ପାରାଦୀପ ସମୁଦ୍ରରେ ନୌସେନା ଜାହାଜ ଆଇଏନଏସ ସତପୁରା

ପର୍ଯ୍ୟଟକଙ୍କ ପାଇଁ ଗୋପାଳପୁର ବନ୍ଦର ନିକଟରେ ଆଇଏନଏସ କୁଠାର ଲଙ୍ଗର ପକାଇଛି। ଏହି ଜାହାଜକୁ ଦେଖିବା ନିମନ୍ତେ ପୂର୍ବାହ୍ନ ୯ ଟାଠାରୁ ଅପରାହ୍ନ ସାଢ଼େ ୪ ଟା ପର୍ଯ୍ୟନ୍ତ ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରଖାଯାଇଛି। ସେହିଭଳି ପାରାଦୀପରେ ପହଞ୍ଚିଛି ନୌସେନା ଜାହାଜ ଆଇଏନଏସ ସତପୁରା । ଡିସେମ୍ବର ୪ରେ ହେବାକୁ ଥିବା ନୌସେନା ଦିବସ ଉପଲକ୍ଷେ ପାରାଦୀପରେ ପହଞ୍ଚିଥିବା ସୂଚନା । ଗତକାଲି ଠାରୁ ପାରାଦୀପ ବନ୍ଦରରେ ପହଂଚିଛି ଭାରତୀୟ ଜଳବାହିନୀର ଏହି ଜାହାଜ । ଏନସିସି ଛାତ୍ରଛାତ୍ରୀ, ସାଧାରଣ ଲୋକ, ସ୍କୁଲ ଓ କଲେଜ ପିଲା ବୁଲି ଦେଖିପାରିବେ ଜାହାଜ ।

You might also like