Browsing Category

ମନୋରଂଜନ

ଖୁସ୍‌ବୁ ସୁନ୍ଦର ହେଲେ ଜାତୀୟ ମହିଳା ଆୟୋଗ ସଦସ୍ୟ|

ଭାଜପା ନେତା ତଥା ଅଭିନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କୁ ଜାତୀୟ ମହିଳା ଆୟୋଗ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଭାଜପାର ଜାତୀୟ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଖୁସ୍‌ବୁ ନିଯୁକ୍ତିର ବିଜ୍ଞପ୍ତିକୁ ଟୁଇଟରରେ ପୋଷ୍ଟ କରି ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ…

ଏ ମାଟି ରେ ଶ୍ରୀରାମ ପଣ୍ଡା ଙ୍କ ଜନ୍ମ ଏ ମାଟିର ଅନେକ କଳାକାର ଆଜି ଓଡ଼ିଆ

ଏ ମାଟି ରେ ଶ୍ରୀରାମ ପଣ୍ଡା ଙ୍କ ଜନ୍ମ ଏ ମାଟିର ଅନେକ କଳାକାର ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ନିଜର ପ୍ରତିଭା ବଳରେ ବହୁ ସୁନାମ ଅର୍ଜନ କରିଛନ୍ତି, ସେହିଭଳି ଆମ ମାଟିରେ ଜନ୍ମିତ ସୁନା ଝିଅ ଇପ୍ସିତା ପଣ୍ଡା ରାଜ୍ୟ ସଂଗୀତ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ସିଦ୍ଧାର୍ଥ…

ସାମ୍ନାକୁ ଆସିଲା ହେରା ଫେରି-୩ ସେଟ୍‌ରୁ ପ୍ରଥମ ଫଟୋ

ବଲିଉଡ୍ ଖିଲାଡି କୁମାର ଅକ୍ଷୟ । ବର୍ତ୍ତମାନ ତାଙ୍କର ଅଭିନୀତ ଫିଲ୍ମ ହେରା ଫେରୀ -୩ର ଶୁଟିଂ ଆରମ୍ଭ ହୋଇଛି। ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲ ବି ଏହି ଫିଲ୍ମର ଅଂଶ । ଏବେ ଏହି ତିନି କଳାକାରଙ୍କ ଫଟୋ ସାମ୍ନାକୁ ଆସିଛି। କହାଯାଉଛି କି ଏହା ହେରା ଫେରି-୩ର ସେଟ୍‌ରୁ ଆସିଛି। ଫିଲ୍ମରେ…

ଚିତ୍ରକାର ଲଳିତା ଲାଜମୀଙ୍କ ପରଲୋକ

ସୋମବାର ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଲଳିତା ଲାଜମୀ ନିର୍ଦେ୍ଦଶକ-ଅଭିନେତା ଗୁରୁ ଦତ୍ତଙ୍କ ଭଉଣୀ। ସେ ଆମୀର ଖାନ୍‌ଙ୍କ ଫିଲ୍ମ ‘ତାରେ ଜମିନ୍‌ ପର୍‌’ରେ କାମ କରିଥିଲେ| ଏହା ପରେ ସୋସିଆଲ ମିଡିଆରେ ଲଳିତା ଲାଜମିଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ…

ରାକ୍ଷି ସାୱନ୍ତଙ୍କ ମାଆ ଜୟାଙ୍କର ଶନିବାର ରାତିରେ ପରଲୋକ ହୋଇଛି ।

‘ବିଗ ବସ’ ଫେମ ଅଭିନେତ୍ରୀ ରାକ୍ଷି ସାୱନ୍ତଙ୍କ ମାଆ ଜୟାଙ୍କର ଶନିବାର ରାତିରେ ପରଲୋକ ହୋଇଛି । ବ୍ରେନ ଟ୍ୟୁମରେ ପୀଡ଼ିତ ଥିବା ଜୟାଙ୍କର ଦୀର୍ଘଦିନ ହେବ ଚିକିତ୍ସା ଚାଲିଥିଲା । ରାକ୍ଷୀ ନିଜେ ତାଙ୍କ ମାଙ୍କ ଦେହାନ୍ତ ଖବରକୁ ନିଶ୍ଚିତ କରିଛନ୍ତି।ଏନେଇ ରାକ୍ଷୀ କହିଛନ୍ତି ତାଙ୍କ ମାଆଙ୍କର…

ୟୁଏସ୍‌ଏର ଆର ୱନି ଗ୍ରେବ୍ରିଏଲ ଜିତିଛନ୍ତି ମିସ୍‌ ୟୁନିଭର୍ସ ୨୦୨୨ର ଟାଇଟେଲ୍।

ଆମେରିକାର ଲୁଇସିଆନା ନ୍ୟୁ ଅର୍ଲେଆନ୍ସ ସହରରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତାର ଫାଇନାଲ । ମିସ୍‌ ୟୁନିଭର୍ସ ୨୦୨୨ ଘୋଷଣା ହୋଇଯାଇଛି। ଆମେରିକାର ଆର୍‌ ବୋନୀ ଗେବ୍ରିଏଲ୍ ‘ମିସ୍‌ ୟୁନିଭର୍ସ ୨୦୨୨’ ମୁକୁଟ ପିନ୍ଧିଛନ୍ତି। ବିଶ୍ୱରୁ ୮୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ଗେବ୍ରିଏଲ୍ ଏହି…

