୩ଜଣ ଦୁଷ୍କର୍ମ କରିଛନ୍ତି ବ୍ରହ୍ମପୁର SP
ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ପୋଲିସ ଏସ୍ପିଙ୍କ ପ୍ରେସମିଟ୍ଗଣଦୁଷ୍କର୍ମ ଘଟଣାରେ 10 ଅଭିଯୁକ୍ତ ଗିରଫ ହୋଇଛନ୍ତି10 ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି 4 ଜଣ ନାବାଳକଦୁଷ୍କର୍ମ ଘଟଣାକୁ ଅତ୍ୟନ୍ତ ଜଘନ୍ୟ କହିଲେ ଏସପି ଶ୍ରବଣା ବିବେକ ଏମ୍ଘଟଣାରେ ନାବାଳକ ସଂପୃକ୍ତ ଥିଲେ ହେଁ ସେମାନଙ୍କୁ ଦଣ୍ଡ ମିଳିବା ଉଚିତନାବାଳକଙ୍କୁ ସାବାଳକ ଭାବେ ଦଣ୍ଡ ଦେବାକୁ କୋର୍ଟରେ ଆବେଦନ କରିବୁ3 ଜଣ ଅଭିଯୁକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା କହିଲେ ଏସପି ଅନ୍ୟ 7 ଜଣ ଯୁବତୀ ଓ ଯୁବକଙ୍କୁ ଜବରଦସ୍ତ ଅଟକ ରଖିଥିଲେ
