Browsing Category

ମନୋରଂଜନ

ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ୩ଜଣଙ୍କୁ ବିବାହ

ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ। ଶାରୀରିକ ସମ୍ପର୍କ ରଖିବା ସହ ସେମାନଙ୍କଠାରୁ ଟଙ୍କା ଠକି ନେଉଥିଲେ। ଖଣ୍ଡଗିରି ପୋଲିସ ଏଭଳି ଜଣେ ନକଲି ପୋଲିସ ଅଫିସରଙ୍କୁ ଗିରଫ କରିଛି । ତାର ନାଁ ସୁବାସ ଚନ୍ଦ୍ର କହଁର । ଘର ଭଦ୍ରକ । ସେ ନିଜକୁ

ଖୁବ୍ ଶୀଘ୍ର ବନ୍ଦେ ଭାରତ ଟ୍ରେନରେ ଲାଗିବ ସ୍ଲିପର କୋଚ୍

ଦେଶରେ ‘ବନ୍ଦେଭାରତ’ ଟ୍ରେନ ଗଡିବା ପରଠାରୁ ଯାତ୍ରୀଙ୍କୁ ୱାର୍ଲଡ କ୍ଲାସ୍ ରେଳ ସୁବିଧା ଅନୁଭବ ହେଉଛି। ଯିଏ ବି ଏହି ଟ୍ରେନରେ ଯାତ୍ରା କରୁଛି ଏହାର ପ୍ରଶଂସା ନ କରି ରହିପାରିନି।କିନ୍ତୁ ବର୍ତ୍ତମାନ ଭାରତୀୟ ରେଳବାଇ ସ୍ଲିପର୍ ବନ୍ଦେ ଭାରତ ଟ୍ରେନ ଲଞ୍ଚ କରିବାକୁ ଯୋଜନା କରୁଛି ଏବଂ ଏହା

ୱେଷ୍ଟ ବେଙ୍ଗଲର ଅଲିପୁର ଜୁୁ ନନ୍ଦନକାନନକୁ ଆସିଛନ୍ତି ଦୁଇ ଜିରାଫ ।

ୱେଷ୍ଟ ବେଙ୍ଗଲର ଅଲିପୁର ଜୁୁ ନନ୍ଦନକାନନକୁ ଆସିଛନ୍ତି ଦୁଇ ଜିରାଫ । ଦୁହିଁଙ୍କୁ ଆଣିବାକୁ ଗୋଟେ ସ୍ୱତନ୍ତ୍ର ଦଳ ଓଡିଶାରୁ ଯାଇଥିଲେ । ସେମାନେ ୩୧ ଅଗଷ୍ଟରେ ଅଲିପୁରରୁ ବାହାରି ଗୋଟେ ୧୬.୫ ଫିଟ ଉଚ୍ଚ ବାକ୍ସର ବ୍ୟବସ୍ଥା କରାଯାଇଥିଲା ।ଦୁଇ ଜିରାଫଙ୍କ ମଧ୍ୟରେ ଗୋଟିଏ ଦେଢ଼ ବର୍ଷର ପୁରୁଷ ଓ

ଯୁବକରୁ ଯୁବତୀ ପାଲିଟିଛନ୍ତି ବାଲେଶ୍ୱରର ରିଙ୍କି ବାରିକ

ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ। ସମାଜରେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ସହ ଅବହେଳିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ବାଲେଶ୍ବର ଜିଲା ଜଳେଶ୍ବର ବ୍ଲକ

ୟୁନିଭର୍ସିଟି କ୍ୟାମ୍ପସରେ ବିଶାଳ ବଉଳା କୁମ୍ଭୀର ।

ଗୁଜୁରାଟରେ ଏବେ ଭୀଷଣ ବନ୍ୟା ପରିସ୍ଥିତି ଥିବାବେଳେ ରାସ୍ତାଘାଟ ଓ ସହର ସବୁ ବନ୍ୟା ପାଣିରେ ବୁଡିଛି । ଏଭଳି ସ୍ଥିିତିରେ ଜଳଚର ପ୍ରାଣୀ ଲୋକବସତି ଭିତରକୁ ପଶିଆସୁଥିବା ଲକ୍ଷ୍ୟ କରାଯାଉଛି ।ତେବେ ବର୍ଷା କାରଣରୁ ବିଭିନ୍ନ ସ୍ଥାନରୁ କୁମ୍ଭୀର ଉଦ୍ଧାର ହେବାର ଲାଗିଛି। ଜରାଟର ମହାରାଜା

ଆସିଲା ନୂଆ ତାଲିକା: ଜାଣନ୍ତୁ ଦେଶର ୧୦ ସବୁଠୁ ଧନୀ ବ୍ୟକ୍ତି କିଏ ?

