IAS ଅଫିସର ସ୍ତରରେ ଛୋଟ ଅଦଳବଦଳ
IAS ଅଫିସର ସ୍ତରରେ ଅଦଳବଦଳ । ବିଜୟ ଅମୃତ କୁଲାଙ୍ଗେ ହେଲେ ପଶୁପାଳନ ଓ ପ୍ରାଣୀ ଧନ ବିଭାଗର ନିର୍ଦ୍ଦେଶକ । ଏଥିସହ ସେ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ତେବେ ଅଞ୍ଜନା ପଣ୍ଡା ହେଲେ ଆୟୁଷ ନିର୍ଦ୍ଦେଶିକା ସେହିପରି ପ୍ରେମଜିତ ନାୟକ- ଏସସି/ଏସଟି ଏବଂ ଫଛୁଆ ବିଭାଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି । ପି.ଅନ୍ୱେଷା ରେଡ୍ଡୀ- ଆଇଜିଆର, କଟକର ଅତିରିକ୍ତ ଦାୟିତ୍ୱ ତୁଲାଇବେ।
