ବିବାହ ପୂର୍ବରୁ ପ୍ରେଗନେଣ୍ଟ ହେବାକୁ ଚାହୁଁଥିଲେ କିଆରା

ନିକଟରେ କିଆରା ’ସତ୍ୟପ୍ରେମ କି କଥାର’ ପ୍ରମୋଶନ ପାଇଁ କାର୍ତ୍ତିକଙ୍କ ସହ ଜୟପୁରରେ ପହଞ୍ଚିଥିଲେ। ଏହି ଫଟୋରେ ତାଙ୍କ ପେଟ ଦେଖି ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଇଥିଲେ।ଏନେଇ ଅଭିନେତ୍ରୀଙ୍କର ଏକ ସାକ୍ଷାତକାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାଙ୍କ ଗର୍ଭଧାରଣ ବିଷୟରେ କଥାବାର୍ତ୍ତା କରୁଥିବା ଶୁଣିବାକୁ ମିଳିଥିଲା।ଏହି ଭିଡିଓରେ ଅଭିନେତ୍ରୀ ଜଣକ କହୁଛନ୍ତି ଯେ, ମୁଁ ଗର୍ଭବତୀ ହେବାକୁ ଚାହୁଁଛି କି କେବଳ ମୁଁ ଯାହା ଚାହେଁ ତାହା ଖାଇ ପାରିବି ଏବଂ ପିଲାଟି ପୁଅ କି ଝିଅ ତାହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯାହା ବି ହଉ ଚଳିବ ବାସ୍‌ ସୁସ୍ଥ ହେବା ଉଚିତ୍‌। 

You might also like