Browsing Category
ଅନ୍ୟାନ୍ୟ
ମନେ ପଡୁଛି ମହାବାତ୍ୟା.. ଦଳି ଚାଲିଗଲା କେତେ ଲୋକଙ୍କ ଘର ଓ ଜୀବନ ।
ସେଦିନ ଥିଲା ଅକ୍ଟୋବର ୨୯ , ଶୁକ୍ରବାର.ଚାହୁଁ ଚାହୁଁ ଚାଲିଯାଇଥିଲା ୧୦ ରୁ ଅଧିକ ହଜାର ଲୋକଙ୍କ ଜୀବନ. ପାଖା ପାଖି ୩୫୦ କିମି ବେଗରେ ବହିଥିଲା ପବନ!.ଆଜି ଅକ୍ଟୋବର ୨୯ ତାରିଖ, ଶନିବାର। ସେଦିନ ଥିଲା ଶୁକ୍ରବାର… ସନ୍ଧ୍ୟା ବେଳକୁ ମାଡ଼ି ଆସିଲା ଅଣଚାଷ ପବନ ସାଙ୍ଗକୁ ମୁସଳ ଧାରାରେ ବର୍ଷା।!-->…
ଜାଣନ୍ତୁ କେଉଁ ବାଣରୁ କେତେ ପ୍ରଦୂଷଣ ସୃଷ୍ଟି କରୁଛି ।
ଦିନକୁ ଦିନ ପ୍ରଦୂଷଣରସ୍ତର ବଢିବାରେ ଲାଗିଛି । ଦୀପାବଳି ପରେ ବଢିବାକୁ ଥିବା ପ୍ରଦୂଷଣର ସ୍ଥିତି ଆହୁରି ଚିନ୍ତାର କାରଣ ସାଜିବ । ସବୁଠାରୁ ବଡ କାରଣ ହେଉଛି ବାଣ । ବାଣ ଉପରେ ସଚେତନତା ସୃଷ୍ଟି କରିବା ପରେ ମଧ୍ୟ ଲୋକେ ବାଣ ଫୁଟାଇବାକୁ ପଛାଉନାହାନ୍ତି ।ଜଣାପଡିଛି ଯେ ଶସ୍ତା ବାଣରୁ ବିଷାକ୍ତ!-->…
ସ୍ମାର୍ଟଫୋନ୍ରେ ରଖନ୍ତୁ ଆଧାରକାର୍ଡର କପି । UIDAI ଅଫିସିଆଲ୍ ୱେବ୍ସାଇଟ ରୁ ଏହିଭଳି ଡାଉନ୍ ଲୋଡ କରନ୍ତୁ।
ଆଜିକାଲି ସବୁ କ୍ଷେତ୍ରରେ ଆଧାରକାର୍ଡ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି। ସବୁବେଳେ ଆଧାରକାର୍ଡ ସାଙ୍ଗରେ ଧରି ବୁଲିବା ସମ୍ଭବ ନୁହେଁ। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଆପଣ ନିଜ ସ୍ମାର୍ଟଫୋନ୍ରେ ଆଧାରକାର୍ଡର ସଫ୍ଟ କପି ରଖିପାରିବେ। କେମିତି ଜାଣନ୍ତ ।
୧. ପ୍ରଥମେ UIDAI!-->!-->!-->…
ଗଛ ଗୋଟିଏ, ଆମ୍ବ ୩୦୦ ପ୍ରକାର । ଆମ୍ବ ର ନା ଐଶ୍ବର୍ଯ୍ୟା ।
ଉତ୍ତରପ୍ରଦେଶର ମାଲିହାବାଦରେ ଏହି ବିରଳ ଆମ୍ବ ଗଛଟି ଲେଖିଛି ବିରଳ ରେକର୍ଡ । କିନ୍ତୁ ଅଧିକ ବିସ୍ମୟ ଏହି ଗଛର ସ୍ରଷ୍ଟା । ସେ ଭାରତର ମ୍ୟାଙ୍ଗୋ ମ୍ୟାନ୍ କଲିମଉଲ୍ଲା ଖାନ୍ । ମାଲିହାବାଦର ଏହି ଆମ୍ବ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ବେଶ୍ ପ୍ରସିଦ୍ଧ । ଦଶନ୍ଧି ଦଶନ୍ଧି ଧରି କଠିନ ପରିଶ୍ରମ!-->…
