ଚାଷୀ ପଞ୍ଜୀକରଣରେ ସର୍ବକାଳୀନ ରେକର୍ଡ଼ କରିଛି ଓଡ଼ିଶା
ସବୁ ରେକର୍ଡ ଭାଙ୍ଗିଲା ଚାଷୀ ପଞ୍ଜୀକରଣ। ଗତବର୍ଷ ତୁଳନାରେ ଖରିଫ୍ ରେକର୍ଡ ଭାଙ୍ଗିଲା ପଞ୍ଜୀକରଣ। ଗତ ବର୍ଷ ଯେତିକି ପଞ୍ଜୀକରଣ ହୋଇଥିଲା ଏବର୍ଷ ତାଠାରୁ ଢ଼େର ଅଧିକ ପଞ୍ଜୀକରଣ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।!-->…