Browsing Category

ମନୋରଂଜନ

ମହିଳାଙ୍କୁ ଘୋଷାଡି ଘୋଷାଡି ମାଡ଼, ବଦଳିଲେ ଜଣେ ଏଏସଆଇ ସମେତ ୩ଜଣ ପୋଲିସ କର୍ମଚାରୀ ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ମହିଳାଙ୍କୁ ଘୋଷାଡି ଘୋଷାଡି ମାଡ଼ ମାରିବା ଘଟଣାରେ ଭଦ୍ରକ ପୋଲିସ ହେଡକ୍ୱାଟର୍ସକୁ ତିନି ପୋଲିସ କର୍ମଚାରୀଙ୍କୁ ବଦଳି କରାଯାଇଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ନିଲମ୍ବନ ପାଇଁ ଚାନ୍ଦବାଲି ବାସୀ ଦାବି କରିଛନ୍ତି ।ଜଣେ ଏଏସ୍ଆଇ, ଜଣେ

ମହଙ୍ଗା ପଡିଲା ବିଷଧର ନାଗ ସାପ ସହ ଖେଳ । 

ସର୍ପ ଦଂଶନରେ ସାପ ଧରାଳୀ ମୃତ। ଏଭଳି ଏକ ଅଘଟଣ ସୋମବାର ସାମ୍ନାକୁ ଆସିଛି। ବୀରମହାରାଜପୁର ଥାନା ଚମ୍ପାମାଳରେ ଜଣଙ୍କ ଘରୁ ସାପ ଧରିଥିଲେ ସାପ ଧରାଳୀ । ସାପ ଧରି କୌଣସି କାମରେ ଥାନାକୁ ଆସିଥିବା ବେଳେ ସେଠାରେ ତାଙ୍କୁ ସର୍ପ ଦଂଶନ କରିଥିଲା।ମିଳିଥିବା ସୂଚନା ମୁତାବକ, ସାପ ଧରାଳି ଗୌର

କୋଟିଏ ପାଇଁ ନିଜ ଭାଇକୁ ଚୂନ ଲଗାଇବାକୁ ଭଉଣୀର ଉଦ୍ୟମ

ଟଙ୍କା ଲୋଭରେ ନିଜକୁ ଅପହରଣ କରିବାକୁ ବି ପଛାଇ ନାହାନ୍ତି ଜଣେ ମହିଳା। ସ୍ବାମୀ ପରିତ୍ୟକ୍ତା ସ୍ମୃତିରେଖା ପାଣି ବେଙ୍ଗାଲୁରୁରେ ରହୁଥିବା ନିଜ ଟ୍ରେଡର ଭାଇଙ୍କଠାରୁ କୋଟିଏ ଟଙ୍କା ଠକିନେବାକୁ ଅପହରଣ ନାଟକ ରଚିଥିଲେ। ସେ ପ୍ରେମିକଙ୍କ ସହ ରାଜସ୍ଥାନ ପଳାଇଯିବାକୁ ଯୋଜନା କରିଥିଲେ। ହେଲେ

 ଏନବିଡବ୍ଲୁ ମାମଲାରେ ହାଜରହେଲେ ଅନୁଭବ ମହାନ୍ତି ।

ଏନବିଡବ୍ଲୁ ମାମଲାରେ ହାଜରହେଲେ ଅନୁଭବ ମହାନ୍ତି । ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଛନ୍ତି ଅନଭବ । ଆଉ ୨ ସହଯୋଗୀଙ୍କ ନାଁରେ ବି ଚାର୍ଜଫ୍ରେମ୍ ହେଲା । ଘରୋଇ ହିଂସା ଅଭିଯୋଗରେ ଚାର୍ଜଫ୍ରେମ୍ ହେଲା । ଏହି ମାମଲାକୁ ନେଇ ପୂର୍ବରୁ ଏନ୍‌ବିଡବ୍ଲୁ ଜାରି ହୋଇଥିଲା । କୋର୍ଟରେ ହାଜର ନହେଉଥିବା

ଶେଷ ନିଃଶ୍ୱାସ ନେବା ପୂର୍ବରୁ ଥରୁଟିଏ ସରପଞ୍ଚ ହେବି :ସିଦ୍ଧାନ୍ତ

ବ୍ରହ୍ମପୁରରୁ ଦୁଇ ଦୁଇ ଥର ସାଂସଦ ହୋଇଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏଥର ଦିଗପହଣ୍ଡିରୁ ବିଧାୟକ ହୋଇଛନ୍ତି। ବିଧାୟକଭାବେ ଶପଥ ନେବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ବହୁତ କମ୍‌ ଲୋକଙ୍କ ଭାଗ୍ୟରେ ଥାଏ ଉଭୟ ସାଂସଦ ଓ ବିଧାୟକ ଭାବେ ନିର୍ବାଚିତ ହେବା। ତେବେ ଆମ ମୁଖ୍ୟମନ୍ତ୍ରୀ

