Browsing Category
ଆଜିର ଖବର
ଯୁକ୍ତ ଦୁଇ ଫର୍ମ ଫିଲ୍ ଅପ୍ ଅବଧି ବୃଦ୍ଧି କରିପାରନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ
ଚଳିତ ଥର ଯୁକ୍ତ ଦୁଇର ସମସ୍ତ ବିଭାଗର ଖାତା ଅନଲାଇନ ମୂଲ୍ୟାୟନ ହେବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ କେବଳ ବିଜ୍ଞାନ ଓ ବାଣିଜ୍ୟ ଖାତା ଅନଲାଇନ ମୂଲ୍ୟାୟନ ହେଉଥିଲା । ସେପଟେ ଆଉ ଗୋଟିଏ ଦିନ ବଢିପାରେ ଯୁକ୍ତ ଦୁଇ ଫର୍ମ ଫିଲଅପ ଅବଧି । କିନ୍ତୁ ୩ଟି କଲେଜରେ କିଛି ପିଲା ଫର୍ମ ଫିଲ ଅପ କରି!-->…
କେନ୍ଦୁଝର ବନଖଣ୍ଡର ୧୦୫ ବିଟ୍ରେ ଚାଲିଛି ବାଘ ଗଣନା
କେନ୍ଦୁଝର ବନଖଣ୍ଡର ୧୦୫ଟି ବିଟ୍ ରେ ଚାଲିଛି ବାଘ ଗଣନା । ଏହା ଜାନୁଆରୀ ମାସ ପର୍ଯ୍ୟନ୍ତ ଏକାଧିକ ପର୍ଯ୍ୟାୟରେ ଚାଲିବ । ପ୍ରଥମେ କାର୍ନିଭର ସାଇନ ସର୍ଭେ , ଆଙ୍ଗୁଲେଟ ସର୍ଭେ , ଭେଜିଟେସନ ସର୍ଭେ ପରେ ଡିସେମ୍ବର ଓ ଜାନୁଆରୀ ଦୁଇ ମାସ ମଧ୍ୟରେ କ୍ୟାମେରା ଟ୍ରାପ ସର୍ଭେ ହେବ । ବର୍ତ୍ତମାନ!-->…
ହ୍ୟୁମାନ ସାଗରଙ୍କ ଭଳି ଜଣେ କଣ୍ଠଶିଳ୍ପୀଙ୍କ ଚିର ବିଦାୟ ବିବାଦୀୟ ହେବା ଅନୁଚିତ
ହ୍ୟୁମାନ ସାଗର ମୃତ୍ୟୁକୁ ନେଇ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ । ମ୍ୟାନେଜର ଦିନେଶ ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ହୋଇଛି ଅଭିଯୋଗ । ଅଭିଯୋଗରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । କୋଶଳ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ଅନ୍ୟପଟେ!-->…
ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ
ବଲିଉଡ୍ର କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ସୋମବାର ଦେହାନ୍ତ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଦଶନ୍ଧି ଘରି ଅଭିନୟ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ଦର୍ଶକଙ୍କୁ ମୁଗ୍ଧ କରିଥିଲା । ଉତ୍ତରାଧିକାରୀ ଆଗାମୀ ପିଢିର କଳାକାର!-->…
ସମ୍ବଲପୁରକୁ ଆସିବେ ୪ ମହାବଳ
ସମ୍ବଲପୁରକୁ ଆସିବେ ୪ ମହାବଳ lମହାବଳ ବାଘଙ୍କ ପାଇଁ ନିର୍ମାଣ ହେବ ୧୫୦୦ ବର୍ଗମିଟରର ଟାଇଗର ଏନକ୍ଲୋଜର lସମ୍ବଲପୁର ଡିୟର ପାର୍କ ୨୦୨୩ରେ ଚିଡିଆଖାନାର ମାନ୍ୟତା ପାଇଥିଲା । ଏବେ ୧୭ ପ୍ରଜାତିର ବନ୍ୟପ୍ରାଣୀ ସମ୍ବଲପୁର ଚିଡିଆଖାନାରେ ରହିଛନ୍ତି । ଏକ କଲରାପତରିଆ ବାଘ ମଧ୍ୟ ଚିଡିଆଖାନାର ଶୋଭା!-->…
ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା , ବାଦ ପଡ଼ିଲେ ୫ ଧୁରନ୍ଧର କ୍ରିକେଟର୍ !
ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରେ କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ସେ ଆହତ ହୋଇ ବାଦ ପଡିଥିବା ଶୁଭମନ ଗିଲ୍ ଏବଂ ଉପ ଅଧିନାୟକ ଶ୍ରେୟସ ଆୟରଙ୍କ ଜାଗାରେ ଦଳର ନେତୃତ୍ୱ ନେବେ । ତେବେ ଏହି ଦଳରୁ ଅପ୍ରତ୍ୟାଶିତ ଭାବରେ ୫!-->…
ଲୋୟର ପିଏମଜିରେ ଅଙ୍ଗନୱାଡି କର୍ମୀ ଓ ସହକର୍ମୀଙ୍କ ଆନ୍ଦୋଳନ
ରାଜଧାନୀ ରାଜରାସ୍ତାରେ ଅଙ୍ଗନବାଡ଼ି ଦିଦି । ଭୁବନେଶ୍ବର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ଅଙ୍ଗନବାଡି କର୍ମୀ । ୧୧ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ମାସିକ ଦରମା ୧୮ ହଜାର ଏବଂ ସହକର୍ମୀଙ୍କର ୯ ହଜାର ଦେବାକୁ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ଅଙ୍ଗୱାଡି!-->…
କାଲିଠୁ ରାଜ୍ୟରେ ଧାନକିଣା ଆରମ୍ଭ,ମଣ୍ଡି ଗୁଡ଼ିକରେ ଏଥର ସ୍ବତନ୍ତ୍ର ବ୍ୟବସ୍ଥା
ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଏନେଇ ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଚାଷୀଙ୍କ ପାଇଁ ମଣ୍ଡି ଗୁଡିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ଚଳିତବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର। ଚାଷୀଙ୍କ ପାଇଁ ମଣ୍ଡିଗୁଡିକରେ ଏଥର!-->…
ଧରାପଡ଼ିଲା ଆଉ ଜଣେ ନକଲି ପୋଲିସ !ପୋଷାକ, ଜୋତା ଓ ଖେଳନା ବନ୍ଧୁକ ଜବତ
ପୋଲିସ ବେଶରେ ଲୋକଙ୍କୁ ଠକୁ ଥିବା ଜଣେ ଯୁବକଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ। ଯୁବକ ଜଣକ ନକଲି ପୋଲିସ ସାଜି ବାଇକ ଚେକିଂ ନାଁରେ ଟଙ୍କା ସଂଗ୍ରହ କରୁଥିଲା। ରବିବାର ମଧ୍ୟ ସଦର ଥାନା ଅନ୍ତର୍ଗତ ପଦରବାଲୀଠାରେ ବାଇକ ଚେକିଂ ଆଳରେ ଟଙ୍କା ସଂଗ୍ରହ କରୁଥିଲା। ହେଲେ ଏଠାରେ ତାଙ୍କୁ!-->…
ଦିଲ୍ଲୀରେ ପ୍ରଦୂଷଣ ବିରୋଧୀ ବିକ୍ଷୋଭ ବେଳେ ନକ୍ସଲ ଏବଂ ହିଡମାଙ୍କ ସମର୍ଥନରେ ସ୍ଲୋଗାନ
ଏନ୍ସିଆର୍ ଅଞ୍ଚଳ ଲଗାତାର ଦଶମ ଦିନ ପାଇଁ ବିଷାକ୍ତ ଧୂଆଁ ଭିତରେ ହନ୍ତସନ୍ତ ହେଉଛି । ସୋମବାର ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୮୦କୁ ବୃଦ୍ଧି ପାଇଛି, ଯାହା ‘ଅତି ଖରାପ’ ଶ୍ରେଣୀରେ ରହିଛି। ତାପମାତ୍ରା ହ୍ରାସ ହେତୁ ସୃଷ୍ଟି ହୋଇଥିବା ଧୂମକୁହୁଡ଼ି ପ୍ରଦୂଷଣ!-->…
ନୂଆ ସିଜେଆଇ ଭାବେ ଶପଥ ନେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ
ନୂଆ ସିଜେଆଇ ଭାବେ ଶପଥ ନେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ସୁପ୍ରିମକୋର୍ଟର ୫୩ ତମ ଚିଫ୍ ଜଷ୍ଟିସ ଭାବେ ନେଇଛନ୍ତି ଦାୟିତ୍ୱ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ପୂର୍ବରୁ ସିଜେଆଇ ବିଆର ଗବାଇଙ୍କ କାର୍ଯ୍ୟକାଳ ଶେଷ ହୋଇଛି ।ଜଷ୍ଟିସ!-->…
ମା’ କ୍ଷୀରରେ ଥିବା ୟୁରାନିୟମ ପିଲାଙ୍କୁ କର୍କଟ ରୋଗର ବିପଦ
ବିହାରରେ ଏକ ସାମ୍ପ୍ରତିକ ଅଧ୍ୟୟନରେ ମା’ଙ୍କ କ୍ଷୀରରେ ୟୁରାନିୟମ (U238) ର ବିପଦପୂର୍ଣ୍ଣ ସ୍ତର ଥିବା ପ୍ରକାଶ ପାଇଛି, ଯାହା ସେମାନଙ୍କ ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି କରିଛି। ଅନେକ ଅନୁଷ୍ଠାନର ଗବେଷକମାନେ ଜାଣିଛନ୍ତି ଯେ ମା’ କ୍ଷୀର ମାଧ୍ୟମରେ ୟୁରାନିୟମର!-->…