Browsing Category

ମନୋରଂଜନ

ଆଉ ନାହାନ୍ତି ଲୋକପ୍ରିୟ ଫିଲ୍ମ ନିର୍ମାତା କୁମାର ଶାହାନୀ

ଚଳଚ୍ଚିତ୍ର ନିର୍ମାତା କୁମାର ସାହନିଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ସାହନିଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ମୀତା ବଶିଷ୍ଠ କହିଛନ୍ତି ଯେ ଶନିବାର ରାତିରେ କୋଲକାତାର ଏକ ଡାକ୍ତରଖାନାରେ ନିର୍ଦ୍ଦେଶକଙ୍କର ମୃତ୍ୟୁ ଘଟିଛି।ଭାରତୀୟ ସମାନ୍ତରାଳ ସିନେମାର ଏକ ବଡ଼ ବ୍ୟକ୍ତିତ୍ୱ କୁମାର

କିଏ ସେ ଅଜଣା ବ୍ୟକ୍ତି ରେଷ୍ଟୁରାଣ୍ଟରେ ଯିଏ ସୋନୁଙ୍କ ବିଲ୍‌ ପୈଠ କଲେ

ନିକଟରେ ସୋନୁ ରାତ୍ରୀ ଭୋଜନ ପାଇଁ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ଯେତେବେଳେ ସେ ବିଲ୍‌ ପେ କରିବାକୁ ଗଲେ ଜାଣିବାକୁ ପାଇଲେ ଯେ, ଜଣେ ଅପରିଚିତ ବ୍ୟକ୍ତି ତାଙ୍କର ପୁରା ବିଲ ପୈଠ କରିଛନ୍ତି। ଏଥିସହ ବ୍ୟକ୍ତି ଜଣକ ଅଭିନେତାଙ୍କ ପାଇଁ ଏକ ସୁନ୍ଦର ନୋଟ ମଧ୍ୟ ଶେୟାର କରିଛନ୍ତି।ସୋନୁ ସୁଦ

ରକୁଲ୍ ଏବଂ ଜ୍ୟାକିଙ୍କୁ ବିବାହ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ରକୁଲ୍ ପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀ ପରସ୍ପରଙ୍କୁ ଜୀବନସାଥି କରିଛନ୍ତି । ଦୁହେଁ ବୁଧବାର ପରିବାର ଏବଂ ନିଜ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁଇ ସେଲିବ୍ରେଟିଙ୍କ ବିବାହ ଫଟୋ ସାମନାକୁ ଆସିବା ପରେ ଏବେ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି ।ତେବେ

‘Bhool Bhulaiyaa 3’ରୁ ଆଉଟ୍‌ ହେଲେ କିଆରା

ଫିଲ୍ମ ଭୁଲ ଭୁଲେୟାର ଉଭୟ ପାର୍ଟର ଲୋକପ୍ରିୟତା ଦେଖି ନିର୍ମାତା ଭୁଲ ଭୁଲେୟା ୩ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେଁ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲାନଙ୍କ ନାମ ଷ୍ଟାର କାଷ୍ଟରେ ନିଶ୍ଚିତ ହୋଇସାରିଛି।କାର୍ତ୍ତିକ ନିଜେ ଇନଷ୍ଟାରେ ଫଟୋ ସେୟାର୍‌ କରି ତାଙ୍କ ଫିଲ୍ମର ମିଷ୍ଟ୍ରି

ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ ବିବାହ ବନ୍ଧନରେ ବାନ୍ଧି ହେଲେ

ବଲିଉଡର ବହୁ ଚର୍ଚ୍ଚିତ ପ୍ରେମୀ ଯୁଗଳ ରକୁଲ ପ୍ରୀତ ସିଂ ଓ ଜ୍ୟାକି ଭଗବାନୀ ଆଜି ଗୋଆରେ ଦୁଇଟି ଭିନ୍ନ ଭିନ୍ନ ରୀତିନୀତିରେ ବିବାହ କରିଛନ୍ତି। ଏହି ଯୋଡ଼ି ଅନ୍ତରଙ୍ଗ ବନ୍ଧୁ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଆଇଟିସି ଗ୍ରାଣ୍ଡ ସାଉଥ ଗୋଆରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ

ଟେଲି ଅଭିନେତା ଋତୁରାଜ୍‌ ସିଂଙ୍କ ଦେହାନ୍ତ

ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂହ(୫୯)ଙ୍କ ପରଲୋକ ଘଟିଛି। ସୋମବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବର୍ତ୍ତମାନର ଲୋକପ୍ରିୟ ଟେଲିଭିଜନ ଶୋ ଅନୁପମାରେ ରିତୁରାଜ ସିଂଙ୍କୁ ଦେଖିବାକୁ ମିଳିଥିଲା। ଅଭିନେତାଙ୍କର ହଠାତ୍‌ ପରଲୋକ ହେବାର ଖବର ଶୁଣିବା

