Browsing Category

ମନୋରଂଜନ

କେରଳରେ ପଶିଛନ୍ତି ଓଡ଼ିଶାର ଦୁଇ ଡାକ୍ତର ।

କେରଳରେ ପଶିଛନ୍ତି ଓଡ଼ିଶାର ଦୁଇ ଡାକ୍ତର । ସେମାନଙ୍କୁ ଉଦ୍ଧାର କରିବାକୁ ଜୋରଦାର ପ୍ରୟାସ କରିଛନ୍ତି ରାଜ୍ୟ ସରକାର । ଏନେଇ କେରଳର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଓଡ଼ିଆ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଓଡ଼ିଶାର ସ୍ୱତନ୍ତ୍ର ରିଲିଫ କମିଶନର ।ଉଭୟ ଡାକ୍ତରଙ୍କ ଖୋଜ ଖବର

ଆସିଲା ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ

ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସୋମବାର ଆସିଛି। ମଧୁମିତାଙ୍କ ଦେହରେ ଏକାଧିକ କ୍ଷତ ଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ଅଛି । ଟ୍ରେନ ଆଗକୁ ଡେଇଁବା ପରେ ସେ ଘୋଷାଡ଼ି ହୋଇ କିଛି ସମୟ ବଞ୍ଚିଥିଲେ । ଏକାଧିକ କ୍ଷତ ପାଇଁ ପରେ ତାଙ୍କର ମୃତ୍ୟୁ ହୋଇଛି।ଗତ ବୁଧବାର

ମଧୁମିତାଙ୍କ ମୃତ୍ୟୁ ମାମଲା:ଖୁବ ଶୀଘ୍ର ସ୍ବାଗତିକା ଓ ଝରଣାଙ୍କୁ ଜେରା କରିବ ପୋଲିସ

ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି। ତେବେ ମୃତ୍ୟୁ ପୂର୍ବରୁ ମଧୁମିତା ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ତାଙ୍କ ଶେଷ ଭିଡିଓ ପୋଲିସକୁ ତଦନ୍ତରେ ଅନେକ ସାହାଯ୍ୟ କରିବ। ମୃତ୍ୟୁ ପୂର୍ବରୁ ମଧୁମିତା ସୋସିଆଲ ମିଡିଆରେ ତାଙ୍କର ବୟାନ ପୋଷ୍ଟ କରିଥିଲେ

ବନ୍ଧା ହେଲେ ମୃତ ସାମ୍ବାଦିକାଙ୍କ ସ୍ୱାମୀ

ମଧୁମିତାଙ୍କ ସ୍ୱାମୀଙ୍କ ସହ ପୋଲିସକୁ ଦାୟୀ କରିଛନ୍ତି ପରିବାର ଲୋକ। ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ତାଙ୍କ ପରିବାର। ତେବେ ବୁଧବାର ରାତିରେ ସେ ଟେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ସେ ମା’ଙ୍କୁ ଭେଟିଥିଲେ। ସୋସିଆଲ ମିଡିଆରେ

କଙ୍ଗନା ହରାଇବେ ଏମପି ପଦ!

ବଲିଉଡ ଅଭିନେତ୍ରୀ ତଥା ହିମାଚଳର ବିଜେପି ସାଂସଦ କଙ୍ଗନା ରଣାୱତ । ତାଙ୍କ ସାଂସଦ ସଦସ୍ୟତା ବିରୋଧରେ ହିମାଚଳ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନରେ କଙ୍ଗନାଙ୍କ ସାଂସଦ ସଦସ୍ୟତା ବାତିଲ କରିବାକୁ ଦାବି କରାଯାଇଛି। ଏହା ପରେ ହିମାଚଳ ପ୍ରଦେଶ ହାଇକୋର୍ଟ କଙ୍ଗନାଙ୍କୁ ନୋଟିସ

ମିଛ ଖବର, ମୁଁ ଗିରଫ ହୋଇ ନାହିଁ

ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନଙ୍କ ବିଷୟରେ ଖବର ଆସିଥିଲା ଯେ ତାଙ୍କୁ ଦୁବାଇ ବିମାନବନ୍ଦରରେ ପୋଲିସ ଗିରଫ କରିଛି। କିନ୍ତୁ ବର୍ତ୍ତମାନ ସେ ନିଜେ ଏକ ଭିଡିଓ ରିଲିଜ କରି ଏହି ରିପୋର୍ଟକୁ ଅସ୍ବୀକାର କରିଛନ୍ତି।ଯେଉଁଥିରେ ସେ ଦୁବାଇକୁ ନିଜର ଗିତ ରେକର୍ଡ କରିବାକୁ ଆସିଥିବା ଓ ଏଠାରେ

୫୧ ବର୍ଷରେ ଲୁଚିଛପି ବିବାହ କଲେ ଗୀତା କପୁର! କଣ କହିଲେ ଗୀତା ?

