Browsing Category
ଅନ୍ୟାନ୍ୟ
ବିଶ୍ୱର ସବୁଠାରୁ ଡେଙ୍ଗା ପୋଲିସ। ଯାହାଙ୍କୁ ଦେଖିଲେ ଭୟରେ ଥରୁଛନ୍ତି ଚୋର।
ଏ ହେଉଛନ୍ତି ୭ ଫୁଟ ୬ ଇଞ୍ଚ ଉଚ୍ଚତାର ଡେଙ୍ଗା ପୋଲିସ କର୍ମଚାରୀ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା। ହଁ, ଆମେ କହୁଛୁ ପଞ୍ଜାବ ଅମୃତସରରେ କାର୍ଯ୍ୟ କରୁଥିବା ଜଣେ ଟ୍ରାଫିକ କର୍ମଚାରୀଙ୍କ କଥା। ଜଗଦୀପ୍ ସିଂ ଯାହାଙ୍କ ନାଁ ଶୁଣିବା ସହ ଯିଏ ତାଙ୍କୁ ଦେଖୁଛି ସିଏ ଡରୁଛି। ଦୀର୍ଘ ୨୦ ବର୍ଷ ଧରି!-->…
PMJJBY ଏବଂ PMSBY ସ୍କିମରେ ୭ ବର୍ଷରେ ପ୍ରଥମ ଥର ବଢିଲା ପ୍ରିମିୟମ । ଜାଣନ୍ତୁ କେତେ ବଢ଼ିଲା |
ସରକାର ନିଜର ପ୍ରମୁଖ ବୀମା ଯୋଜନା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା(ପିଏମଜେଜେବିଓ୍ଵାଇ) ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା(ପିଏମଏସବିଓ୍ଵାଇ)ର ପ୍ରିମିୟମ ରାଶି ବଢାଇ ଦେଇଛନ୍ତି। ସରକାର ଏହି ନିଷ୍ପତ୍ତି ସାତ ବର୍ଷ ପରେ ପ୍ରଥମ ଥର ନେଇଛନ୍ତି।
କେତେ ବଢିଲା ଦାମ:!-->!-->!-->…
ହ୍ୟାକର ଠାରୁ କିପରି ଦୂରେଇ ରହିପାରିବ ନିଜର ଡେବିଟ୍ ଓ କ୍ରେଡିଟ୍ କାର୍ଡର |
ବଢ଼ିବାରେ ଲାଗିଛି ଡିଜିଟାଲ କାରବାର । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରାୟ ସମସ୍ତେ ବର୍ତ୍ତମାନ ଟଙ୍କା ଦେଣନେଣ ଡିଜିଟାଲ ମାଧ୍ୟମରେ କରୁଛନ୍ତି । ହେଲେ ସବୁଠାରୁ ବଡ଼ କଥା ହେଉଛି ଡିଜିଟାଲ ନେଣଦେଣକୁ ନେଇ ସକ୍ରିୟ ହେଲେଣି ସାଇବର ଅପରାଧୀ । ଅନକେ ସମୟରେ ସାଧାରଣ ଲୋକ ଏହି ଅସୁବିଧାର!-->…
ପଲିଥିନରୁ ବାହାରୁଛି ପେଟ୍ରୋଲ : ୨ କେଜି ଆବର୍ଜନାରୁ ବାହାରୁଛି ୧ ଲିଟର ଇନ୍ଧନ ।
କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ସପ୍ତମ ଶ୍ରେଣୀରୁ ପଢ଼ା ଛାଡ଼ିଥିବା ଜଣେ ଯୁବକ । ସେ ହେଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ରାଧାଚରଣପୁର ଗ୍ରାମର ଅଜୟ ବେହେରା । ପେଷାରେ ସେ ଜଣେ ଇଲେକ୍ଟ୍ରିକ ମେକାନିକ । ଉଚ୍ଚ ଶିକ୍ଷିତ କିମ୍ବା କୌଣସି ବୈଷୟିକ ଡିଗ୍ରୀଧାରୀ ହୋଇ ନ ଥିଲେ ମଧ୍ୟ ଏହି!-->…
ଗିନିଜ ୱାର୍ଲ୍ଡ ରେକର୍ଡ । ଜଣେ କୃଷକ ଗୋଟିଏ ଟମାଟୋ ଗଛ ରେ ୧୬୬୯ ଟି ଟମାଟୋ ଫଳାଇଛନ୍ତି।
