Browsing Category
ଆଜିର ଖବର
ପୁଣିଥରେ ଚର୍ଚ୍ଚାରେ ଚୌଦ୍ବାର ଜେଲ୍,ଦୁଇ ଜଣ କଏଦୀଙ୍କ ମଧ୍ୟରେ ମାଡ଼ପିଟ୍
ପୁଣିଥରେ ଚର୍ଚ୍ଚାରେ ଚୌଦ୍ବାର ଜେଲ୍ । ୨ ଜଣ କଏଦୀଙ୍କ ମଧ୍ୟରେ ମାଡ଼ପିଟ୍ ହୋଇଥିବା ଖବର ସାମ୍ନାକୁ ଆସିଛି। ଜଣେ କଏଦୀର ଆକ୍ରମଣରେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣ କରିଥିବା କଏଦୀ କବି ସେଠ୍ ବୋଲି ଜଣାପଡିଛି । ସୂଚନାମୁତାବକ ସୋମବାର!-->…
ଅନୁଗୁଳରେ ଅଘଟଣ : ବାଣ ଫୁଟି ପୁଅ ମୃତ, ବାପା ଗୁରୁତର
ଭାଇ-ଭାଇ ଭିତରେ କଳହର ଉଗ୍ର ରୂପ। ବୋମା ଧରି ଗୋଡ଼ାଉ ଥିଲେ, ନିଜ ହାତରେ ଫୁଟିଗଲା। ପୁଅ ମୃତ, ବାପା ଗୁରୁତର। ଅନୁଗୁଳ ଜିଲ୍ଲା ସମଲ ଥାନା ଅର୍କିଳ ପଞ୍ଚାୟତର ଶିପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ପୁଅ ସରୋଜ ପ୍ରଧାନ, ଗୁରୁତର ବାପା ପ୍ରମୋଦ ପ୍ରଧାନ । ପ୍ରମୋଦଙ୍କ ହାତ ଛିଣ୍ଡି!-->…
ପ୍ରେମ ବିବାହ କରି ପତ୍ନୀଙ୍କୁ ଛାଡ଼ି ସ୍ୱାମୀ ଫେରାର, ଘର ଜାଳିଦେଲେ ନଣଦେଇ
ପ୍ରେମ ବିବାହ କରି ସମସ୍ୟାରେ ଭିନ୍ନକ୍ଷମ ପତ୍ନୀ l ଶାଶୂଘର ଲୋକେ ନିଜ ଘର ଛାଡ଼ି ଅନ୍ୟତ୍ର ପଳାଇଥିବା ବେଳେ, ଚାଳ ଘରେ ଏକା ରୋଷେଇ କରି ସ୍ୱାମୀ ଅପେକ୍ଷାରେ ରହୁଥିଲେ ଭିନ୍ନ ଜାତିର ଭିନ୍ନକ୍ଷମ ବୋହୂ ଲକ୍ଷ୍ମୀପ୍ରିୟା ବେହେରା (୨୦) l ଗତକାଲି ରାତିରେ ଗାଁ ଲୋକେ ଦୀପାବଳିରେ ପାଲା ଦେଖି ନିଜ!-->…
ଜାପାନକୁ ମିଳିଗଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
ଜାପାନ ସଂସଦରେ ପ୍ରଧାନମନ୍ତ୍ରୀ ଭାବେ ସାନାଏ ତାକାଇଚି ନିର୍ବାଚିତ ହୋଇଛନ୍ତି । ଫଳରେ ଜାପାନର ପ୍ରଥମ ମହିଳା ପ୍ରାଧାନମନ୍ତ୍ରୀ ହୋଇଛନ୍ତି ସାନାଏ । ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟିର ନେତ୍ରୀ ସାନାଏ । ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜୟୀ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା!-->…
ଦୀପାବଳିରେ ଗ୍ୟାସ୍ ଚାମ୍ବର ପାଲଟିଲା ଦିଲ୍ଲୀ ଏନ୍ସିଆର୍
ଦୀପାବଳି ପରେ ଦିଲ୍ଲୀ ଏନସିଆରରେ ଭୟଙ୍କର ବାୟୁ ପ୍ରଦ୍ୟୁଷଣ । ବିଷ ପାଲଟିଲା ଦିଲ୍ଲୀ ବାୟୁ ।। ସୋମବାର ସନ୍ଧ୍ୟାରେ ଦିଲ୍ଲୀର କିଛି ଅଞ୍ଚଳରେ AQI ୪୦୦ ଅତିକ୍ରମ କରିଛି। ପରିସ୍ଥିତି ଏପରି ହୋଇଛି ଯେ, ଦିଲ୍ଲୀର ୩୮ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୩୪ଟି 'ରେଡ୍ ଜୋନ୍'ରେ ଥିବା ରେକର୍ଡ!-->…
ଦକ୍ଷିଣ- ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ନେଲା ଲଘୁଚାପ
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୩୬ଘଣ୍ଟାରେ ଏହା ଅବପାତରେ ପରିଣତ ହେବ । ପ୍ରଭାବରେ ରାଜ୍ୟରେ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଛି । ଲଘୁଚାପ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗକୁ ଗତି କରିବା ସହିତ ପରବର୍ତ୍ତୀ ସମୟରେ ଦକ୍ଷିଣ ବଙ୍ଗୋପସାଗର!-->…
ମହିଳା କନେଷ୍ଟବଳ ହତ୍ୟା: କିଲର ଦୀପକକୁ ୩ ଘଣ୍ଟା ଜେରା
