Browsing Category

ଆଜିର ଖବର

ଆଜିଠାରୁ LPG ଗ୍ୟାସ୍ ଦରଠାରୁ ଆରମ୍ଭ କରି ପାନ୍, ଆଧାର ପର୍ଯ୍ୟନ୍ତ… ଅନେକ ନିୟମ ବଦଳୁଛି

ଆସିଛି ନୂଆ ବର୍ଷ ୨୦୨୬ । ନୂଆ ବର୍ଷର ଆରମ୍ଭ ସହିତ ଅନେକ ବଡ଼ ଆର୍ଥିକ ନିୟମ ମଧ୍ୟ ବଦଳୁଛି, ଯାହା ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଇପାରେ । LPG ସିଲିଣ୍ଡର ମହଙ୍ଗା| ଦିଲ୍ଲୀରେ 19 କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ 1580.50 ରୁ 111 ପର୍ଯ୍ୟନ୍ତ ବୃଦ୍ଧି

ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି 

ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ନଭେମ୍ୱର ୨୦୨୩ ପରଠାରୁ ଏହା ପ୍ରଥମ ଥର ପାଇଁ ୧୦୦ ରୁ ଅଧିକ ବୃଦ୍ଧି। ଅକ୍ଟୋବର ୨୦୨୩ ପରଠାରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହା ସବୁଠାରୁ ବଡ଼ ବୃଦ୍ଧି।

ନୂଆବର୍ଷ ପାଇଁ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ନୂଆ ଉତ୍ସାହ ଓ ଉଦ୍ଦୀପନା ସହ ଆସିଛି ନୂଆ ବର୍ଷ -୨୦୨୬ । ନୂଆ ସମ୍ଭାବନା ସହ ଆସିଛି ନୂଆବର୍ଷ । ପରସ୍ପରକୁ ଅଭିନନ୍ଦନ ଜଣାଇ ସ୍ବାଗତ କରିଛନ୍ତି । ନୂଆବର୍ଷ ପାଇଁ ପୁରୀରେ ପ୍ରବଳ ଭିଡ଼ ।ରାତି ୧ଟା ୩୩ରେ ଦ୍ବାର ଫିଟାଯାଇଛି । ଗତକାଲି ରାତି ୧୦.୨୫ ରେ ପହୁଡ଼ ହୋଇଥିଲା ।ରାତି ୨ଟାରୁ ପୁଣି

ନ୍ୟୁଜିଲ୍ୟାଣ୍ଡ୍‌ ଦେଖିଲା ନୂଆବର୍ଷର ପ୍ରଥମ ସକାଳ

ନୂଆ ବର୍ଷର ଆଗମନ ପାଇଁ ସମସ୍ତଙ୍କ ଭିତରେ ଅପେକ୍ଷା। ବିଶ୍ୱ କ୍ୟାଲେଣ୍ଡର ପୃଷ୍ଠା ବଦଳାଇବାକୁ ପ୍ରସ୍ତୁତ ହେଉଛି। ଏହାରି ଭିତରେ ନ୍ୟୁଜିଲାଣ୍ଡ ପୁଣି ଥରେ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରଥମ ଦେଶମାନଙ୍କ ମଧ୍ୟରୁ ଗୋଟିଏ ହୋଇଛି। ନ୍ୟୁଜିଲାଣ୍ଡ ନୂତନ ବର୍ଷ ୨୦୨୬କୁ ମହା ଧୁମଧାମରେ

୨୦୨୫ ବର୍ଷରେ ୨୧୨ ଦୁର୍ନୀତିଗ୍ରସ୍ତ ଅଫିସର ଗିରଫ, ତାଲିକାରେ ଜଣେ IAS

ଚଳିତ ବର୍ଷ ୨୦୨ ମାମଲା ରୁଜୁ କରିଛି ଭିଜିଲାନ୍ସ । ୨୧୨ ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେଥିରେ ଅଛନ୍ତି ଜଣେ IAS ସହ ୫୩ ଜଣ କ୍ଲାସ-୧ ଅଫିସର ଅଛନ୍ତି । ୪୯ଟି ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ମାମଲାରେ ୧୨୦ କୋଟି ଜବତ କରାଯାଇଛି। ୯୭ଟି ଲାଞ୍ଚ ମାମଲାରେ ୧୦୫ ସରକାରୀ

ଦୟାନିଧି ସାହୁ ଓ ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ କପକଟକ ଚମ୍ପିଆନ

ଗଣିଆ, (ବିଶ୍ୱରଂଜନ ସେଠି .) ଗଣିଆ ବ୍ଳକ ଅନ୍ତର୍ଗତ ବେଲପଡ଼ା ପାଟଣାର ଶ୍ରୀ ଶ୍ରୀ ରଘୁନାଥ ଜୀଉ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଚାଲିଥିବା ୪୮ତମ ଦୟାନିଧି ସାହୁ ଓ ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ କପ ସ୍ଥାନୀୟ ଦଧିବାମନ ଜୀଉ ହାଇସ୍କୁଲ ଖେଳପଡ଼ିଆରେ ବୁଧବାର ଉଦଯାପିତ ହୋଇଯାଇଛି । ଆଜିର

