ଖରିଫ ଋତୁ ଧାନ ସଂଗ୍ରହ ଏବଂ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି,ଗୋଟେ ବି ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହେବେନି

ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିର୍ଦେଶ ଦେଇଛନ୍ତି।ଏହି ପଞ୍ଜୀକରଣ ପ୍ରକ୍ରିୟା ଗତ ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଚାଷୀମାନଙ୍କ

 ଭିସୁଟରେ ଲାଗୁ ହେଲା ୟୁନିଫର୍ମ 

ଭିସୁଟରେ ଲାଗୁ ହେଲା ୟୁନିଫର୍ମ ବା ଡ୍ରେସ କୋଡ୍ । ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ଲାଗୁ ହୋଇଛି । ୨୦୨୫-୨୦୨୬ ବର୍ଷ ପାଇଁ ଆଡମିଶନ ନେଇଥିବା ସମସ୍ତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ । ସାଲୱାର କମିଜ ପିନ୍ଧିବେ ଛାତ୍ରୀ । ହେଲେ ଦୁପଟା ପକାଇବେ

ଓଡ଼ିଶାର ୨ ଜଣଙ୍କୁ ମିିଳିବ ରାଷ୍ଟ୍ରପତି ପଦକ

ସ୍ଵାଧୀନତା ଦିବସ ଅବସରରେ ୧୦୯୦ ଜଣଙ୍କୁ ମିଳିବ ବୀରତ୍ଵ ପୁରସ୍କାର। ପୁଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ୍ ଡିଫେନ୍ସ ଏବଂ ସୁଧାର ସେବାର ୧୦୯୦ କର୍ମୀଙ୍କୁ ଗ୍ୟାଲେଣ୍ଟ୍ରି ଆୱାର୍ଡରେ ସମ୍ମାନିତ କରାଯିବ। ସେମାନଙ୍କ ମଧ୍ୟରୁ ୨୩୩ ଜଣଙ୍କୁ ବୀରତ୍ଵ ପଦକ (GM), ୯୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ

ପୋଲ ପାଖରେ ଭାସୁଥିବା ଅବସ୍ଥାରେ ଯୁବତୀ ଙ୍କ ମୃତ ଦେହ ଉଦ୍ଧାର ।

କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ନରଦା ପଞ୍ଚାୟତ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ।ସୂଚନା ମୁତାବକ ବୁଧବାର ସାଲେପୁର ବ୍ଲକ ଅନ୍ତର୍ଗତ ନରଦା ପଞ୍ଚାୟତ ପ୍ରହ୍ଲାଦ ସ୍ୱାଇଁ ଙ୍କ ଝିଅ ସୁଚିତ୍ରା ସ୍ୱାଇଁ (୧୪ବର୍ଷ) ନବମ ଶ୍ରେଣୀରେ ପଢୁଥିଲେ ।ଘରପାଖ ତୁଠ କୁ ଗାଧେଇବାକୁ ଯାଇଥିଲେ

କିଏ ଦେଇଥିଲେ ଜାତୀୟ ପତାକାର ଡିଜାଇନ୍

ସ୍ୱାଧୀନତା ଦିବସ ହେଉ ଅବା ସାଧାରଣତନ୍ତ୍ର ଦିବସରେ ଆମେ ଦେଶର ସମ୍ମାନ ତ୍ରିରଙ୍ଗା ଉତ୍ତୋଳନ କରିଥାଉ । ଏପରିକି କେତେକ ସରକାରୀ କାର୍ଯ୍ୟାଳୟରେ ବର୍ଷ ସାରା ତ୍ରିରଙ୍ଗା ଉଡ଼ୁଥାଏ । କିନ୍ତୁ କେବେ ଭାବିଛନ୍ତି କି ତ୍ରିରଙ୍ଗା ପ୍ରସ୍ତୁତି ପଛରେ କାହାର ହାତ ଅଛି । କିଏ ଏହି ଜାତୀୟ ପତାକା

