓଟିଇଟି

ଭୁବନେଶ୍ବରର ପ୍ରମୁଖ ରାସ୍ତାରେ ପାର୍କିଂ ମନା

ଭୁବନେଶ୍ବର ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଯାନବାହାନର ଅନିୟମିତ ପାର୍କିଂ ଯୋଗୁଁ ଟ୍ରାଫିକ ବାଧା ସୃଷ୍ଟି କରୁଛି। ଯାହା ଫଳରେ ଭିଡ଼, ଯାତ୍ରୀମାନଙ୍କୁ ଅସୁବିଧା ଏବଂ ସାଧାରଣ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦ ସୃଷ୍ଟି ହୋଇଥାଏ।ଭୁବନେଶ୍ବରରେ ସୁନିୟନ୍ତ୍ରିତ ଟ୍ରାଫିକ୍ ପରିଚାଳନା ଏବଂ

ପ୍ରବାସୀ ଓଡ଼ିଆଙ୍କ ମହାସମାବେଶ: ଦମାମ ରେ କଳିଙ୍ଗାନର ଅଷ୍ଟମ ବାର୍ଷିକ ଉତ୍ସବଦାମାମ (ସାଉଦି ଆରବ)

ସାଉଦି ଆରବର ଅଗ୍ରଣୀ ଓଡ଼ିଆ ସାଂସ୍କୃତିକ ସଂଗଠନ **'କଳିଙ୍ଗନ'**ର ଅଷ୍ଟମ ବାର୍ଷିକ ଉତ୍ସବ ନଭେମ୍ବର ୨୧ ତାରିଖରେ ଦାମାମ ସହରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସାଉଦି ଆରବର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୬୫୦ରୁ ଅଧିକ ପ୍ରବାସୀ ଓଡ଼ିଆ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଆ ସଂସ୍କୃତି