ବେନଗାଁ ଏସ୍‌ବିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶି ପ୍ରଦାନ

କଳାହାଣ୍ଡି,ଶେଖର ସୁମନ ଦାଶ (HR TV ଓଡ଼ିଆ): ପ୍ରଧାନମନ୍ତ୍ରୀଙ୍କ ଜୀବନ ଜ୍ୟୋତି ବୀମା ଯୋଜନା ଏକ ଲୋକାଭିମୁଖୀ ଯୋଜନା। ଉକ୍ତ ଯୋଜନାରେ ଆବେଦନ କରିଥିବା ହିତାଧିକାରୀଙ୍କୁ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବେନଗାଁ ଶାଖା ପକ୍ଷରୁ ଦୁଇ ଜଣ ହିତାଧୁକାରୀଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା

ତୁର୍କା ଗାଁ ଗାଡ଼ୱାଲ ନିର୍ମାଣ କାମରେ ଅନିୟମିତତା ବାଲି ମିଳୁନାହିଁ ବୋଲି ବ୍ୟବହାର ହେଉଛି କ୍ରସର ଗୁଣ୍ଡ ।

କଳାହାଣ୍ଡି,ଶେଖର ସୁମନ ଦାଶ (HR TV ଓଡ଼ିଆ) ଲାଞ୍ଜିଗଡ଼ ବ୍ଳକ ଲାଞ୍ଜି ପଞ୍ଚାୟତ ତୁର୍କା ଗାଁକୁ ସଂଯୋଗ ହେଉଥିବା ଆର୍ଡି ରାସ୍ତାର ଦୁଇ ପାର୍ଶ୍ଵରେ ନିର୍ମାଣ ହେଉଥିବା ଗାଡ଼ୱାଲ କାମ ଅନିୟମିତତା ହେଉଥିବା ଦେଖୁବାକୁ ମିଳିଛି।ନୂତନ ଭାବେ ନିର୍ମାଣ ହେଉଥିବା ଗାଡ଼ୱାଲ କାମରେ ବାଲି ନମିଳିବାରୁ

ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’

ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’ । ଟ୍ରକ୍‌ଟି ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି । ଗାଡ଼ିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା । ହାତୀ ସ୍ଥାନାନ୍ତର ବେଳେ ଆବଶ୍ୟକ ହେଉଥିବା ସବୁ ଯନ୍ତ୍ରପାତି ଏଥିରେ ଉପଲବ୍ଧ ରହିଛି।ଏହାକୁ ଅନୁଗୁଳ ତଥା ରାଜ୍ୟର

ଅନ୍ତ୍ୟୋଦୟ ଗୃହ ଯୋଜନା; ବଢ଼ିଲା ପ୍ରୋତ୍ସାହନ ରାଶି ପ୍ରଦାନ ଅବଧି

ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରୋତ୍ସାହନ ରାଶି ପ୍ରଦାନ ନିୟମ ଆଂଶିକ ବଦଳିଛି । ପୂର୍ବରୁ ୪ ମାସରେ ଘର ସାରିଲେ ୨୦ ହଜାର ଟଙ୍କା ମିଳୁଥିଲା । ଏଣିକି ୪ ମାସ ବଦଳରେ ୬ ମାସରେ ଘର ନିର୍ମାଣ ସାରିଲେ ବି ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ । ସେହିଭଳି ୬ ମାସ ବଦଳରେ ୮ ମାସରେ ଘର

ଆଜିର ରାଶିଫଳ(୨୫ ଅଗଷ୍ଟ, ୨୦୨୫)

ମେଷ : ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ ବୃଷ : ଆଜି

ରାସ୍ତା କଡ଼ରେ ଯୁବକଙ୍କ ମୃତ ଦେହହତ୍ୟାକାରୀଙ୍କୁ ଧରିବାକୁ ବୁଲିଲା ସନ୍ଧାନୀ କୁକୁର

ଚନ୍ଦାହାଣ୍ଡି- ତା 24.08(ନି.ପ୍ର)ରାସ୍ତା କଡ଼ରେ ହତ୍ୟା କରି ଫିଙ୍ଗିଲେ ଯୁବକକୁ l ନୃସଂଶ ଭାବେ ହତ୍ୟା କଲେ ହତ୍ୟା ହତ୍ୟାକାରୀ l ନା ଥିଲା ଆଇନ୍ ର ଭୟ ନା ଥିଲା ମାନବିକତା l ଗାଁ ନିକଟ ଏକ ରାସ୍ତା କଡ଼ରେ ଗଦା ହୋଇଥିବା ବାଲି ଗଦାରେ ପଡ଼ିଥିଲା ଯୁବକଙ୍କ ମୃତ ଦେହ l ତେବେ ମୃତ ଯୁବକଙ୍କ

