Browsing Category
ମନୋରଂଜନ
ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି।
କଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁଡାଇ ତୁଡାଇ ପଚରାଉଚରା ଏବଂ ଜେରା କରୁଛି ସିବିଆଇ। ଏହା ପୂର୍ବରୁ ସର୍ବୋଚ୍ଚ ଅଦାଲତ ଜୁନିଅର ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଏବଂ ଡାକ୍ତରଖାନାରେ ଭଙ୍ଗାରୁଜା ମାମଲାରେ ସମସ୍ତ ତଥ୍ୟ ମଗାଇ ଏହାର ଅନୁଧ୍ୟାନ କରିଛନ୍ତି। ଏହି!-->…
ନାବାଳକଙ୍କ ମୁଣ୍ଡ ଉପରେ ଖସି ପଡ଼ିଥିଲା ଏସି; ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ
ରାଜଧାନୀ ଦିଲ୍ଲୀର କରୋଲବାଗ୍ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟଛି । ତିନି ମହଲା ଛାତ ଉପରୁ ଏସସି ଖସିପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଡିବିଜି ରୋଡ୍ ଡୋରିଓ୍ବାଲନ ଅଞ୍ଚଳରେ ଜଣେ ଯୁବକ ବାଇକରେ ବସି ନିଜ ସାଙ୍ଗ ସହିତ କଥା ହେଉଥିବା ବେଳେ ଏଭଳି ଅଘଟଣ ଘଟିଛି । ସତେ ଯେପରି ଆକାଶରୁ!-->…
ରାଖିପୂର୍ଣ୍ଣିମାରେ ବିରଳ ଘଟଣା, ବଦଳିଯିବ ଜହ୍ନ
ରାଖିପୂର୍ଣ୍ଣିମାରେ ଦେଖାଯିବ ବିରଳ ଘଟଣା। ବଦଳିଯିବ ଆକାଶରେ ଜହ୍ନ।ସାଧାରଣ ପୂର୍ଣ୍ଣିମା ଜହ୍ନଠାରୁ ଏହା ୨୫ପ୍ରତିଶତ ଉଜ୍ଜ୍ୱଳ ଓ ୧୦ପ୍ରତିଶତ ବଡ ଦେଖାଯିବ। ଆକାଶ ମେଘମୁକ୍ତ ରହିଲେ ଏହା ଖାଲି ଆଖିରେ ଦେଖି ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ପୂର୍ବତନ ଉପନିର୍ଦେଶକ ଡ.ଶୁଭେନ୍ଦୁ!-->…
ଖଇରପୁଟ କଦମଗୁଡା ଆଶ୍ରମ ସ୍କୁଲରେ ଭୂତ ଭୟ ।
ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ବିଚିତ୍ର ଦୃଶ୍ୟ। ଭୂତ ଭୟରେ ଖାଲି ହୋଇଯାଇଛି ଆଶ୍ରମ ବିଦ୍ୟାଳୟ। ଆଶ୍ରମରେ ଥିବା ୬୪ ଛାତ୍ରୀଙ୍କୁ ଅନତ୍ର ସ୍ଥାନାନ୍ତର କରାଯାଇଛି। ଭୂତ ଭୟରେ ୫ ଛାତ୍ରୀ ଅସୁସ୍ଥ ହେବା ସୂଚନା।
ସମସ୍ତ!-->!-->!-->…
ଅଟଳ ସେତୁରେ ଆତ୍ମହତ୍ୟା କରୁଥିଲେ ମହିଳା ଆଉ ପରେ….