ପୁରୀ ପୌରପାଳିକା ହେଲା ପୁରୀ ମହାନଗର ନିଗମ

ଆଜିଠାରୁ ପୁରୀ ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।ପବିତ୍ର ଶ୍ରୀକ୍ଷେତ୍ର ପୁରୀ ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୁରୀ ମ୍ୟୁନିସିପାଲିଟିକୁ ମହାନଗର ନିଗମର

ବ୍ଳକ ଶିକ୍ଷା ଅଧିକାରୀ ଓ ସହକାରୀ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଗଣିଆ,( ବିଶ୍ୱରଂଜନ ସେଠି) ବୁଧବାର ଦିନ ଗଣିଆ ବ୍ଳକର ବ୍ଳକ ଶିକ୍ଷା ଅଧିକାରୀ ଓ ଜଣେ ସହକାରୀ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗଣିଆ ଶିକ୍ଷକ ଭବନ ପରିସରରେ ଏବିଇଓ ରବୀନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲା ଶିକ୍ଷା

ପଞ୍ଚୁପଲ୍କୀ ପ୍ରିମିୟର ଲିଗ୍ ସିଜନ-୩,ଗୁପ୍ତେଶ୍ୱର ୱାରୀୟର୍ଷ ଚମ୍ପିୟାନ

ଗଣିଆ - (ବିଶ୍ୱରଂଜନ ସେଠି) ଛମୁଣ୍ଡିଆ ଖେଳପଡିଆରେ ଚାଲିଥିବ ପଞ୍ଚୂପଲ୍ଲି ପ୍ରିମୀୟର ଲିଗ୍ ସିଜିନ-୩ର ଗ୍ରାଣ୍ଡ ଫାଇନାଲ ଖେଳ ବୁଧବାର ଦିନ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ଦିବସରେ ଗୁପ୍ତେଶ୍ୱର ୱାରୀୟସ୍ ବନାମ ମଣିଭଦ୍ରା ରିବେଲ ରାଇଡର୍ସ ମଧ୍ୟରେ ଖେଳ ଅନୁଷ୍ଠିତ ହେଇଥିଲା । ମଣିଭଦ୍ରା

ମା’ ବାଟପନ୍ଥେଇଙ୍କ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ

ଗଣିଆ (ବିଶ୍ୱରଂଜନ ସେଠି) ଗଣିଆ ବ୍ଳକ ଆଦିବାସୀ ବହୁଳ ଗ୍ରାମ ବଡ଼ସିଲିଙ୍ଗା ପଂଚାୟତର ଆରାଧ୍ୟ ଦେବୀ ମା’ ବାଟପନ୍ଥେଇଙ୍କର ବାର୍ଷିକ ପୁଜା ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସୋମବାର ଶୁଭାଧିବାସ ପରେ ମଙ୍ଗଳବାର ଅପରାହ୍ନରେ ଆଦିବାସୀ ସଂପ୍ରଦାୟର ପାରମ୍ପାରିକ ରୀତିନୀତି ଅନୁସାରେ

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଆଉ ୨ ମାସ ବଢ଼ିଲା ଇ-କେୱାଇସି ଅବଧି

ରାସନ କାର୍ଡ ପାଇଁ ଅବଧି ବଢାଇଲେ ରାଜ୍ୟ ସରକାର । ଆହୁରି ୨ ମାସ ବଢିଇଛନ୍ତି ରାସନ୍ କାର୍ଡ ଇ-କେୱାଇସି ଅବଧି । ଆଜି ଶେଷ ହେଉଥିଲା ଇ -କେୱାଇସି ଅବଧି । ପେବୃଆରି ମାସ ଯାଏଁ ଇ – କେୱାଇସି ଅବଧି ବୃଦ୍ଧି କରାଯାଇଛି । ୯୬ ପ୍ରତିଶତ ହିତାଧିକାରୀ ଇ – କେୱାଇସି କରିସାରିଲେଣି । ବଳକା ୪

T-ସେତୁରେ ୪ ଦିନ ଗାଡ଼ି ଚଳାଚଳ ବନ୍ଦ ରହିବ 

T-ସେତୁରେ ୪ ଦିନ ଗାଡ଼ି ଚଳାଚଳ ବନ୍ଦ ରହିବ । ଆଠଗଡ଼ ବଡ଼ମ୍ବା ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥ ପୀଠରେ ମକର ମେଳା ପାଇଁ ଗାଡ଼ି ଚଳାଚଳ ବନ୍ଦ ରହିବ ।ଜାନୁଆରୀ ୧୪ ତାରିଖରୁ ୧୭ ତାରିଖ ଯାଏଁ ଗାଡ଼ି ଚଳାଚଳ ମନା କରାଯାଇଛି। ସକାଳ ୭ରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବାରଣ