Browsing Category
ଆଜିର ଖବର
ଜୀବନ ନେଲା ଗୁଗୁଲ ମ୍ୟାପ୍
ରାସ୍ତା ଭଟକି ଗଲେ, ନୂଆ ସ୍ଥାନରେ କିମ୍ବା ଠିକଣା ସ୍ଥାନରେ ପହଞ୍ଚିବାକୁ ହେଲେ ବାଟ ବତାଇଥାଏ ଗୁଗୁଲ ମ୍ୟାପ୍। ହେଲେ ଏବେ ସେହି ଗୁଗୁଲ ମ୍ୟାପ୍ ମୃତ୍ୟୁର କାରଣ ସାଜିଛି। ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜିପିଏସ୍ ସିଷ୍ଟମ ବା ଗୁଗଲ୍ ମ୍ୟାପ୍ ଭରସାରେ!-->…
ଦୂର ହେବ ସୁନ୍ଦରଗଡର ବାମନାଙ୍କ ଦୁଃଖ
ସୁନ୍ଦରଗଡର ଅସହାୟ ଓ ଦିବ୍ୟାଙ୍ଗ ମହିଳା ବାମନା ତାଣ୍ଡିଆଙ୍କ ମୁହଁରେ ହସ । ସୁଭଦ୍ରା କାର୍ଯ୍ୟକ୍ରମ ସାରି ସଂସ୍କୃତି ଭବନକୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଜଗି ବସିଥିଲେ ଶହଶହ ଅଭିଯୋଗକାରୀ । ଲୋକଙ୍କୁ ଦେଖିବା ପରେ ହ୍ବିଲ୍ ଚେୟାରରେ ବସିଥିବା ଜଣେ!-->…
ନଭେମ୍ବର ୨୯ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ।
ନଭେମ୍ବର ୨୯ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ଡିସେମ୍ବର ୧ ଅପରାହ୍ନ ଯାଏଁ ଓଡ଼ିଶାରେ ରହିବ କାର୍ଯ୍ୟକ୍ରମ ।ଓଡ଼ିଶାରେ ହେବାକୁ ଥିବା ୩ ଦିନିଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିପାଇଁ ସେ ୩ ଦିନିଆ ଓଡ଼ିଶା ଗସ୍ତରେ!-->…
ଅପରେସନ୍ ଗ୍ରୀନ୍ କ୍ଲିନ୍ ଅଭିଯାନ ନେଇ ସୂଚନା ଦେଲେ ଡିଜିପି ଓ୍ୱାଇ. ବି. ଖୁରାନିଆ।
ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗ୍ରୀନ କ୍ଲିନ୍ ଅଭିଯାନ ନେଇ ଡିଜିପି ଓ୍ବାଇବି ଖୁରାନିଆ ସୂଚନା ଦେଇ କହିଛନ୍ତି,ମୋଟ ୫୪ଟି ଗଞ୍ଜେଇ ଚାଲାଣ ଓ ଚାଷ ନେଇ ମାମଲା ରୁଜୁ ହୋଇଛି। ୫୩୦୦ କେଜି ଗଞ୍ଜେଇ ଜବତ କରାଯିବା ସହ ୮୦ ଜଣଙ୍କୁ ଗିରଫ!-->…
ଏହି ମାସରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା
ଡିସେମ୍ବରରେ ମିଳିବ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ବର୍ତ୍ତମାନ ସୁଦ୍ଧା ତିନିଟି ପର୍ଯ୍ୟାୟରେ ୮୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଗଲାଣି। ୮୦ ଲକ୍ଷ ମହିଳା ୪ ହଜାର କୋଟି ଟଙ୍କାର ସହାୟତା ପାଇଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ,ଦ୍ୱିତୀୟ!-->…
ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା। ୯ ଦିନରେ ୨୫୦ କୋଟି ଟଙ୍କା ବେପାର
ଶାନ୍ତ ହୋଇଛି ମହାନଦୀ ପଠା। ଧିମେଇ ଯାଇଛି ରଙ୍ଗ ବେରଙ୍ଗ ଆଲୋକ ସଜ୍ଜା ସାଙ୍ଗକୁ କୋଳାହଳ। ଭିଡ କମିଛି ଆଉ ଘରବହୁଡା ସାଜିଛନ୍ତି ବ୍ୟବସାୟୀ। ଐତିହାସିକ କଟକ ବାଲିଯାତ୍ରା ସରିବା ପରେ ୯ ଦିନର କୋଳାହଳ ଶାନ୍ତ ପଡ଼ିଛି। ଚଳିତ ବର୍ଷ ବାଲିଯାତ୍ରାରେ ରେକର୍ଡ଼ ଅଢେଇ ଶହ କୋଟି ଟଙ୍କାର ବ୍ୟବସାୟ!-->…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୭ରୁ ତିନି ଦିନ ବର୍ଷା ସମ୍ଭାବନା !