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଗୀତା ମା ନାମରେ ପ୍ରସିଦ୍ଧ ଗୀତା କପୁର । ବର୍ତ୍ତମାନ ସୋନି ଟିଭିର ଡ୍ୟାନ୍ସ ରିୟଲିଟି ସୋ 'ଇଣ୍ଡିଆସ୍‌ ବେଷ୍ଟ ଡାନ୍ସର-୪ ଜଜ୍ କରୁଛନ୍ତି। ଗୀତା ଏବଂ କୋରିଓଗ୍ରାଫର୍ ଟେରେନ୍ସ ଲୁଇସ୍ ୨୦୨୦ ମସିହାରେ ଏହାର ପ୍ରଥମ ସିଜିନ୍‌ରୁ ଏହି ଶୋ’ର ଜଜ୍‌ କରି ଆସୁଛନ୍ତି।ଏହି

ବଢିଲା ପୂଜା ଖେଡକରଙ୍କ ଅଡୁଆ । ପୂଜାଙ୍କ ବିରୋଧରେ ଏଫଆଇଆର୍ ଦେଲା ୟୁପିଏସସି । 

ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା ବଢ଼ିଛି। ଆଇଏଏସ୍ ଅଫିସର ପୂଜା ଦିଲ୍ଲୀପ ଖେଡକରଙ୍କ ବିରୋଧରେ ସଂଘ ଲୋକସେବା ଆୟୋଗ ବା ୟୁପିଏସସି ଏକ ମାମଲା ରୁଜୁ କରିଛି।ଏଥିସହ ସିଭିଲ୍ ସର୍ଭିସ୍ ପରୀକ୍ଷାରୁ ତାଙ୍କୁ କାହିଁକି ରଦ୍ଦ କରାଯିବନି ସେନେଇ କାରଣ ଦର୍ଶାଇବାକୁ ନୋଟିସ୍ ଜାରି କରାଯାଇଛି

ଡ୍ରଗ୍ସ ମାମଲାରେ ଫସିଲେ ଅଭିନେତ୍ରୀ ରକୁଲ ପ୍ରୀତଙ୍କ ଭାଇ ଅମନ୍ । 

ବଲିଉଡ ଓ ଡ୍ରଗ୍ସ ଏବେ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇଯାଇଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ କାରବାରକୁ ନେଇ ବଲିଉଡ ଉଠୁଥିଲା ପଡୁଥିଲା । ହେଲେ କିଛି ବର୍ଷର ବ୍ୟବଧାନ ପରେ ପୁଣି ବଲିଉଡରେ ଡ୍ରଗ୍ସ କାରବାରକୁ ନେଇ ଆଲୋଡନ ସୃଷ୍ଟି ହୋଇଛି ।ବଲିଉଡ୍ ଅଭିନେତ୍ରୀ ରକୁଲପ୍ରୀତ

ଗର୍ଭବତୀ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ୍‌। 

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ହୋଇଛି । ବିବାହର କାର୍ଯ୍ୟକ୍ରମରେ ଭାରତ ତଥା ବିଦେଶର ଅତିଥିମାନେ ନଜର ଆସିଛନ୍ତି। ଏହି ବିବାହରେ ବହୁ ବଲିଉଡ ସେଲିବ୍ରିଟି ଏବଂ ରାଜନେତା ମଧ୍ୟ ଯୋଗ ଦେଇଛନ୍ତି। ବିବାହରୁ ବାହାରୁଥିବା ଫଟୋ ଏବଂ ଭିଡିଓ ଗୁଡିକରୁ, ଆପଣ ନିଶ୍ଚିତ ଭାବରେ

ନଣନ୍ଦ ଶ୍ୱେତାଙ୍କ ଯୋଗୁ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ସମ୍ପର୍କରେ ଫାଟ !

ଅଲଗା ହେବେ କି ବଲିଉଡର ବହୁ ଚର୍ଚ୍ଚିତ ଯୋଡି ଅଭିଷେକ-ଐଶ୍ୱର୍ଯ୍ୟା । ଚର୍ଚ୍ଚାରେ ଏମାନଙ୍କ ଛାଡପତ୍ର ଖବର । ବାରମ୍ୱାର ଏନେଇ ଗସିପ୍‌ ହେଉଥିବାବେଳେ ଉଭୟ କିନ୍ତୁ ଏନେଇ ମୁହଁ ଖୋଲୁନାହାଁନ୍ତି । ପୂର୍ବରୁ ବି ଅନେକ ବାର ସେମାନଙ୍କ ଅଲଗା ହେବାର ଖବର ନଜର ଆସେ । ବଲିଉଡ୍‌ ଅଭିନେତ୍ରୀ ତଥା

ଅନନ୍ତଙ୍କ ହାତ ଧରିଲେ ରାଧିକା

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଶୁକ୍ରବାର ବିଶିଷ୍ଟ ବ୍ୟବସାୟୀ ବୀରେନ୍‌ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁମ୍ବାଇର ଜିଓ ଓ୍ବାଲର୍‌ଡ କନ୍‌ଭେନ୍‌ସନ ସେଣ୍ଟରରେ ଆୟୋଜିତ ଏହି ହାଇପ୍ରୋଫାଇଲ୍‌ ବିବାହ