ଅଟଲ ସେତୁ ଉପରେ ଆତ୍ମହତ୍ୟା କରିବାକୁ ପ୍ରୟାସ କରୁଥିଲେ ଜଣେ ଯୁବତୀ। ଏହି ସମୟରେ ଦେବଦୂତ ସାଜି ଜୀବନ ବଞ୍ଚାଇଥିଲେ ଜଣେ ଟ୍ୟାକ୍ସି ଡ୍ରାଇଭର।କୁହାଯାଉଛି ଯେ ଶୁକ୍ରବାର ସା ୭ଟାରେ ଜଣେ ମହିଳା ମୁମ୍ବାଇରୁ ନାଭି ମୁମ୍ବାଇକୁ ସଂଯୋଗ କରୁଥିବା ଅଟଳ ବ୍ରିଜରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ!-->…
ବାମ ଓ ରାମ ପଶ୍ଚିମବଙ୍ଗରେ ଅଶାନ୍ତି ସୃଷ୍ଟି କରୁଛନ୍ତି
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଶୃଙ୍ଖଳା ପଛରେ ‘ବାମ ଓ ରାମ’ ବାଲା ବୟାନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏହି ବିବୃତ୍ତିକୁ ଦୃଢ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ କ୍ଷମତାର ଲୋଭରେ ମମତା ବାନାର୍ଜୀ ତାଙ୍କର ‘ମା, ମାଟି,!-->…
ପୁରୀରେ ବଲିଉଡର ଚୁଲବୁଲି ଅଭିନେତ୍ରୀ ଜୁହି ଚାୱଲା ।
ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ବଲିଉଡ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ଜୁହି ଚାୱଲା । ମହାପ୍ରଭୁଙ୍କ ଦର୍ଶନ କରି ସେ ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି । କିଛି ମାସ ହେଲା ମହାପ୍ରଭୁଙ୍କ ଦର୍ଶନ ପାଇଁ ସେ ଶ୍ରୀମନ୍ଦିର ଆସିବାକୁ!-->…
ଘୋଷଣା ହୋଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪।
ଘୋଷଣା ହୋଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪। ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି। ଚଳଚ୍ଚିତ୍ରର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀକୁ ପରଦାରେ ପ୍ରଦର୍ଶିତ କରାଯାଇଥିଲା।!-->…
୧୦୦କିଲୋମିଟର ବାଇକରେ ଯାଇ ଗଙ୍ଗା ନଦୀକୁ ଡେଇଁଲେ ଦମ୍ପତି
କରଜ କାରଣରୁ ଚିନ୍ତିତ ରହି ଉତ୍ତର ପ୍ରଦେଶର ସହାରନପୁରରେ ଜଣେ ଯୁବ ବ୍ୟବସାୟୀ ନିଜ ପତ୍ନୀଙ୍କ ସହ ସୋମବାର ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରି ଥିବା ଖବର ମିଳିଛି । ୩୫ ବର୍ଷୀୟ ସୌରଭ ଓ ତାଙ୍କ ପତ୍ନୀ ମୋନା ହାଥୀପୁଲରେ ନଦୀକୁ ଡେଇଁବା ପୂର୍ବରୁ ସେଲଫି ନେବା ପରେ ଫଟୋକୁ ନିଜ ପରିବାର!-->…
କଟକ ବଡ଼ ଡାକ୍ତରଖାନାରେ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ
କୋଲକତାର ଆର୍ଜି କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ଦେଶରେ ଡାକ୍ତରଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କଟକ ଏସ୍ସିବି ମେଡିକାଲରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।ମିଳିଥିବା ସୂଚନାନୁଯାୟୀ, ଇସିଜି କରିବା ବାହାନାରେ!-->…
ହରିୟାଣା ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଜେଲରୁ ବାହାରିଛି ବାବା ରାମ ରହିମ।
ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଆତ୍ମଘୋଷିତ ବାବା ରାମ ରହିମ ଜେଲରୁ ବାହାରିଛନ୍ତି। ରାଜ୍ୟ ସରକାର ତାଙ୍କୁ ୨୧ ଦିନ ପାଇଁ ପାରୋଲ ଦେଇଛନ୍ତି ।ମଙ୍ଗଳବାର ସକାଳ ୬ଟା ୪୬ରେ ହନିପ୍ରୀତ ସୁନାରିଆ ଜେଲରୁ ରାମ ରହିମକୁ ନେଇ ୟୁପିର ବର୍ନାୱା ଆଶ୍ରମ ଚାଲି ଯାଇଛନ୍ତି।ହନିପ୍ରୀତଙ୍କ ବ୍ୟତୀତ!-->…
R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର ଗିରଫ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର । ଯନ୍ତ୍ରୀଙ୍କର ୧୦ଟି ଫ୍ଲାଟ୍, ୭ଟି ପ୍ଲଟ୍, ଅଢେଇ କେଜି ସୁନା, ୩୭୦ ଗ୍ରାମ ହୀରା, ୨.୭୦ କୋଟିର ବ୍ୟାଙ୍କ ଜମା ଠାବ ହୋଇଥିଲା ।
ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କର!-->!-->!-->…