Browsing Category

ମନୋରଂଜନ

ପରଲୋକରେ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ

ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସର୍ବାଧିକ ୨୩ଥର କଂସ ମହାରାଜ ଅଭିନୟ କରିଥିବା ଗୋପାଳ ସାହୁ ଓରଫ୍ ଏଲି ଆଉ ନାହାନ୍ତି। ସୋମବାର ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଛି।ବଲାଙ୍ଗୀର ଜିଲ୍ଲାରେ ଜନ୍ମିତ ଗୋପାଳ ସାହୁ ବରଗଡ଼ ଧନୁଯାତ୍ରାର ସପ୍ତମ କଂସ ଭାବରେ ଅଭିନୟ

ଚାହୁଁଛ ଯଦି ମୋତେ ଫାଶୀ ଦେଇଦିଅ

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାସ୍ଥିତ ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ବା ପ୍ରଶିକ୍ଷକ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଖବର ଅନୁଯାୟୀ, ସଞ୍ଜୟ ରଏ ୨୦୧୯ରେ ସ୍ବେଚ୍ଛାସେବୀ ଭାବରେ କୋଲକାତା ପୁଲିସର

ମଧ୍ୟାହ୍ନ ଭୋଜନରେ ପିଲାଙ୍କ ଥାଳିରେ ଅଣ୍ତା ଦେଲେ..ଫଟୋ ଉଠାଇ ଛଡ଼ାଇନେଲେ ଅଙ୍ଗନବାଡ଼ି ଦିଦି.

ସୋସିଆଲ ମିଡିଆରେ ଅଙ୍ଗନବାଡ଼ି ଦିଦିଙ୍କ ଆଶ୍ଚର୍ଯ୍ୟଜନକ କାମର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ନେଇ ଲୋକେ ତୀବ୍ର ସମାଲୋଚନା କରୁଛନ୍ତି।ପିଲାଙ୍କୁ ଧାଡ଼ି କରି ବସାଇ ମଧ୍ୟାହ୍ନ ଭୋଜନ ବାଢ଼ିଲେ ଅଙ୍ଗନବାଡ଼ି ଦିଦି । ଖାଇବା ଥାଳିରେ ଅଣ୍ତା ରଖି

ବିକଟାଳ ଶବ୍ଦରେ ଥରିଲା ଓ୍ୱାୟନାଡ,ପ୍ରଶାସନକୁ ବି ଛନକା ପଶିଛି ।

ଶୁକ୍ରବାର ସକାଳେ କେରଳର ଭୂସ୍ଖଳନ ପ୍ରଭାବିତ ୱାୟନାଡ ଜିଲାର ବିଭିନ୍ନ ସ୍ଥାନରେ ଭୂତଳରୁ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଥିଲା। ଅଧିକାରୀ କହିଛନ୍ତି ଯେ ଅମ୍ବାଲାଭାୟାଲ ଗ୍ରାମ ଏବଂ ଭିଥିରୀ ତାଲୁକର କିଛି ଅଞ୍ଚଳରେ ଏକ ଉଚ୍ଚ ଶବ୍ଦ ଶୁଣାଗଲା। ଏହି ରହସ୍ୟମୟ ଶବ୍ଦ ସମସ୍ତଙ୍କୁ ବ୍ୟତିବ୍ୟସ୍ତ

ପୁଣି ରିମାଣ୍ଡରେ ଆସିବେ ରସିକିଆ ଠକ ସତ୍ୟଜିତ

ଖୋଲିବ ମଜ୍‌ନୁ ସତ୍ୟଜିତର ଗୁମର । ରଙ୍ଗିଲା ସତ୍ୟଜିତର ଏମିତି କଳାକାରନାମା ନା ଆଉ ଅଛି । ତାହା ପୋଲିସ ରିମାଣ୍ଡରୁ ହିଁ ଜଣାପଡିଛି । ଶନିବାରଠୁ ଠକ ପ୍ରେମିକ ସତ୍ୟଜିତକୁ ୫ ଦିନିଆ ରିମାଣ୍ଡ ନେଉଛି ପୋଲିସ । ଫଳରେ ପୋଲିସ ଶନିବାରଠାରୁ ସତ୍ୟଜିତଙ୍କୁ ଝାରପଡା ଜେଲରୁ ଆଣି ଦ୍ୱିତୀୟ ଥର

 ସିନେମା, ଯାତ୍ରାରେ କାର୍ଯ୍ୟ କରୁଥିବା ଶିଶୁ କଳାକାରଙ୍କ ପାଇଁ ନୂଆ ନିୟମ ଲାଗୁ 

ମନୋରଞ୍ଜନ ଶିଳ୍ପ ଓ ବ୍ୟବସାୟିକ ମନୋରଞ୍ଜନ କାର୍ଯ୍ୟକ୍ରମରେ ଶିଶୁ ଏବଂ କିଶୋରଙ୍କୁ ନିୟୋଜନ ନେଇ କେତେକ କଟକଣା ଲଗାଯାଇଛି। ଏନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌) ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି। ତେବେ ଜିଲ୍ଲା ମାଜିଷ୍ଟ୍ରେଟ ଓ ସମସ୍ତ

