କଅଁଳା ଶିଶୁପୁତ୍ରକୁ ବିକ୍ରି କରିଦେଲା ମା’।

କଅଁଳା ଶିଶୁପୁତ୍ରକୁ ବିକ୍ରି କରିଦେଲା ମା’। ଚଳିବା ପାଇଁ ଅଭାବ ହେବାରି ୩ ଦିନର ଶିଶୁପୁତ୍ରକୁ ଅନ୍ୟ ହାତରେ ଟାକି ଦେଲା ଜନ୍ମକଲା ମା’। ଏପରି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାରୁ।ବଲାଙ୍ଗୀର ସହର ମାଲପଡାରେ ଭଡ଼ାଘରେ ରହୁଥିବା ଜଣେ ମହିଳା ଗତ ୬ ତାରିଖ ଦିନ ଶିଶୁକୁ ଜନ୍ମ ଦେଇଥିଲେ। ଗତ ୮ ତାରିଖ ଦିନ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ସେଇ ଦିନ ଟିଟିଲାଗଡ଼ର ଜଣେ ମହିଳା ମଧ୍ୟସ୍ଥି ସମ୍ପୃକ୍ତ ନବଜାତ ଶିଶୁକୁ ସେଠାରୁ ନେଇ ଯାଇଥିବା ଜଣାପଡିଛି।। ଏପରିକି ଅଭାବୀ ପାଇଁ ନିଜ ପିଲାକୁ ଜଣେ ମା’ ବିକ୍ରି କରିଦେଇଥିବା ସୂଚନା ମିଳିଛି।ଏନେଇ ମହିଳାଜଣଙ୍କୁ ପଚରା ଯିବାରୁ ସେ କହିଛନ୍ତି ଚଳିବା ପାଇଁ ଅସୁବିଧା ହେବାରୁ ସେ ଜଣେ ସମ୍ପର୍କୀୟଙ୍କୁ ପିଲାର ଳାଲନ ପାଳନ କରିବାକୁ ଦେଇଦେଇଛନ୍ତି।

You might also like