Browsing Category
ଆଜିର ଖବର
ମଧ୍ୟପ୍ରାଚ୍ୟ ଯୁଦ୍ଧସ୍ଥିତିର ପ୍ରଭାବ,ସେୟାର ମାର୍କେଟ ଖସିଲା
ମଧ୍ୟରେ ପ୍ରାଚ୍ୟ ଯୁଦ୍ଧକୁ ନେଇ ଅନିଶ୍ଚିତତା ଭିତରେ ଖସିଲା ସେୟାର ବଜାର। ୧୬୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ । ନିଫ୍ଟି ୪୦୦ ପଏଣ୍ଟ ହ୍ରାସ । ୧୦୦ ଟପିଲା କ୍ରୁଡ ଅଏଲ ଦର। ବିଶ୍ବ ଇନ୍ଧନ ପରିବହନର ପ୍ରମୁଖ ମାର୍ଗ ହର୍ମୁଜକୁ ବ୍ଲକ କରିବାକୁ ଭଭୟ ଇରାନ ଓ ଆମେରିକା ଧମକ ଦେବା ପରେ ସେୟାର!-->…
ଆଜି ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଦିବସ, ୧୫ ମିନିଟରେ ଫୁଟିଥିଲା ୧୬୫୦ ରାଉଣ୍ଡ ଗୁଳି
ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ୧୩ ଅପ୍ରେଲ ୧୯୧୯ରେ ପଞ୍ଜାବର ଅମୃତସରରେ ଘଟିଥିବା ଏକ ବ୍ରିଟିଶ ନୃଶଂସ କାଣ୍ଡ। ବୈଶାଖୀ ଦିନ ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶରେ ଏକ ଆବଦ୍ଧ ପଡ଼ିଆରେ ନିରସ୍ତ୍ର ଭାରତୀୟଙ୍କ ଉପରେ ନିର୍ବିଚାର ଗୁଳିଚାଳନା କରାଯାଇଥିଲା, ଯେଉଁଥିରେ ଶତାଧିକ ନିରୀହ ଲୋକ ପ୍ରାଣ!-->…
ଆଶା ଭୋସଲେଙ୍କ ଆଜି ଅପରାହ୍ନ ୪ଟାରେ ଅନ୍ତିମ ସଂସ୍କାର ହେବ
ସଙ୍ଗୀତ ଜଗତର ଆଶା ଭୋସଲେ ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେିଇଛନ୍ତି। ଶନିବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପୁଅ ଆନନ୍ଦ କହିଛନ୍ତି ଯେ ତାଙ୍କର ଅନ୍ତିମ ସଂସ୍କାର ୧୩ ଏପ୍ରିଲ ଅପରାହ୍ନ ୪ଟାରେ ହେବ ଏବଂ ଲୋକମାନେ ସକାଳ ୧୧ଟାରୁ ତାଙ୍କ ମାତା!-->…
ଆଜି ଠାରୁ ହରମୁଜ ପ୍ରଣାଳୀକୁ ଅବରୋଧ କରିବ ଆମେରିକା
ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏକ ବିବୃତ୍ତିରେ କହିଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ଅନୁଯାୟୀ ଏହା ୧୩ ଏପ୍ରିଲ୍ ସ୍ଥାନୀୟ ସମୟ ସକାଳ ୧୦ଟାରୁ ଇରାନ ବନ୍ଦରକୁ ସମସ୍ତ ସାମୁଦ୍ରିକ ପରିବହନକୁ ଅବରୋଧ କରିବା ଆରମ୍ଭ କରିବ। ଇରାନ ସହ ଚାଲିଥିବା ଶାନ୍ତି ଆଲୋଚନା ବିଫଳ ହେବା ପରେ!-->…
ଆଜିଠୁ ଭିତର ରତ୍ନଭଣ୍ଡାରରେ ହେବ ଗଣତିମଣତି
ଆଜିଠୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ ।କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭିତର ରତ୍ନ ଅଳଙ୍କାରର ହେବ ଗଣତି ମଣତି । ଏହି କାର୍ଯ୍ୟ କିଭଳି ସୁରୁଖୁରୁରେ ସଂପନ୍ନ ହେବ, ସେଥିପାଇଁ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ!-->…
୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର
୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର । ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ । ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା ସୌଧ । ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଚଳିତବର୍ଷ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ପାଳନ ହେବ!-->…