ଭାଇରାଲ ଆଟାକ୍‌ର ଶିକାର ହେଲେ Alka Yagnik

ପ୍ରସିଦ୍ଧ ଗାୟିକା ଅଲ୍‌କା ୟାଗ୍ନିକ ବିରଳ ସ୍ଵାସ୍ଥ୍ୟ ସମସ୍ୟାରେ ପୀଡ଼ିତ। ପ୍ରାୟ ୪ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ନିଜ ଗୀତ ଜରିଆରେ ଲୋକଙ୍କ ମନୋରଞ୍ଜନ କରି ଆସୁଥିବା ଅଲ୍‌କା ୟାଗ୍ନିକ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ଏନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ଶୁଣିବାକୁ ସକ୍ଷମ

ବିବାହ କଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ

ବିବାହ ବନ୍ଧନରେ ବାନ୍ଧି ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ଅରୁଣ ନେଦରଲାଣ୍ଡରେ ବିବାହ କରିଛନ୍ତି । ଏନେଇ ତାଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ସୋସିଆଲ ମିଡିଆରେ ଅରୁଣଙ୍କ ବିବାହର ଫଟୋ ସେୟାର କରି ସୂଚନା ଦେଇଛନ୍ତି ।ଫଟୋରେ ଅରୁଣ ବିଦେଶୀ

ଅଭିନେତ୍ରୀ ନୁର ମାଲାବିକା ଦାସଙ୍କ ମୃତ୍ୟୁ

ସିନେମା ଦୁନିଆରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଅଭିନେତ୍ରୀ କାଜୋଲଙ୍କ ସହିତ ୱେବସିରିଜ‌ ‘ଦ ଟ୍ରାଏଲ’ରେ କାମ କରି ସାରିଥିବା ଅଭିନେତ୍ରୀ ତଥା କତର ଏୟାରୱେଜର ପୂର୍ବତନ ଏୟାର ହଷ୍ଟେସ ନୁର ମାଲାବିକା ଦାସଙ୍କର ମୃତଦେହକୁ ପୁଲିସ ତାଙ୍କ ବାସଭବନରୁ ଉଦ୍ଧାର କରିଛି।କୁହାଯାଉଛି କି,

୮୭ ବର୍ଷରେ ଆଖି ବୁଜିଲେ ରାମୋଜୀ ରାଓ

ରାମୋଜୀ ଫିଲ୍ମ ସିଟିର ବାଦଶାହା କୁହାଯାଉଥିବା ତଥା ଦେଶର ସବୁଠୁ ବଡ ଫିଲ୍ମ ସିଟିର ମାଲିକ ରାମୋଜୀ ରାଓଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ରାମୋଜି ଗ୍ରୁପ୍ ଅଫ୍ କମ୍ପାନି ସହ ଦୀର୍ଘଦିନ ଧରି ଜଡ଼ିତ ଥିବା ରାମୋଜୀ ରାଓଙ୍କର ଶନିବାର ଭୋର ୩ଟା ୪୫ ସମୟରେ

ବଲିଉଡ ଅଭିନେତ୍ରୀ ତଥା ମଣ୍ଡିର ବିଜେପି ସାଂସଦ କଙ୍ଗନା ରାଣାୱତ ଖାଇଲେ ଚାପୁଡ଼ା।

ଗୁରୁବାର ଚଣ୍ଡୀଗଡ ଏୟାରପୋର୍ଟରେ ଦିଲ୍ଲୀ ଯିବା ସମୟରେ ଜଣେ ସିଆଇଏସଏଫ୍ ଯବାନ କଙ୍ଗନାଙ୍କୁ ଚାପୁଡା ମାରିଛନ୍ତି । କଙ୍ଗନାଙ୍କୁ ଚାପୁଡା ମାରିବା ପରେ ଉକ୍ତ ସିଆଇଏସଏଫ୍ ଯବାନଙ୍କୁ ହେପାଜତକୁ ନିଆଯାଇଛି । ତେବେ କଙ୍ଗନାଙ୍କ ଅଭିଯୋଗ ମୁତାବକ, ସେ ଦିଲ୍ଲୀ ଯିବା ପାଇଁ ଚେକିଂ କରିବା ସହ ବୋଡିଂ

ହାରିଗଲେ ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ,ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଅମର ନାୟକ ।

ବଡଚଣାରେ କାମ ଦେଲାନି ବିଜେଡିର ସେଲିବ୍ରିଟି କାର୍ଡ । ବର୍ଷା ପ୍ରିୟଦର୍ଶିନୀଙ୍କୁ ହରାଇ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଅମର ନାୟକ । ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ବର୍ଷାଙ୍କୁ ପଛରେ ପକାଇ ଅମରଙ୍କ ଗାଡି ଆଗେଇ ଯାଇଥିଲା । ଆଉ ଶେଷରେ ସେ ବିଜୟୀ ଲାଭ କରିଛନ୍ତି । ବଡଚଣାରେ ବିଜେଡିର

କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ

ଓଡ଼ିଶାର ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଶନିବାର ପରଲୋକ ହୋଇଛି। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ୮୮ ବର୍ଷ ବୟସରେ ନିଜ ପୈତୃକ ଘର ବୈଦରାଜ ସାହିରେ ତାଙ୍କର ପରଲୋକ ଘଟିଛି। ଦୀର୍ଘଦିନରୁ ସେ ରୋଗାଗ୍ରସ୍ତ ଥିଲେ। ମାଗୁଣିଙ୍କ