ରାସନ କାର୍ଡ ଫେରାଇଲେଣି ୨୩୧୩୮ ଅଯୋଗ୍ୟ ହିତାଧିକାରୀ*
ରାସନ କାର୍ଡ ଫେରାଇଲେଣି ୨୩୧୩୮ ଜଣ ଅଯୋଗ୍ୟ ହିତାଧିକାରୀ*
*-ରାସନ କାର୍ଡ ଫେରାଇଥିବା ପରିବାର ସଂଖ୍ୟା ୮୭୮୪୪*
*-୪ ଲକ୍ଷ ୮ ହଜାର ୧୦୭ ଭୂତ କାର୍ଡ କୁ ବାଦ ଦିଆଯାଇଛି*
*-ଖାଦ୍ୟ ସୁରକ୍ଷା ଯୋଜନାରେ ୯୭ ଲକ୍ଷ ୫୫ ହଜାର ୪୪୨ କାର୍ଡରେ ୩ କୋଟି ୩୦ ଲକ୍ଷ ୨୮ ହଜାର ୮୮୦ ହିତାଧିକାରୀ ରହିଛନ୍ତି*
*-ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର.*