ଆଜି ଅବପାତରେ ପରିଣତ ହେବ ସୁଦୃଶ୍ୟ ଲଘୁଚାପ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଏହି ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ!-->…
କଟକ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା :ଭଡା ଘରେ ଚାଲିଥିଲା ଦେହ ବ୍ୟବସାୟ
ବାଂଲାଦେଶରୁ ଜଣେ ନାବାଳିକାଙ୍କୁ ଓଡ଼ିଶା ଆଣି ଦେହ ବ୍ୟବସାୟରେ ଲଗାଇଥିବା ଅଭିଯୋଗରେ ଦମ୍ପତ୍ତିଙ୍କୁ ଗିରଫ କରିଛି ମଧୁପାଟଣା ପୋଲିସ । ଅଭିଯୁକ୍ତ ଦୁହେଁ ହେଲେ କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ରହୁଥିବା ରାଜସ୍ଥାନର ୫୫ ବର୍ଷିୟ ବୀରା ଗୁଜ୍ଜର ଚୌଧୁରୀ ଓ ତାଙ୍କ ପତ୍ନୀ ୩୬!-->…
ଏନକ୍ଲୋଜରରୁ ମୁକ୍ତ ହେଲା ବାଘୁଣୀ ଜୀନତ୍
ଏନକ୍ଲୋଜରରୁ ମୁକ୍ତ ହେଲା ଦ୍ୱିତୀୟ ବାଘୁଣୀ ଜୀନତ୍। ମୁକ୍ତ ହୋଇ ଶିମିଳିପାଳର କୋର୍ ଏରିଆରେ ଛଡାଯାଇଛି । ରବିବାର ରାତି ପ୍ରାୟ ୯.୩୦ ରେ ଏନ୍ କ୍ଲୋଜରରୁ ବାହାରି ଜଙ୍ଗଲକୁ ଯାଇଛି ଜୀନତ୍ । ମୁକ୍ତ ହେବାପରେ ଜଙ୍ଗଲରେ ବିଶ୍ରାମ କରୁଛି ବୋଲି ସୂଚନା ଦିଆଯାଇଛି ।
ଗତ ୧୩ ତାରିଖରେ!-->!-->!-->…
ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଲାଗି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି। ସେଥିପାଇଁ ୪ ଘଣ୍ଟା ଲାଗି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜିଉ ମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଥିପାଇଁ ଅପରାହ୍ନ ୫ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ!-->…
ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ।
ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ। ଶ୍ରୀମନ୍ଦିର ପ୍ରଶାସନର ଏହି ରିପୋର୍ଟ ହସ୍ତଗତ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ଏଏସଆଇ ପକ୍ଷରୁ ଏହି କାର୍ଯ୍ୟ ପାଇଁ ହାଇଦ୍ରାବାଦ ସ୍ଥିତ ଏନଜିଆରଆଇ ସହାୟତା!-->…
ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ
ଆଜି ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଶ୍ଵ ବିଦ୍ୟାଳୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। ଶିଳ୍ପ ନୀତି ୨୦୧୫ର୨ଟି ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ!-->…