ବରୁଣ ଧାୱନ ଖୁବ୍ ଶୀଘ୍ର ପିତା ହେବାକୁ ଯାଉଛନ୍ତି।

ବରୁଣ ଧାୱନ ଏବଂ ନତାଶା ଦଲାଲ୍‌ ଖୁବ୍‌ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଦମ୍ପତିଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛି। ଏକ ପଟୋ ସେୟାର କରି ବରୁଣ ଏହା ପ୍ରକାଶ କରିଛନ୍ତି। ଅଭିନେତା ନିଜେ ତାଙ୍କ ପ୍ରଶଂସକଙ୍କୁ ତାଙ୍କ ପତ୍ନୀଙ୍କ ଗର୍ଭଧାରଣ ବିଷୟରେ ସୂଚନା ଦେଇଛନ୍ତି। ବରୁଣ ଏବଂ

କାହିଁକି ହେଲା ରଶ୍ମିକାଙ୍କର ଫ୍ଲାଇଟ୍‌ର ହେଲା ଜରୁରୀକାଳିନ ଅବତରଣ

ଦକ୍ଷିଣର ଜଣାଶୁଣା ଅଭିନେତ୍ରୀ ରଶ୍ମିକା ମନ୍ଦନା। ସୋସିଆଲ ମିଡିଆରେ ସେ ବହୁତ ଆକ୍ଟିଭ୍‌ । ରଶ୍ମିକା ତାଙ୍କ କିଛି ନା କିଛି ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ଅପଡେଟ୍‌ ଦିଅନ୍ତି। ତେବେ ତେଲଗୁ, ତାମିଲ ଏବଂ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଶ୍ରଦ୍ଧା ଦାସ

ଫିଲ୍ମ ନିର୍ମାତା ରାଜ କୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ 

‘ଘାତକ’ ଏବଂ ‘ଘାୟଲ’ ଭଳି ସୁପରହିଟ ଚଳଚ୍ଚିତ୍ର ନିର୍ମାଣ କରିଥିବା ଜଣାଶୁଣା ବଲିଉଡ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଶନିବାର ଜାମନଗର କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ତାଙ୍କୁ ୨ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜକୁମାର

ଅନୁଭବଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ

ଅନୁଭବ ମହାନ୍ତିଙ୍କ ପିତୃ ବିୟୋଗ । ଓଲିଉଡ୍‌ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ହୋଇଛି । ୭୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅନୁଭବଙ୍କ ବାପା।ଦୀର୍ଘଦିନ ଧରି ଅଭୟ କୀଡନି ରୋଗରେ ପୀଡ଼ିତ ଥିଲେ। ତାଙ୍କର ଡାଇଲିସିସ୍‌ ଚାଲିଥିଲା।

ପୂର୍ବ ସ୍ଵାମୀ ଅମୀରଙ୍କ ସହ କେବେ ହୋଇନାହିଁ ମତଭେଦ

କିରଣ ରାଓ ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ର ଲାପତା ଲେଡିଜ୍ ପାଇଁ ଚର୍ଚ୍ଚାରେ ଅଛନ୍ତି। କିରଣଙ୍କ ସହ ଅମୀର ଖାନ ମଧ୍ୟ ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଫିଲ୍ମର ଟ୍ରେଲରକୁ ଦର୍ଶକମାନେ ଖୁବ୍‌ ପସନ୍ଦ କରିଛନ୍ତି । ତେବେ ନିକଟରେ ଫିଲ୍ମ ପ୍ରମୋସନ ପାଇଁ ଆସିଥିବା କିରଣ ଏକ ସାକ୍ଷାତକାରରେ

ଓଲିଉଡର ଭେଟେରାନ ଅଭିନେତା ଚକ୍ରଧର ଜେନାଙ୍କ ଦେହାନ୍ତ

ଓଲିଉଡର ଭେଟେରାନ ଅଭିନେତା ଚକ୍ରଧର ଜେନା ଆଉ ନାହାନ୍ତି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଫୁସଫୁସ ଜନିତ ସଂକ୍ରମଣରେ ପୀଡ଼ିତ ଥିଲେ ଚକ୍ରଧର। ଦୀର୍ଘ ୨୩ ଦିନ ହେବ ଏମ୍ସ ଆଇସିୟୁରେ ରଖାଯାଇ ଚିକିତ୍ସା