Browsing Category

ଆଜିର ଖବର

କାଲି ସୁଭଦ୍ରା ସମୀକ୍ଷା ବୈଠକ

ସୁଭଦ୍ରା ଯୋଜନାରେ ସାମିଲ ହୋଇପାରନ୍ତି ବାଦ୍ ପଡ଼ିଥିବା ହିତାଧିକାରୀ । ସୁଭଦ୍ରା ଯୋଜନାର ସମୀକ୍ଷା ବୈଠକରେ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ସାମିଲ ନେଇ ଆଲୋଚନା ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।ସୁଭଦ୍ରା ପୋର୍ଟଲରେ ମୃତ ହିତାଧିକାରୀ ପ୍ରସଙ୍ଗ ଉପରେ

ସର୍ପାଘାତ ହେଲେ ସିପିଆର (CPR) କେତେ ଜରୁରୀ 

ସାପ କାମୁଡ଼ାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖରୁ ବଞ୍ଚିବାରେ ସହାୟକ ହେବ ସିପିଆର୍ (CPR)। ଏପରି କି ୩୦ ଘଣ୍ଟା ଯାଏଁ ବି ସିପିଆର ଦ୍ୱାରା ଲୋକଙ୍କୁ ବଞ୍ଚାଯାଇପାରିବ । ଏହାକୁ ନେଇ ବିଏମସି ଡାକ୍ତରଖାନା ତରଫରୁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟଙ୍କୁ ସିପିଆର ପ୍ରଶିକ୍ଷଣ ଦିଆଯାଇଛି

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

ପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଭୋଟ୍ ଦେଇଛନ୍ତି । ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଲୋକସଭା ଏବଂ ରାଜ୍ୟସଭାର ସାଂସଦମାନେ ସଂସଦ ଭବନ ଆସି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଉପରାଷ୍ଟ୍ରପତି ରେସ୍‌ରେ

ଚୌଦ୍ଵାର ଟାଙ୍ଗୀ ଛକରେ ଟ୍ୟାଙ୍କରକୁ ଧକ୍କା ଦେଲା ଆମବସ୍। ୧୪ ଯାତ୍ରୀ ଆହତ

ଟ୍ରଲରକୁ ଧକ୍କା ଦେଲା ଆମ ବସ୍ । ୧୪ ଯାତ୍ରୀ ଆହତ । ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଚଟିଲୋ ଗଡ଼ା ଛକ ନିକଟରେ ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଧକ୍କାରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବସଟି କଟକରୁ ଟାଙ୍ଗୀ

କ୍ୱାର୍ଟରରୁ ବାହାରିଲା ୨୦ ଫୁଟର ବିରାଟ ଅଜଗର

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଥିବା କ୍ଵାର୍ଟରରୁ ବାହାରିଲା ୨୦ ଫୁଟର ବିରାଟ ଅଜଗର। ସୂଚନାନୁଯାୟୀ, ଖଲ୍ଲିକୋଟ ମେଡିକାଲର କର୍ମଚାରୀ ପଦ୍ମନାଭ ରାଓ ନିଜ କ୍ଵାର୍ଟରରେ ଥିବା ବେଳେ ସୋମବାର ରାତିରେ ଏକ ବିରାଟ ଅଜଗର ସାପ କ୍ଵାର୍ଟର ପରିସରକୁ ପଶି ଯାଇଥିଲା।

କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିସଦର ୧୩ ଗୋଟି ୱାର୍ଡ ରେ ପିଇବା ପାଣି ନାରେ ଦେଉଛନ୍ତି ଗୋଳିଆ ପାଣି।

କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଟି ଓ୍ୟାର୍ଡରେ ଏବେ ପିଇବା ପାଣି ନାଁ ରେ ଦେଉଛନ୍ତି ଗୋଳିଆ ପାଣି।ପିଇବା ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ୧୩ଟି ୱାର୍ଡ ର ବାସିନ୍ଦା।ବାରମ୍ବାର କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନିସିଲର, ଅଧକ୍ଷା ଓ ସ୍ଥାନୀୟ ଓ୍ବାଟ୍ କୋ ର ସହାୟକ