କପଡା ଯୋଗୁ ମୋ ଦେହରେ ଆଲର୍ଜି ହୁଏ ତେଣୁ ଛୋଟ ଡ୍ରେସ୍ ପିନ୍ଧେ।

ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚିତ ଚେହେରା ଉର୍ଫି ଜାଭେଦ । ଯିଏ ଏବେ ସେ ତାଙ୍କ ଭିନ୍ନ ଡ୍ରେସିଂ ସେନ୍ସକୁ ନେଇ ଖୁବ୍ ଚର୍ଚ୍ଚାରେ । ସେ ତାଙ୍କର ସିଭଲିଙ୍ଗ ଡ୍ରେସେସରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଏଥିପାଇଁ ଅନେକ ଥର ସେ ଟ୍ରୋଲର ବି ଶିକାର ହୋଇଛନ୍ତି । କିନ୍ତୁ ଉର୍ଫି ବାଧ୍ୟାତା…

ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା ନିମନ୍ତେ ପ୍ରଥମ କରି ଏଥର ଯାତ୍ରା ପାର୍ଟିଗୁଡିକ ପାଇଁ ବିଏମ୍‌ସି ଗାଇଡ୍‌ଲାଇନ୍‌ ଜାରି…

ଆସନ୍ତା ୨୮ରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା। ୨୮ରୁ ଫେବୃୟାରୀ ୧୦ ପର୍ଯ୍ୟନ୍ତ ଯାତ୍ରା ଚାଲିବାକୁ ଥିବାବେଳେ ୩୦ରୁ ୬ ତାରିଖ ପର୍ଯ୍ୟନ୍ତ କୁମ୍ଭମେଳା ଆୟୋଜନ କରାଯିବ। ଏହାକୁ କିପରି ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଢଙ୍ଗରେ କରାଯିବ ସେ ନେଇ ଗତ ଶନିବାର ବିଏମ୍‌ସି…

ସାପୁଆ କେଳା ବିନ୍‌ ବଜାଇବା ମାତ୍ରେ ବାହାରକୁ ଚାଲିଆସୁଛନ୍ତି ବ୍ୟକ୍ତି। ଆଉ ତାପରେ ନାଚ।

ଭାଇରାଲ୍‌ ହେଉଥିବା ଭିଡିଓରେ ସାପୁଆ କେଳା ବିନ୍‌ ବଜାଇବା ମାତ୍ରେ ବାହାରକୁ ଚାଲିଆସୁଛନ୍ତି ବ୍ୟକ୍ତି। ସାପ ବଦଳରେ ସେ ବାହାରକୁ ଆସି ଏକଦମ୍‌ ସାପ ପରି ହେଉଛନ୍ତି। ଅର୍ଥାତ୍‌ ଦୁଇ ହାତରେ ସାପ ଫଣା କରି ସେ ବିନ୍‌ର ତାଳେ ତାଳେ ନାଚୁଛନ୍ତି। ଯାହାକୁ ଦେଖିବା ପରେ ଆଖ ପାଖରେ ଉପସ୍ଥିତ…

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କରିବେ ଫିଲ୍ମ।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ମଇଦାନରେ ନିଜ ଚମତ୍କାରିତା ଦେଖାଇବା ପରେ କ୍ୟାପ୍ଟେନ ବଏ ଏବେ ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି। ସୂଚନା ଅନୁସାରେ, ମହେନ୍ଦ୍ର ସିଂହ ଧୋନି ନିର୍ମାତା ଭାବେ ଚଳଚ୍ଚିତ୍ର ଜଗତରେ ପାଦ ଦେବେ। ବିଶେଷ ସୂତ୍ରରୁ…

ମନେ ପଡ଼ନ୍ତି ସେ ମହାନ୍ ଗୀତିକାର, ଗାୟକ ଓ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି। ତାଙ୍କର ଆଜି ଜନ୍ମ ଦିନ।

ଅକ୍ଷୟ କୁମାର ମହାନ୍ତି (ଖୋକା ଭାଇ), ଅକ୍ଟୋବର 12, 1937 ରେ ଜନ୍ମଗ୍ରହଣ କରିଥିଲେ। ଗୋଟିଏ ଧାଡିରେ ଜଣେ ଗାୟକ, ସଙ୍ଗୀତ ରଚନା, ଗୀତିକାର ଏବଂ ନିର୍ଦ୍ଦେଶକ ଥିଲେ।ଶ୍ରୀ ମହାନ୍ତି ପ୍ରାୟ ହଜାର ରୁ ଅଧିକ ଗୀତ ରଚନା କରିଥିଲେ ଏବଂ ଶହ ଶହ ସୁପର ହିଟ୍ ଚିର ସବୁଜ ଓଡିଆ ଗୀତ ଲେଖିଥିଲେ ଓ…

ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟକ କେ.କେ କୋଲକାତାରେ ଅଭିନୟ କରିବା ପରେ ହୃଦଘାତରେ ଦେହାନ୍ତ।

ଗାୟକ କେ.କେ ମଙ୍ଗଳବାର କୋଲକାତାରେ ହଠାତ୍ ଦେହାନ୍ତ କରିଛନ୍ତି। କେ.କେ ଏକ କନ୍ସର୍ଟରେ ଯୋଗଦେବା ପାଇଁ କୋଲକାତା ଯାଇଥିଲେ। ପ୍ରଦର୍ଶନ ପରେ ସେ ହୃଦଘାତରେ ପୀଡିତ ହୋଇଥିଲେ। ତାଙ୍କୁ ତୁରନ୍ତ ସିଏମଆରଆଇ ହସ୍ପିଟାଲକୁ ଅଣାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।…