ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ପାଇଁ ଆଜି ବାଜିବ ବିଗୁଲ !

-ଅପରାହ୍ଣ ୪ଟାରେ ତାରିଖ ଘୋଷଣା କରିବେ ECI । ନଭେମ୍ବର ତୃତୀୟ ସପ୍ତାହରେ ହୋଇପାରେ ଭୋଟ୍।-ବିଭିନ୍ନ ରାଜ୍ୟର ୪୫ ବିଧାନସଭା ଆସନରେ ହେବ ଉପନିର୍ବାଚନ।-ୱାୟନାଡ଼ ଏବଂ ବାସିରହାଟ ଲୋକସଭା ପାଇଁ ପଡ଼ିବ ଭୋଟ!.