Browsing Category

ସ୍ବାସ୍ଥ୍ୟ

ଖଣ୍ଡେ ଅଦା ର କରାମତି। ଏହିସବୁ ରୋଗକୁ ଖୁବ୍ ଶୀଘ୍ର ଦୁର କରେ ।

ଅଦା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଆୟୁର୍ବେଦରେ ଅଦାକୁ ମହୌଷଧି ବୋଲି କୁହାଯାଇଛି । ଅଦାକୁ ଶୁଖିଲା, ପାଉଡର, ତେଲ ଓ ରସ ଭାବରେ ବ୍ୟବହାର କରାଯାଇଥାଏ । ଅଦା ଭିଟାମିନ୍‌ ଏ, ବି, ସି ଓ ଇର ଉତ୍ତମ ଉତ୍ସ। ଏହାଛଡ଼ା କ୍ୟାଲସିୟମ୍‌, ଆଇରନ୍‌, ମ୍ୟାଗେନସିୟମ୍‌, ଫସ୍‌ଫରସ୍‌, ପୋଟାସିୟମ୍‌, ସୋଡିୟମ୍‌

ଗରମ ପାଣି ସହିତ ରସୁଣ ଖାଇବା ଦ୍ବାରା ଏହି ରୋଗ ସବୁକୁ ଦୂର କରିପାରିବା।

ଗରମ ପାଣି ସହିତ ରସୁଣର ଉପକାର: ରସୁଣ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ, କିନ୍ତୁ ଯଦି ଗରମ ପାଣିରେ ବ୍ୟବହାର କରାଯାଏ, ତେବେ ଏହା ଅନ୍ୟାନ୍ୟ ରୋଗର ଆଶଙ୍କା ମଧ୍ୟ ହ୍ରାସ କରିଥାଏ |ରସୁଣ ହେଉଛି ଏକ ଖାଦ୍ୟ ପଦାର୍ଥ ଯାହା ଘରୋଇ ଖାଦ୍ୟରେ ପ୍ରତିଦିନ ବ୍ୟବହୃତ ହୁଏ | ଏଥି

ଅମୃତ ଭଣ୍ଡା ପତ୍ରର କିଛି ଚମତ୍କାର ଉପକାରିତା ଯାହା ଏହିଭଳି ମାରାତ୍ମକ ରୋଗକୁ ଠିକ୍ କରେ।

ଅମୃତ ଭଣ୍ଡା ଶରୀର ପାଇଁ ଖୁବ୍ ଉପଯୋଗୀ । ସେ କଞ୍ଚା ହେଉ ଅବା ପାଚିଲା । କିନ୍ତୁ ଆପଣ ଜାଣିଛନ୍ତି କି ଅମୃତ ଭଣ୍ଡା ପତ୍ର ମଧ୍ୟ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ପତ୍ରର ଫାଇଦା ସଂପର୍କରେ । ଅମୃତ ଭଣ୍ଡା ପତ୍ରର ଜୁସ୍ ଶରୀରରେ ଇମ୍ୟୁନିଟି ବଢାଇବାରେ

ମଙ୍କିପକ୍ସ ଭାଇରସ୍‌ କେଉଁ କେଉଁ ସ୍ଥାନରେ ରୁହେ?

ମାରାତ୍ମକ ମଙ୍କିପକ୍ସ ଭୂତାଣୁକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର(ସିଡିସି) ଯେଉଁ ତଥ୍ୟା ଦେଇଛି ତାହା ଚିନ୍ତାଜନକ। ମଙ୍କିପକ୍ସ ଭାଇରସ୍‌ ସୋଫା, ବେଡ୍‌ସିଟ୍, କଫି ମେସିନ, କମ୍ପ୍ୟୁଟର ମାଉସ୍‌ ଏବଂ ଲାଇଟ୍‌ ସ୍ୱିଚ୍‌ରେ ଆଦିରେ ଦିନ ଦିନ