ଆଜିର ରାଶିଫଳ(୨୪ ଅଗଷ୍ଟ, ୨୦୨୫)

ମେଷଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ,

ଗାଁରେ ବୁଲୁଛି ଅଜଣା ଜନ୍ତୁ,ଗାଁ ରେ ଖେଳିଯାଇଛି କୋକୁଆ ଭୟ

କାମାକ୍ଷାନଗର ନିକଟବର୍ତ୍ତୀ ଭାଲୁମୁଣ୍ଡା ଗାଁରେ ଅଜଣା ଜନ୍ତୁ ଆତଙ୍କ । ଭୟଭୀତ ଗ୍ରାମବାସୀ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଥିବା କାମାକ୍ଷାନଗର ସହର ଠାରୁ ମାତ୍ର ଚାରି କିଲୋମିଟର ଦୂରରେ ଥିବା ଭାଲୁମୁଣ୍ଡା ଗାଁରେ ଅଜଣା ଜନ୍ତୁ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି l ଅଜଣା

ହସ୍ପିଟାଲରୁ ଡିସଚାର୍ଜ ହେଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ଏସସିବି ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ଏସସିବି ମେଡିକାଲ କଲେଜ ହସ୍ପିଟାଲର ସର୍ଜରୀ ବିଭାଗର ପ୍ରଫେସର ଡା. ଏଲ. ଭି. ଗୌରୀ ଏହି ଅସ୍ତ୍ରୋପଚାର କରିଥିଲେ। ଗତ ୨୧

୩୦୦ ଅଗ୍ନିଶମ ପଦବୀ ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଅଗ୍ନିଶମ ବିଭାଗରେ ଖାଲି ୩୦୦ ପଦବୀ ଡିସେମ୍ବର ସୁଦ୍ଧା ପୂରଣ ହେବ । ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା । କହିଲେ ଅଗ୍ନିଶମ ବିଭାଗ ପକ୍ଷରୁ ୯୧୧ ଅଗ୍ନିଯୋଦ୍ଧା ପଦବୀ ପୂରଣ ହୋଇଛି । ଦକ୍ଷତା ବୃଦ୍ଧି ପାଇଁ ଓଡିଶାରେ ଏକ ବିଶ୍ୱସ୍ତରୀୟ

୩୮ ବର୍ଷ ପରେ ଅଲଗା ହେବେ ଗୋବିନ୍ଦା-ସୁନୀତା !

ଲୋକପ୍ରିୟ ବଲିଉଡ୍‌ ଅଭିନେତା ହିରୋ ନମ୍ବର ୱାନ୍‌ ଗୋବିନ୍ଦାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ପତ୍ନୀ ସୁନୀତା ଆହୁଜାଙ୍କ ସହିତ ତାଙ୍କ ବିବାହ ବିଚ୍ଛେଦ ଖବର ଫ୍ୟାନ୍‌ଙ୍କୁ ଚକିତ କରିଛି ।ସେ ମୁମ୍ବାଇ ଫ୍ୟାମିଲି କୋର୍ଟରେ ଏକ ଆବେଦନ ମଧ୍ୟ ଦାଖଲ କରିଛନ୍ତି । କୁହାଯାଉଛି ଯେ

ମନି ଗେମ୍ ବନ୍ଦ କଲା ଡ୍ରିମ-୧୧ ଓ ମାଇ୧୧

ସଂସଦରେ ଅନଲାଇନ୍ ଗେମିଂ ବିଲ୍ ୨୦୨୫ ଗୃହୀତ ହେବା ମାତ୍ରେ, Dream11, MPL, Zupee ଇତ୍ୟାଦି ସେମାନଙ୍କର ଖେଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ଅନଲାଇନ୍ ଗେମିଂ ବିଲ୍‌ରେ ନିୟମ ଉଲ୍ଲଂଘନ ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ଜେଲ୍ ବ୍ୟବସ୍ଥା କରିଛନ୍ତି।ଡ୍ରିମ-୧୧