ସାତକୋଶିଆ ଗଣ୍ଡ ହେଲା ରାମସର ସାଇଟ ,ଆଦ୍ରଭୂମିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମାନ୍ୟତା ଦେଲା ୟୁନେସ୍କୋ
ଗଣିଆ -(ବିଶ୍ୱରଞ୍ଜନ ସେଠୀ/୪/୦୮)- ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ପ୍ରସିଦ୍ଧ ପଯ୍ୟଟନ କେନ୍ଦ୍ର ସାତକୋଶିଆକୁ ମିଳିଲା ‘ରାମସର ସାଇଟ୍’ର ମାନ୍ୟତା । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ଏପରି ଘୋଷଣା କରାଯାଇଛି । ଦେଶର ମୋଟ୍ ୧୦ଟି ଆର୍ଦ୍ରଭୂମିକୁ!-->…
ବିଶ୍ୱର ସବୁଠାରୁ ଡେଙ୍ଗା ପୋଲିସ। ଯାହାଙ୍କୁ ଦେଖିଲେ ଭୟରେ ଥରୁଛନ୍ତି ଚୋର।
ଏ ହେଉଛନ୍ତି ୭ ଫୁଟ ୬ ଇଞ୍ଚ ଉଚ୍ଚତାର ଡେଙ୍ଗା ପୋଲିସ କର୍ମଚାରୀ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା। ହଁ, ଆମେ କହୁଛୁ ପଞ୍ଜାବ ଅମୃତସରରେ କାର୍ଯ୍ୟ କରୁଥିବା ଜଣେ ଟ୍ରାଫିକ କର୍ମଚାରୀଙ୍କ କଥା। ଜଗଦୀପ୍ ସିଂ ଯାହାଙ୍କ ନାଁ ଶୁଣିବା ସହ ଯିଏ ତାଙ୍କୁ ଦେଖୁଛି ସିଏ ଡରୁଛି। ଦୀର୍ଘ ୨୦ ବର୍ଷ ଧରି!-->…
PMJJBY ଏବଂ PMSBY ସ୍କିମରେ ୭ ବର୍ଷରେ ପ୍ରଥମ ଥର ବଢିଲା ପ୍ରିମିୟମ । ଜାଣନ୍ତୁ କେତେ ବଢ଼ିଲା |
ସରକାର ନିଜର ପ୍ରମୁଖ ବୀମା ଯୋଜନା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା(ପିଏମଜେଜେବିଓ୍ଵାଇ) ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା(ପିଏମଏସବିଓ୍ଵାଇ)ର ପ୍ରିମିୟମ ରାଶି ବଢାଇ ଦେଇଛନ୍ତି। ସରକାର ଏହି ନିଷ୍ପତ୍ତି ସାତ ବର୍ଷ ପରେ ପ୍ରଥମ ଥର ନେଇଛନ୍ତି।
କେତେ ବଢିଲା ଦାମ:!-->!-->!-->…
ହ୍ୟାକର ଠାରୁ କିପରି ଦୂରେଇ ରହିପାରିବ ନିଜର ଡେବିଟ୍ ଓ କ୍ରେଡିଟ୍ କାର୍ଡର |
ବଢ଼ିବାରେ ଲାଗିଛି ଡିଜିଟାଲ କାରବାର । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରାୟ ସମସ୍ତେ ବର୍ତ୍ତମାନ ଟଙ୍କା ଦେଣନେଣ ଡିଜିଟାଲ ମାଧ୍ୟମରେ କରୁଛନ୍ତି । ହେଲେ ସବୁଠାରୁ ବଡ଼ କଥା ହେଉଛି ଡିଜିଟାଲ ନେଣଦେଣକୁ ନେଇ ସକ୍ରିୟ ହେଲେଣି ସାଇବର ଅପରାଧୀ । ଅନକେ ସମୟରେ ସାଧାରଣ ଲୋକ ଏହି ଅସୁବିଧାର!-->…
