Browsing Category

ଆଜିର ଖବର

ପୁରୀରେ ହେବ ଭୂତଳଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ୍

ପୁରୀରେ ପ୍ରତିଷ୍ଠା ହେବ ଭୂତଳ ଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ । ଏନେଇ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପଦକ୍ଷେପ ନେଇଛି । ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ପ୍ରତିବର୍ଷ କୋଟିଏରୁ ଅଧିକ ଦେଶୀ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି । ଏହାକୁ

ହାଇଦ୍ରାବାଦରେ ଓଡ଼ିଶାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା 

ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ।ପେଟବଶିରାବାଦର କୋମପାଲି ଅଞ୍ଚଳରେ ଏଭଳି ଜଘନ୍ୟ ଘଟଣା ଘଟିଛି ।ଭୁବନେଶ୍ବର ଭରତପୁର ଅଞ୍ଚଳର ମହିଳା ଖୋର୍ଦ୍ଧା ବାଣପୁର ଥାନା ଅଞ୍ଚଳରେ ବିବାହ କରିଥିଲେ। ତାଙ୍କର ୪ ବର୍ଷର ପୁଅଟିଏ ମଧ୍ୟ ଅଛି। ସ୍ବାମୀ ହାଇଦ୍ରାବାଦରେ

ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ୪ଜଣଙ୍କୁ ବିହାରରୁ କାବୁ କରିଛି ପୁଲିସ

ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ୪ଜଣଙ୍କୁ ବିହାରରୁ କାବୁ କରିଛି ପୁଲିସ । ଆଉ ୪ଜଣଙ୍କୁ ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ ଧରିଥିବା ସୂଚନା ମିଳିଛି । ପୂର୍ବରୁ ୨ ବିହାରୀ ଯୁବକଙ୍କ ସହ ଜଣେ ସ୍ଥାନୀୟ ଯୁବକଙ୍କୁ ପୁଲିସ ଉଠାଇ ଆଣିଛି । ମୋଟାମୋଟି ଏହି ମାମଲାରେ ଏଯାବତ୍ ୧୧ ଜଣଙ୍କୁ ପୁଲିସ

ଆଜିର ରାଶିଫଳ(୧୭ ଅକ୍ଟୋବର, ୨୦୨୫)

ମେଷ:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।

ମାଓ ଇତିହାସରେ ହେବ ସବୁଠୁ ବଡ ଆତ୍ମ ସମର୍ପଣ

ଲାଲ୍ ଗଡ଼ରେ ବୁଡ଼ୁଛି ରକ୍ତିମ ସୂର୍ଯ୍ୟ । ଶେଷ ନିଶ୍ବାସ ନେଉଛି ନକ୍ସଲବାଦ । ଗତ କିଛି ଦିନ ଧରି ମହାରାଷ୍ଟ୍ର ଓ ଛତିଶଗଡ଼ରେ ମାଓବାଦୀଙ୍କ ଆତ୍ମସମର୍ପଣ ଧାରା ଜାରି ରହିଥିବା ବେଳେ, ଆଜି ବି ବନ୍ଧୁକ ଛାଡ଼ିବାକୁ ଇନ୍ଦ୍ରାବତୀ ଘାଟରେ ମେଳି ବାନ୍ଧିଛନ୍ତି ଶତାଧିକ ମାଓବାଦୀ । ମାଓନେତା ରୂପେଶଙ୍କ

ସ୍ତ୍ରୀକୁ ଓଭରଡୋଜ୍ ଇଂଜେକ୍ସନ ଦେଇ ମାରିଦେଲା ଡାକ୍ତର ସ୍ବାମୀ, ସତ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ଓଭରଡୋଜ ଇଂଜେକ୍ସନ ଦେଇ ସ୍ତ୍ରୀକୁ ମାରିଦେଲା ଡାକ୍ତର ସ୍ୱାମୀ । କର୍ଣ୍ଣାଟକର ବେଙ୍ଗାଲୁରୁରେ ଚର୍ମ ବିଶେଷଜ୍ଞ କ୍ରିଥିକା ଏମ୍. ରେଡ୍ଡିଙ୍କ ମୃତ୍ୟୁକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ମୃତକଙ୍କ ସ୍ୱାମୀ ହିଁ ହତ୍ୟାକାରୀ ବୋଲି କହିଛି ପୋଲିସ । ଡାକ୍ତର ମହେନ୍ଦ୍ର ରେଡ୍ଡି ଜିଏସଙ୍କୁ ଗିରଫ

ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ରେ,ରାଷ୍ଟ୍ରୀୟ ପୋଷଣ ମାସ 2025 କାର୍ଯ୍ୟକ୍ରମ