୧୮ ତାରିଖ ଯାଏ ଭିଜିବ ଓଡ଼ିଶା ! ଆଉ ଏକ ଲଘୁଚାପ ସମ୍ଭାବନା

ବର୍ତ୍ତମାନର ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଏହା ପ୍ରଭାବରେ ୧୬ ଯାଏ ବର୍ଷା ଲାଗି ରହିବ। ପୁଣି ୨୨/୨୩ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ଅଛି। ସେହିଭଳି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ,

ଆଜିର ରାଶିଫଳ(୧୪ ଅଗଷ୍ଟ, ୨୦୨୫)

ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ବୃଷ : ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ

ଦୃଷ୍ଟିହୀନ ନାବାଳିକା ଦୁଷ୍କର୍ମ ମାମଲାରେ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ

୯୯ ଦିନରେ ଆସିଲା ରାୟ । ଦୃଷ୍ଟିହୀନ ନାବାଳିକା ଦୁଷ୍କର୍ମ ମାମଲାରେ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ।ସୂଚନାଯୋଗ୍ୟ ଜୁନ୍ ୨ ତାରିଖରେ ଜଣେ ଦୃଷ୍ଟିହୀନ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜୁନ୍ ୬ ତାରିଖରେ ରେଙ୍ଗାଲି ଥାନାରେ ମାମଲା ରୁଜୁ ହୋଇଥିଲା ।

ଭିଜିଲାନ୍ସ ଜାଲରେ  ବରିଷ୍ଠ କିରାଣି

ଭିଜିଲାନ୍ସ ଜାଲରେ ଗଜପତି ସିଡିଏମ୍‌ଓ କାର୍ଯ୍ୟାଳୟର ବରିଷ୍ଠ କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ । ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍ । ଜୁନିଅର୍ ଡାକ୍ତରଙ୍କ ବଦଳି କରାଇ ଦେବାକୁ କହି ଲାଞ୍ଚ ନେଉଥିଲେ । ନିରଞ୍ଜନଙ୍କ ଅଫିସ ଓ ମଣ୍ଡଳଦେବୀସ୍ଥିତ

ଝାଡଖଣ୍ଡରେ ଏନକାଉଣ୍ଟର ସମୟରେ ଜଣେ ମାଓବାଦୀ ନିପାତ

ଝାଡଖଣ୍ଡରେ ଏନକାଉଣ୍ଟର ସମୟରେ ଜଣେ ମାଓବାଦୀ ନିପାତ ହୋଇଛନ୍ତି । ପଶ୍ଚିମ ସିଂହଭୂମି ଗୋଇଲକେରା ଜଙ୍ଗଲରେ ଏନକାଉଣ୍ଟର କରାଯାଇଛି । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିପାତ ହୋଇଛନ୍ତି । ସଉତା ଜଙ୍ଗଲରେ ଏବେ ବି ଚାଲିଛି

ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା, ଦୁଇ ଦିନିଆ ରିମାଣ୍ଡରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ

ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦୁଇ ଅଭିଯୁକ୍ତଙ୍କର ଆଜି ସରୁଛି ରିମାଣ୍ଡ ଅବଧି । ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ଶିକ୍ଷକ ନେତା ବିଜୟ କୁମାର ମିଶ୍ରଙ୍କୁ କୋର୍ଟରେ ହାଜର କରିବା ପରେ ଚୌଦ୍ଵାର ମଣ୍ଡଳ କାରାଗାର ପଠାଇବ କ୍ରାଇମବ୍ରାଞ୍ଚ । ଏହି

ରାଜ୍ୟ କ୍ୟାବିନେଟରେ ୭ ପ୍ରସ୍ତାବରେ ବାଜିଲା ମୋହର

ରାଜ୍ୟ କ୍ୟାବିନେଟରେ ୭ ପ୍ରସ୍ତାବରେ ବାଜିଲା ମୋହର । କ୍ୟାବିନେଟ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ୩୮ଟି ଆଧୁନିକ ମଣ୍ଡି ନିର୍ମାଣ କରିବେ ସରକାର । ଏଥିପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଆରଏମସି ୧୫୦ କୋଟି ଟଙ୍କା ଖର୍ଚ୍ଚ କରିବ । ରାଜ୍ୟ ସରକାର ୨ ବର୍ଷରେ