ବହୁ ଚର୍ଚ୍ଚିତ କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣାରେ ଅଭିଯୁକ୍ତ ଦୀପକ ରାଉତଙ୍କୁ ଜେରା କରୁଛି ପୁଲିସ । ଝାରପଡା ଜେଲରେ ଖୁଣ୍ଟୁଣୀ ଥାନା ପୁଲିସ ଦୀପକକୁ ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ହତ୍ୟାକାଣ୍ଡ ଘଟଣାରେ ପଚରାଉଚରା କରୁଥିବା ସୂଚନା ମିଳିଛି ।ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ!-->…
ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସମୁଦାୟ୧୯ ଜଣ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ ପତ୍ର
ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନ ଶେଷ ହୋଇଛି। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ବିଜୁ ଜନତା ଦଳର ସ୍ନେହାଙ୍ଗିନୀ ଛୁରିଆ
ଭାରତୀୟ ଜନତା ଦଳର ଜୟ ଢୋଲକିଆ
ଭାରତୀୟ ଜାତୀୟ କଂଗ୍ରେସର ଘାସିରାମ ମାଝୀ
ସମାଜବାଦୀ ପାର୍ଟିର!-->!-->!-->!-->!-->!-->!-->!-->!-->!-->…
ସିଙ୍ଗଡ଼ା ପାଇଁ ଟ୍ରେନ ଯାତ୍ରୀଙ୍କ କଲାର ଭିଡ଼ି ଧରିଲେ ବ୍ୟବସାୟୀ ଆଉ ତାପରେ..
ୟୁପିଆଇ ଟ୍ରାଞ୍ଜାକସନକୁ ନେଇ ଜବଲପୁର ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୟୁପିଆଇ ଟ୍ରାଞ୍ଜାକସନ ଫେଲ୍ ହେବାରୁ ଷ୍ଟେସନରେ ଜଣେ ସିଙ୍ଗଡା ବ୍ୟବସାୟୀ ଯାତ୍ରୀଙ୍କ କଲାରକୁ ଭିଡି ଧରିବା ସହ ଛାଡି ନଥିଲେ ।ଭିଡିଓ!-->…
ଜନ୍ମମାଟି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଜନ୍ମମାଟି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜାଠାରୁ ତିନି ଦିନ ଧରି ଅର୍ଥାତ ବୁଧବାର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ରହିବେ । ଅପରାହ୍ନ ରାଇକଳା ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ସେଠାରୁ ସଡ଼କ ପଥରେ ନିଜ ଗାଁ ରାଇକଳା ଗସ୍ତ!-->…
ଆଜି ସଂଧ୍ୟା ୭ରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟି ପାରିବ
ଭୁବନେଶ୍ୱର ଓ କଟକରେ ୨ ଘଣ୍ଟା ବାଣ ଫୁଟାଇବା ପାଇଁ ଅନୁମତି । ଆଜି ସଂଧ୍ୟା ୭ରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟି ପାରିବ । କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ ନିର୍ଦ୍ଦେଶ। ଉଚ୍ଚ ଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ।କାରଣ ଏଥର ରାତି ୯ଟା ପରେ ବାଣ!-->…
ଆଇଏନ୍ଏସ୍ ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ :‘ଯେଉଁମାନେ ନିଜ ଦମ୍ରେ ଲଢ଼ନ୍ତି, ସେମାନଙ୍କର ସର୍ବଦା ବିଜୟ ହୁଏ’
ସବୁଥର ପରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୈନିକମାନଙ୍କ ସହିତ ଦୀପାବଳି ପାଳନ କରିଥିଲେ। ଏଥର, ପ୍ରଧାନମନ୍ତ୍ରୀ ମୋଦି ଗୋଆ ଏବଂ କରୱାର ଉପକୂଳରେ ଅବସ୍ଥିତ INS ବିକ୍ରାନ୍ତକୁ ଦୀପାବଳି ପାଳନ କରିବା ପାଇଁ ବାଛିଥିଲେ। ମୋଦି ଏହି ଅବସରରେ କହିଛନ୍ତି, ଭାରତୀୟ ସେନା, ବାୟୁସେନା ଏବଂ!-->…