ଆଗାମୀ 5 ଦିନ ମଧ୍ୟରେ 4ରୁ 6 ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ
ଆସନ୍ତା 17 ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର । ଉପକୂଳ ଓଡ଼ିଶାରୁ ଆଭ୍ୟନ୍ତରୀଣ ସବୁଠି କବବଲ୍ କରିବ ଗରମ ଓ ଗୁଳୁଗୁଳି । ଆଜିଠାରୁ ଅସହ୍ୟ ଖରା, ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆହୁରି 5 ଦିନ ତାତିରୁ ନିସ୍ତାର ନଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ଡଃ.ରାଜଶ୍ରୀ । ଆସନ୍ତା!-->…
କୋଠପଦାରେ ପୁରାତନ ଛାତ୍ରଙ୍କ ପକ୍ଷରୁ ରକ୍ତଦାନ ଶିବିର, ୪0 ୟୁନିଟ ରକ୍ତ ସଂଗ୍ରହ
ମାହାଙ୍ଗା -୧୨/୪ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ରଘୁନାଥ ବିଦ୍ୟାପୀଠ କୋଠପଦା ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହେବା ଦେଖିବାକୁ ମିଳିଥିଲା lବିଦ୍ୟାଳୟର ପୁରାତନ ଛାତ୍ରସଂଘ ଓ ଗଣକବି ବୈଷ୍ଣବ ପାଣି କ୍ଲବ କୋଠପଦାର ମିଳିତ ସହଯୋଗରେ ଏହି ଶିବିରରୁ ୪0 ୟୁନିଟ ରକ୍ତ ସଂଗ୍ରହ କରାଯାଇପାରିଛି!-->…
ବିଶ୍ୱ ଯୁବ କେନ୍ଦ୍ରରେ ଦ୍ୱିଦିନିଆ ବାର୍ଷିକ ସମନ୍ୱୟ କାର୍ଯ୍ୟକ୍ରମ
ବିଶ୍ୱ ଯୁବ କେନ୍ଦ୍ର କାର୍ଯ୍ୟାଳୟରେ ୧୧ - ୧୨ ଏପ୍ରିଲ ଦୁଇ ଦିନ ଧରି ବାର୍ଷିକ ସମନ୍ୱୟ କାର୍ଯ୍ୟକ୍ରମ ସଭା ସଫଳତାର ସହ ଆୟୋଜିତ ହୋଇଥିଲା। ସଭାର ମୂଖ୍ୟ ଉଦ୍ଦେଶ୍ୟ ଥିଲା ସଂସ୍ଥାର ବାର୍ଷିକ କାର୍ଯ୍ୟକ୍ରମ ସମୀକ୍ଷା, ଅଭିଜ୍ଞତା ର ଆଦାନ ପ୍ରଦାନ ଓ ଭବିଷ୍ୟତ କାର୍ଯ୍ୟଦିଗ ନିର୍ଦ୍ଧାରଣ।ପ୍ରଥମ!-->…
ବଢିଲା ହାଇସ୍ପିଡ୍ ଡିଜେଲ ଏବଂ ଇନଫ୍ରା ସେସ୍ ଏକ୍ସାଇଜ୍ ଡ୍ୟୁଟି
ଆଜି କେନ୍ଦ୍ର ସରକାର ହାଇ-ସ୍ପିଡ୍ ଡିଜେଲ୍ ଉପରେ ଏକ୍ସାଇଜ୍ ଡ୍ୟୁଟିକୁ ବଢାଇ ୨୪ଟଙ୍କା ପ୍ରତି ଲିଟର ଓ ଇନଫ୍ରା ସେସ୍ ୩୬ ଟଙ୍କା ପ୍ରତି ଲିଟର କରି ଦିଆଯାଇଛି।ଡିଜେଲ୍ ଉପରେ ଏକ୍ସପୋର୍ଟ ଡ୍ୟୁଟି ୨୧.୫ ଟଙ୍କା ପ୍ରତି ଲିଟରରୁ ବଢାଇ ୫୫.୫ ଟଙ୍କା ପ୍ରତି ଲିଟର କରି ଦିଆଯାଇଛି। ସେଭଳି!-->…
ଭୁବନେଶ୍ୱରରେ ପହଞ୍ଚିଲା ୫ କେଜିଆ ଗ୍ୟାସ ସିଲିଣ୍ଡର : ବିନା ପ୍ରମାଣପତ୍ରରେ ମିଳିବ
ଆମେରିକା-ଇସ୍ରାଏଲ ଓ ଇରାନ ଭିତରେ ଯୁଦ୍ଧ କାରଣରୁ ଭାରତ ସମେତ ସାରା ବିଶ୍ବରେ ତୈ ଏବଂ ଇନ୍ଧନର ସଙ୍କଟ ଦେଖିବାକୁ ମିଳିଛି। ତେବେ ଏହା ଭିତରେ ଭୁବନେଶ୍ୱରରେ ପହଞ୍ଚିଛି ୫ କେଜିକିଆ ଗ୍ୟାସ ସିଲିଣ୍ଡର । ଭିଭିନ୍ନ ଇଣ୍ଡିଆନ ଅୟଲ ଟାଙ୍କି ରେ ଇଣ୍ଡିଆନ ଗ୍ୟାସ ପକ୍ଷରୁ ଏହି ୫ କେଜିକିଆ ସିଲିଣ୍ଡର!-->…
ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆ*ତ୍ମହତ୍ୟା କଲେ ଯୁବତୀ
ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ ଯୁବତୀ ଘରେ କେହି ନ ଥିବା ସମୟରେ ଘରର ଶିଡ଼ି ତଳେ ନିଜ ଉପରେ କେରୋସିନି ଢାଳି ଆତ୍ମହତ୍ୟା କରିଛନ୍ତି ।ଘରେ କେହି ଜଣେ ଚିତ୍କାର କରିବା ଶୁଣି!-->…