ପ୍ରକାଶ ପାଇଛି ଭାରତର ୩୩୪ ବିଲିୟନେୟାରଙ୍କ ତାଲିକା । ଯେଉଁଥିରେ ପୁଣିଥରେ ବାଜି ମାରିଛନ୍ତି ଶିଳ୍ପପତି ଗୌତମ ଆଦାନୀ ଶୀର୍ଷରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମାଲିକ ମୁକେଶ ଅମ୍ବାନୀ । ଏହାର ଅର୍ଥ ହେଉଛି ଗୌତମ ଆଦାନୀ ହୁରୁନ୍ ଧନୀ ତାଲିକାରେ ଭାରତର

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ କଟକର ପୁଅ ସାଇ ସୌରଭ

କଟକ, ତା୨୬।୦୮ : ମହାନଦୀବିହାର ବାସିନ୍ଦା ସମାଜସେବୀ ସଞ୍ଜୟ ଜେନା ଓ ଶିକ୍ଷାବିତ ଦେବର୍ଷୀ ରାଉତଙ୍କ ସୁପୁତ୍ର ସାଇ ସୌରଭ ଜେନା ୧୭ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ୨୦୨୪ ମସିହାରେ ଏହି ସଫଳତା ପାଇବାରେ ସାଇ ସୌରଭ ଓଡ଼ିଶାର ପ୍ରଥମ ଛାତ୍ର ଅଟନ୍ତି ।

ନାଗାର୍ଜୁନଙ୍କ ଉପରେ ବୁଲଡୋଜର ଆକ୍ସନ!

ତେଲୁଗୁ ଅଭିନେତା ନାଗାର୍ଜୁନ ଅକ୍କିନେନିଙ୍କ ଘରେ ଚାଲିଛି ବୁଲଡୋଜର। ଯଦିଓ ଏହା ତାଙ୍କ ବାସଭବନ ନୁହେଁ, ତେବେ ୧୦ ଏକର ଜାଗାରେ ତିଆରି ହୋଇଥିବା ନାଗାର୍ଜୁନଙ୍କ ଏନ. କନଭେନ୍‌ସନ ହଲକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଖବର ଅନୁଯାୟୀ, ସ୍ଥାନୀୟ ଜଳଭଣ୍ଡାର ତାମିଡି ଚେରେଭୁଙ୍କୁ

ନିଶାଶକ୍ତ ଅବସ୍ଥାରେ ସ୍କୁଲ ଆସିଲେ ଶିକ୍ଷକ । ପାଠ ପଢାଇବେ କଣ…

ନିଶାଶକ୍ତ ଅବସ୍ଥାରେ ସ୍କୁଲ ଆସିଲେ ଶିକ୍ଷକ । ପାଠ ପଢାଇବେ କଣ, ସିଧା ଶୋଇପଡ଼ିଲେ। ସୋସିଆଲ ମିଡିଆରେ କାମାକ୍ଷନଗର ନିକଟ ନୂଆଟିପିଲେଇ ପ୍ରାଥମିକବିଦ୍ୟାଳୟର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରପ୍ରାସ୍ତ ପ୍ରଧାନ ଶିକ୍ଷକ ସକାଳୁ ସ୍କୁଲ ଆସିଛନ୍ତି । ଆଉ ସ୍କୁଲକୁ

ମେଗାଷ୍ଟାର ବିଜୟ ଥଲାପତି ବର୍ତ୍ତମାନ ରାଜନୀତିରେ ଏଣ୍ଟ୍ରି କରିଛନ୍ତି।

ତାମିଲ ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟ ନିଜ ନୂଆ ଦଳର ପତାକା ଉନ୍ମୋଚନ କରିଛନ୍ତି। ଏହାପୂର୍ବରୁ ଫେବୃଆରୀରେ ବିଜୟ ତାଙ୍କର ନୂତନ ରାଜନୈତିକ ଦଳ 'ତାମିଝାଗା ଭେଟ୍ରିକାଜାଗାମ' (ଟିଭିକେ) ଗଠନ ପାଇଁ ଘୋଷଣା କରିଥିଲେ। ଗୁରୁବାର ଦିନ ସେ ଏହାକୁ ଆହୁରି ଆଗକୁ ନେଇଥିଲେ ଏବଂ

ସୁନାଦର ପୁଣି ହ୍ରାସ ପାଇଛି । 

ସୁନାଦର ପୁଣି ହ୍ରାସ ପାଇଛି । ୨୨ ଏବଂ ୨୪ କ୍ୟାରେଟ ସୁନା ଦର ଦିଲ୍ଲୀର ଗହଣା ବଜାରରେ ହ୍ରାସ ପାଇଛି । ସୁନା ଉପରେ ଥିବା ସୀମା ଶୁଳ୍କକୁ ବଜେଟରେ ହ୍ରାସ କରାଯାଇଛି । ପ୍ରତିଦିନ ଏହାର ପ୍ରଭାବ ସୁନାର ମୂଲ୍ୟ ଉପରେ ପଡୁଛି ।ଦିଲ୍ଲୀ ସହ ଦେଶର ପ୍ରାୟ ୧୨ଟି ସହରରେ ସୁନାଦର ସାମାନ୍ୟ ହ୍ରାସ

ପୋଲିସ୍‌ ବାବୁଙ୍କ ଘରୁ ଚୋରି ହୋଇଗଲା ୧୫ ଲକ୍ଷ

ଉତ୍ତର ପ୍ରଦେଶର ମୌନପୁରୀରେ ଦୁଇଟି ଘରୁ ହୋଇଥିବା ଚୋରି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦୁଇ ଘରୁ ପାଖାପାଖି ୧୫ ଲକ୍ଷ ଟଙ୍କା ଚୋରି ହୋଇଛି । ଏହି ଘଟଣା କରହଲ ପୋଲିସ ଷ୍ଟେସନ ଅଞ୍ଚଳର ବାଲାଜୀ ପୁରାମରେ ଘଟିଛି ।ଚୋରମାନଙ୍କ ଫଟୋ ସିସିଟିଭିରେ କଏଦ ହୋଇଛି ଏବଂ ସିସିଟିଭି ଆଧାରରେ ପୋଲିସ