ଚଳନ୍ତି ଭୋଟର୍ ତାଲିକା ସଂଶୋଧନ ପାଇଁ 29 ଅକ୍ଟୋବର ଠାରୁ ପ୍ରକ୍ରିୟା ଆରମ୍ଭ ହେବ।

ଚଳନ୍ତି ଭୋଟର୍ ତାଲିକା ସଂଶୋଧନ ପାଇଁ 29 ଅକ୍ଟୋବର ଠାରୁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ନିଜର ଦାବି ଦାଖଲ କରିବା ପାଇଁ ସର୍ବସାଧାରଣଙ୍କୁ ଅନୁରୋଧ କରାଯାଉଛି। ତାଲିକାରେ ନାମ ଯୋଗ କରିବା ପାଇଁ ଫର୍ମ୍ ୬, ବାଦ୍ ଦେବା ପାଇଁ ଫର୍ମ୍ ୭, ସଂଶୋଧନ ପାଇଁ ଫର୍ମ୍ ୮ ଉପଲବ୍ଧ।