ଆସୁଛି ଆଉ ଏକ ଲଘୁଚାପ  । ୧୦ରୁ ବଢିବ ବର୍ଷା 

ଆସୁଛି ଆଉ ଏକ ଲଘୁଚାପ । ୧୦ରୁ ବଢିବ ବର୍ଷା । ୧୩-୧୪ ତାରିଖ ବେଳକୁ କେନ୍ଦ୍ରୀୟ ତଥା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ଅଧିକ ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡିବ। ମାଲକାନଗିରି ଓ କୋରାପୁଟରେ ସବୁଠୁ ଅଧିକ ବର୍ଷା ଆଶଙ୍କା ରହିଥିବାବେଳେ ମୟୂରଭଞ୍ଜ,

ଆଜି ଉପରାଷ୍ଟ୍ରପତି ନିର୍ବାଚନ-୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ମତଦାନ

ଆଜି ଉପରାଷ୍ଟ୍ରପତି ନିର୍ବାଚନ । ୫୦ ଦିନ ପରେ ଜଗଦୀପ ଧନଖଡଙ୍କ ସ୍ଥାନରେ ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି । ସଂସଦ ଭବନ ପରିସରରେ ଆଜି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳ ଘୋଷଣା କରାଯିବ। ଭାଜପା ନେତୃତ୍ୱାଧୀନ ଜାତୀୟ

କୋରାପୁଟ କଫି ପିଇ ଏମିତି କହିଲେ ରାଜ୍ୟପାଳ

ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି କୋରାପୁଟ ଜିଲ୍ଲା ଗସ୍ତରେ ଆଜି ଆସି ପହଞ୍ଚିଛନ୍ତି। ଜୟପୁର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜୟପୁର ବିମାନ ବନ୍ଦରରେ କୋରାପୁଟ ଜିଲ୍ଲାପାଳ

କଙ୍କଡା ଧରିବାକୁ ଯାଇ ୫ ଦିନ ଧରି ନିଖୋଜ ଥିଲେ ମା ପୁଅ , ସୁରକ୍ଷିତ ଉଦ୍ଧାର ବନ ବିଭାଗ

କଙ୍କଡା ଧରିବାକୁ ଯାଇ ୫ ଦିନ ଧରି ନିଖୋଜ ହୋଇଥିବା ମା ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ରାଜନଗର ବନ ବିଭାଗ । ୨ ଜଣଙ୍କୁ ଜଙ୍ଗଲ ମଧ୍ୟରୁ ସୁରକ୍ଷିତ ଉଦ୍ଧାର କଲା ରାଜନଗର ବନ ବିଭାଗ । ଭିତରକନିକା ଜାତୀୟ ଉଦ୍ୟାନର ହାବଳ ଫରେଷ୍ଟ ବ୍ଲକ ମଙ୍କୁଆ ନାଳ ନିକଟରୁ ମା, ପୁଅ ଉଦ୍ଧାର କରି

୩୯ ଅଭିଯୋଗର ଶୁଣାଣି କଲେ ଉପ ଜିଲ୍ଲାପାଳ

ଗଣିଆ (ବିଶ୍ୱରଂଜନ ସେଠି) ସୋମବାର ଗଣିଆ ବ୍ଲକରେ ନୟାଗଡ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୩୯ଟି ଅଭିଯୋଗ ପଞିକୃତ ହୋଇଥିଲା । ଉପଜିଲାପାଳ

ଆଧାର ପରିଚୟପତ୍ର, କିନ୍ତୁ ନାଗରିକତା ପ୍ରମାଣପତ୍ର ନୁହେଁ : ସୁପ୍ରିମକୋର୍ଟ

ବିହାରରେ ଏସଆଇଆର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ନିର୍ବାଚନ କମିସନଙ୍କ ନିଷ୍ପତ୍ତି ବିରୋଧରେ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆଧାର କାର୍ଡକୁ ନିର୍ବାଚନ ଅଧିକାରୀମାନେ ଦ୍ୱାଦଶ ଡକ୍ୟୁମେଣ୍ଟ ଭାବରେ ବିବେଚନା କରିବେ।