ଚନ୍ଦାହାଣ୍ଡି,ତା -15/10/ 2025 ଚନ୍ଦାହାଣ୍ଡି ସ୍ଥିତ ପାନାବେଡା +୩ମହାବିଦ୍ୟାଳୟ ସଭାଗୃହ ଠାରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମାବଳୀ ଅନୁଯାଇ ରାଷ୍ଟ୍ରୀୟ ପୋଷଣ ମାସ -2025,କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଦ୍ୱାରିକା ନାଥ ବାଘଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ

ଅବହେଳିତ ଗଣିଆ ବ୍ଲକ ପର୍ଯ୍ୟଟନସ୍ଥଳୀ ଭିଭିଭୂମି ଅଛି, ବିକାଶ ନାହିଁ

ଗଣିଆ। (, ବିଶ୍ୱରଞ୍ଜନ ସେଠି)ଯେଉଁ ରାଜ୍ୟରେ ପର୍ଯ୍ୟଟନକ୍ଷେତ୍ର ଯେତେ ବିକଶିତ ସେ ରାଜ୍ୟର ଆର୍ଥିକ ସ୍ଥିତି ସେତେସୁଦୃଢ଼ । ପର୍ଯ୍ୟଟନର ବିକାଶ ହେଲେ ରାଜ୍ୟତଥା ଦେଶର ବିକାଶ ହେବ। ହେଲେଏବେବି ଅନେକ ପର୍ଯ୍ୟଟନସ୍ଥଳୀ ଅବହେଳିତଅବସ୍ଥାରେ ପଡ଼ିରହିଛି! ନୟାଗଡ଼ ଜିଲାରେଥିବା ପର୍ଯ୍ୟଟନସ୍ଥଳୀ

ରାଜ୍ୟ ବିଜେପିର ନୂଆ ପଦାଧିକାରୀ ତାଲିକା ଘୋଷଣା

ଘୋଷଣା ହେଲା ବିଜେପି ରାଜ୍ୟ ପଦାଧିକାରୀ । ରାଜ୍ୟ ବିଜେପିର ନୂଆ ପଦାଧିକାରୀ ତାଲିକା ଘୋଷଣା କରାଯାଇଛି । ୧୦ ଉପସଭାପତି, ୪ ସାଧାରଣ ସମ୍ପାଦକ, ୧୦ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ଜଣେ ଯୁଗ୍ମ କୋଷାଧ୍ୟକ୍ଷଙ୍କ ନାଁ ଘୋଷଣା କରାଯାଇଛି । ଉପସଭାପତି ତାଲିକାରେ ଯତୀନ ମହାନ୍ତି, ଅଶୋକ

ଏକାଥରେ ଇସ୍ତଫା ଦେଲେ ଗୁଜରାଟର ସବୁ ମନ୍ତ୍ରୀ,ଶୁକ୍ରବାର ନୂଆ କ୍ୟାବିନେଟ୍ ଗଠନ

ଶୁକ୍ରବାର ଗୁଜୁରାଟରେ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବ। ଦିନ ୧୧ଟାରେ ମନ୍ତ୍ରୀମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଉପସ୍ଥିତ ରହିବେ। କିନ୍ତୁ ଏହାପୂର୍ବରୁ ଗୁଜୁରାଟରେ ହଠାତ୍ ଏକ ବଡ

ବିରଳ ପ୍ରଜାତିର କୀଟ ‘ସାବେଲେରିଆ ମିରିଆନ୍‌ସିସ୍’;ସମୁଦ୍ର ଭିତରେ ତିଆରି କରେ ସିମେଣ୍ଟ ଭଳି ଶକ୍ତ ଘର

ଗଞ୍ଜାମ ଜିଲ୍ଲାର ଗୋପାଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମତ୍ସ୍ୟଜୀବୀଙ୍କ ମାଛ ଜାଲରେ ପଡ଼ିଲା ବିରଳ ପ୍ରଜାତିର କୀଟ ସାବେଲେରିଆ ମିରିଆନ୍‌ସିସ୍ (Sabellaria miryaensis) । ଏହାକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ଦୀର୍ଘ 35 ବର୍ଷ ପରେ ପୁଣି ଥରେ ଚିହ୍ନଟ କରିଛି

୨୫୮ ଜଣ ଉଲଙ୍ଘନ କାରୀଙ୍କୁ ବ୍ଲାକ ଲିଷ୍ଟ ପାଇଁ STA କୁ ତଥ୍ୟ ଦେଇଛି କମିଶନରେଟ ପୋଲିସ

ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି । ଚାଲାଣ କଟିଥିବା ଗାଡି ପାଇଁ ନିୟମ କଡାକଡି କଲା ଟ୍ରାଫିକ ବିଭାଗ । ଚାଲାଣ କଟିଥିବା ଗାଡିର କଟିଲା ନାଁ । ରାସ୍ତାରେ ଆଉ ଗଡିପାରିବନି ଏହି ସବୁ ଗାଡି ।