ପଲିଥିନରୁ ବାହାରୁଛି ପେଟ୍ରୋଲ : ୨ କେଜି ଆବର୍ଜନାରୁ ବାହାରୁଛି ୧ ଲିଟର ଇନ୍ଧନ ।
କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ସପ୍ତମ ଶ୍ରେଣୀରୁ ପଢ଼ା ଛାଡ଼ିଥିବା ଜଣେ ଯୁବକ । ସେ ହେଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ରାଧାଚରଣପୁର ଗ୍ରାମର ଅଜୟ ବେହେରା । ପେଷାରେ ସେ ଜଣେ ଇଲେକ୍ଟ୍ରିକ ମେକାନିକ । ଉଚ୍ଚ ଶିକ୍ଷିତ କିମ୍ବା କୌଣସି ବୈଷୟିକ ଡିଗ୍ରୀଧାରୀ ହୋଇ ନ ଥିଲେ ମଧ୍ୟ ଏହି!-->…
ଗିନିଜ ୱାର୍ଲ୍ଡ ରେକର୍ଡ । ଜଣେ କୃଷକ ଗୋଟିଏ ଟମାଟୋ ଗଛ ରେ ୧୬୬୯ ଟି ଟମାଟୋ ଫଳାଇଛନ୍ତି।
ବ୍ରିଟେନର ଜଣେ କୃଷକ ଡଗଲାସ ସ୍ମିଥ ଏପରି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇବ । ସେ ତାଙ୍କ ନିଜର ପରିଶ୍ରମ ବଳରେ ଟମାଟୋ ପ୍ଲାଣ୍ଟ ମାଧ୍ୟମରେ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି। କୃଷକ ଜଣଙ୍କ କେବଳ ଗୋଟିଏ ଗଛରେ ୧୨୬୯ଟମାଟୋ ଫଳାଇଛନ୍ତି। ଏହି କାରଣରୁ ଗିନିଜ ୱାର୍ଲ୍ଡ!-->…
ବିଲୁପ୍ତ ପଥରେ ବାଇଚଢ଼େଇ ଓ ତା” ବସା , ଲୋପ ପାଇଲେଣି ବାଇଚଢ଼େଇ ।
ନୟାଗଡ଼ (ବିଶ୍ୱରଞ୍ଜନ ସେଠୀ ) ଧିରେ ଧିରେ ଲୋପ ପାଇବାକୁ ବସିଲେଣି ବାଇ ଚଢେଇ ପକ୍ଷୀ ଶୁଭୁନି ଆଉ ତାଙ୍କ କିଚିରି ମିଚିରି ଶବ୍ଦ । ବାସ୍ ନାଁ ଶୁଣି ଦେଲେ ହିଁ ମନରେ ଭରି ଯାଏ ଅସୁମାରୀ ଆନନ୍ଦ । ବାଇ ଚଢେଇକୁ ନେଇ ରହିଛି ଅନେକ କାହାଣୀ । ଗପ, ଗୀତ, କାହାଣୀ ସବୁଠି ସ୍ଥାନ ପାଇଛି ପ୍ରକୃତିର!-->…
ସୁବ୍ରତ ବାଗଚିଙ୍କ ଲୋକପ୍ରିୟତା ଓ ମହାନତା ବିଷୟରେ କିଛି କଥା
କୋଭିଡ ପ୍ରାରମ୍ଭ ସମୟରେ ପ୍ରଥମ କରି ସୁବ୍ରତ ବାଗଚିଙ୍କୁ ଦେଖିବାର ସୁଯୋଗ ମିଳିଲା l ସେ ସମୟରେ ସରକାରଙ୍କ ତରଫରୁ ସେ ପ୍ରେସ ବ୍ରିଫିଙ୍ଗ କରୁଥଲେ l ତାଙ୍କର ବ୍ରିଫିଙ୍ଗ ଷ୍ଟାଇଲ ଆମକୁ ଚକିତ ହତଵାକ କରି ଦେଇଥିଲା l ସେ ପ୍ରତିଦିନ ଟିଭିରେ ଆସିବା ସମୟକୁ ଲୋକେ ଅନାଇ ବସୁଥିଲେ l ତାଙ୍କର!-->…