ରସିକିଆ ମଜନୁ ତାଲିକାରେ ୯୯ ମହିଳା । 

୫ ସ୍ବାମୀଙ୍କ ସ୍ତ୍ରୀ ସତ୍ୟଜିତ୍‌ ସାମଲଙ୍କ ପ୍ରେମିକା ତାଲିକାରେ ୪୯ ନୁହେଁ ଥିଲେ ୯୯ ମହିଳା। ରିମାଣ୍ଡରେ ତାଙ୍କର ଗୁମର ଖୋଲିବାରେ ଲାଗିଛି। ଅଭିଯୁକ୍ତ ସତ୍ୟଜିତର ମୋବାଇଲ ଯାଞ୍ଚ ପରେ ଏକାଧିକ ମହିଳାଙ୍କ ଅଶ୍ଳୀଳ ଫଟୋ ଭିଡିଓ ଥିବା ଜଣାପଡିଛି। ଅଭିଯୁକ୍ତ କେତେ ମହିଳାଙ୍କ ଭିଡ଼ିଓ ସୁଟ

ରାଜଧାନୀରେ ୫ ସ୍ତ୍ରୀଙ୍କ ସ୍ବାମୀ ବନ୍ଧା ହୋଇଛନ୍ତି।

ରାଜଧାନୀରେ ୫ ସ୍ତ୍ରୀଙ୍କ ସ୍ବାମୀ ବନ୍ଧା ହୋଇଛନ୍ତି। ତେବେ ତାଙ୍କ ଲାଇନ୍‌ରେ ଆଉ ୪୯ ଜଣ ଥିବା ଜଣାପଡ଼ିଛି। ଏହି ଘଟଣାର ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରେସମିଟ କରି ପର୍ଦ୍ଦାଫାସ କରିଛନ୍ତି।ନିଜକୁ ଗୁଇନ୍ଦା ଇନ୍ସପେକ୍ଟର ବୋଲି ବାୟୋଡାଟାରେ ଦର୍ଶାଇ ଯୁବତୀମାନଙ୍କୁ ଫସାଇ ଠକି ଚାଲିଥିଲେ

ଅଲିମ୍ପିକ୍ସ ମେଡାଲ ଜିତିବା ପରେ ରେଳ ବିଭାଗର ବଡ ଗିଫ୍ଟ ।

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ହ୍ୟାଟ୍ରିକ୍‌ । ଭାରତୀୟ ସୁଟର ସ୍ବପ୍ନିଲ୍‌ କୁଶାଲେ ଜିତିଲେ ବ୍ରୋଞ୍ଜ ପଦକ । ୫୦ ମିଟର ଏୟାର ରାଇଫଲ ପୁରୁଷ ଇଭେଣ୍ଟରେ ୩ୟ ପୋଜିସନରେ ରହି ସୁଟର ସ୍ବପ୍ନିଲ୍‌ ଜିତିଛନ୍ତି ବ୍ରୋଞ୍ଜ । ଅଲିମ୍ପିକ୍ସରେ ମେଡାଲ ଜିତିବା ପରେ ସ୍ୱପ୍ନିଲଙ୍କୁ ରେଳ ବିଭାଗ ଦେଲା ବଡ

ଆଜିଠାରୁ ଖୋଲିବ ଭିତରକନିକା

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୧ ତାରିଖ ଅର୍ଥାତ ଆଜିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ଦିନ ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।କୁମ୍ଭୀର ବସା ଗଣନା ସହ ପ୍ରଜନନ ଋତୁ ଲାଗି ମେ ୧ରୁ ଜୁଲାଇ ୩୧ ଯାଏଁ ବନ୍ଦ

ଆଇଏଏସ୍‌ ଅଧିକାରୀ ରହିବେ ନାହିଁ ପୂଜା ଖେଡ୍‌କର

ଠକେଇ ଏବଂ ଜାଲିଆତି ବଳରେ ଚାକିରି କରି ବିବାଦ ଘେରକୁ ଆସିଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ) ପୂଜା ଖେଡକରଙ୍କ ବିରୋଧରେ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୟୁପିଏସ୍‌ସି ପୂଜାଙ୍କୁ ଭବିଷ୍ୟତରେ କୌଣସି ପରୀକ୍ଷା କିମ୍ବା ଚୟନରେ ହାଜର

ଭିଜିଲାନ୍ସ ଜାଲରେ ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ।

 ଭିଜିଲାନ୍ସ ଜାଲରେ ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର । ପୁରୁଣା ବିଲ ପାସ୍ କରାଇଦେବାକୁ ଠିକାଦାରଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।ଜଟଣୀ ବ୍ଲକରେ ଯେତେବେଳେ ନୁଆ କରି ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ  ନିର୍ବାଚିତ ହୋଇ  ଆସିଲେ। ସେତେବେଳେ ଜଟଣି