ବ୍ରିଟେନର ଜଣେ କୃଷକ ଡଗଲାସ ସ୍ମିଥ ଏପରି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇବ । ସେ ତାଙ୍କ ନିଜର ପରିଶ୍ରମ ବଳରେ ଟମାଟୋ ପ୍ଲାଣ୍ଟ ମାଧ୍ୟମରେ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି। କୃଷକ ଜଣଙ୍କ କେବଳ ଗୋଟିଏ ଗଛରେ ୧୨୬୯ଟମାଟୋ ଫଳାଇଛନ୍ତି। ଏହି କାରଣରୁ ଗିନିଜ ୱାର୍ଲ୍ଡ!-->…
ବିଲୁପ୍ତ ପଥରେ ବାଇଚଢ଼େଇ ଓ ତା” ବସା , ଲୋପ ପାଇଲେଣି ବାଇଚଢ଼େଇ ।
ନୟାଗଡ଼ (ବିଶ୍ୱରଞ୍ଜନ ସେଠୀ ) ଧିରେ ଧିରେ ଲୋପ ପାଇବାକୁ ବସିଲେଣି ବାଇ ଚଢେଇ ପକ୍ଷୀ ଶୁଭୁନି ଆଉ ତାଙ୍କ କିଚିରି ମିଚିରି ଶବ୍ଦ । ବାସ୍ ନାଁ ଶୁଣି ଦେଲେ ହିଁ ମନରେ ଭରି ଯାଏ ଅସୁମାରୀ ଆନନ୍ଦ । ବାଇ ଚଢେଇକୁ ନେଇ ରହିଛି ଅନେକ କାହାଣୀ । ଗପ, ଗୀତ, କାହାଣୀ ସବୁଠି ସ୍ଥାନ ପାଇଛି ପ୍ରକୃତିର!-->…
ସୁବ୍ରତ ବାଗଚିଙ୍କ ଲୋକପ୍ରିୟତା ଓ ମହାନତା ବିଷୟରେ କିଛି କଥା
କୋଭିଡ ପ୍ରାରମ୍ଭ ସମୟରେ ପ୍ରଥମ କରି ସୁବ୍ରତ ବାଗଚିଙ୍କୁ ଦେଖିବାର ସୁଯୋଗ ମିଳିଲା l ସେ ସମୟରେ ସରକାରଙ୍କ ତରଫରୁ ସେ ପ୍ରେସ ବ୍ରିଫିଙ୍ଗ କରୁଥଲେ l ତାଙ୍କର ବ୍ରିଫିଙ୍ଗ ଷ୍ଟାଇଲ ଆମକୁ ଚକିତ ହତଵାକ କରି ଦେଇଥିଲା l ସେ ପ୍ରତିଦିନ ଟିଭିରେ ଆସିବା ସମୟକୁ ଲୋକେ ଅନାଇ ବସୁଥିଲେ l ତାଙ୍କର!-->…
ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ ତେବେ ଏତେ ଗର୍ବ କଣ ପାଇଁ??
ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ -ବାର୍ଦ୍ଧକ୍ୟ ରେ ମୃତ୍ୟ ହେଲେ ଏହା ସାଧାରଣ ମୃତ୍ୟ ବୋଲି ଆମେ ଧରିଥାଉ ।କିନ୍ତୁ ଯେଉଁଠି ଆକସ୍ମିକ ମୃତ୍ୟ ଘଟେ ଆମେ ତାକୁ ସହଜରେ ଗ୍ରହଣ କରିପାରୁନି ।କୌଣସି ଗଛରେ ଫୁଲ ହେଉ ଅବା ଫଳ ପରିପକ୍ୱତା ନ ହେଲେ ତାହାର ସୌନ୍ଦର୍ଯ୍ୟ ସ୍ୱାଦ ଠିକ ଭାବରେ ଜଣାପଡେ ନାହିଁ ।!-->…
ଆଠ ବର୍ଷ ବୟସରେ ଲେଖିଲେ ୫୭ ପୃଷ୍ଠାର ରାମାୟଣ ।
ବୟସ ଆଠ ବର୍ଷ। ଯେଉଁ ବୟସରେ ପିଲାମାନେ ଖେଳକୁଦ କରି ସମୟ କାଟିବା କଥା, ଏହି ସମୟରେ ଇସିତା ଲେଖିଛନ୍ତି ୫୭ ପୃଷ୍ଠାର ରାମାୟଣ। ଗଞ୍ଜାମ ଜିଲ୍ଲା ଡିଫେନ୍ସ କଲୋନୀର ଝିଅ ଇସିତା ଆଚାରୀ। ସର୍ବ କନିଷ୍ଠା ଭାବରେ ଇସିତା ରାମାୟଣ ଲେଖି ପାଇଛନ୍ତି ‘ଇଣ୍ଡିଆ ବୁକ ଅଫ ରେକର୍ଡ଼’ ସମ୍ମାନ। କୁନି ବୟସରେ!-->…