ସ୍ତନ କର୍କଟ ରୋଗୀଙ୍କ ପାଇଁ ଔଷଧ। ଏହା କମ୍ ଦାମ୍ ରେ ବଜାର ରେ ମିଳିବ।

ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‍ଏସ୍‍)ର ସିନିୟର୍‍ ମଲିକ୍ୟୁଲାର୍‍ ଅଙ୍କୋଲୋଜିଷ୍ଟ ଡା. ସନ୍ଦୀପ ମିଶ୍ର ସ୍ତନ କର୍କଟର ଟ୍ୟୁମର ଦମନକାରୀ ଜିନ୍‍ ଆବିଷ୍କାର କରିଛନ୍ତି। ସେହିପରି ସ୍ତନ କର୍କଟ ରୋଗରୁ ସୁରକ୍ଷା ଦେଉଥିବା ଔଷଧ ଉଦ୍ଭାବନ ମଧ୍ୟ ହୋଇଛି ଏବଂ ଏହା ମାନବ ପରୀକ୍ଷଣ

ମଙ୍କିପକ୍ସର ଲକ୍ଷଣ : ବିଶେଷଜ୍ଞ କହିଲେ, ମଙ୍କିପକ୍ସ କ’ଣ ଓ କେମିତି ପାଇପାରିବେ ଏଥିରୁ ରକ୍ଷା ?

ଭାରତରେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତାରେ ପଡ଼ିଯାଇଛନ୍ତି ଲୋକେ । ଡବ୍ଲ୍ୟୁଏଚଓ ଅନୁସାରେ, ୫୦ରୁ ଅଧିକ ଦେଶରେ ମଙ୍କିପକ୍ସର ୩୪୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି ଏବଂ ସେଥିମଧ୍ୟରୁ ୭୦ରୁ ଊର୍ଦ୍ଧ୍ୱ ଲୋକେ ପ୍ରାଣ ହରାଇଛନ୍ତି । ଏଥିରୁ ସର୍ବାଧିକ ମାମଲା ୟୁରୋପ ଓ ଆମେରିକା

କ୍ୟାନସର ପୀଡିତଙ୍କ ପାଇଁ ଖୁସି ଖବର। ଏହି ଔଷଧ କ୍ୟାନସର କୁ ସମ୍ପୂର୍ଣ ଠିକ୍ କରିପାରେ।

ନ୍ୟୁୟର୍କରେ ରେକ୍ଟାଲ କ୍ୟାନସରରେ ପୀଡିତ କିଛି ରୋଗୀଙ୍କ ଉପରେ ପରୀକ୍ଷାମୂଳକ ଭାବେ ଏକ ଔଷଧର ପ୍ରୟୋଗ କରାଯାଇଥିଲା । ୧୮ ଜଣ ରେକ୍ଟାଲ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଦିଆଯାଇଥିଲା ସେହି ଏକା ଏକା ଔଷଧ । ଚିକିତ୍ସା ଥିଲା ପରୀକ୍ଷାମୂଳକ । କିନ୍ତୁ ୬ ମାସର ଚିକିତ୍ସା ପରେ ଏହାର ଫଳାଫଳ

ଛୋଟ ପିଲାମାନଙ୍କୁ କୃମି ଦୋଷ କାହିଁକି ହେଇଥାଏ ?

ସାଧାରଣତଃ ଛୋଟ ପିଲା ମାନଙ୍କ କୃମି ଦୋଷ ରହିଥାଏ । ଅନେକ ସମୟ ରେ ପିଲା ମାନଙ୍କ ମଳଦ୍ୱାର କୁଣ୍ଡେଇ ହୋଇଥାଏ। ଏମିତି ହେଲେ ପିଲାଙ୍କୁ ଖାଇବାକୁ ଇଚ୍ଛା କମିଯାଏ ,ଖାଇବାକୁ ଅମଙ୍ଗ ହୁଅନ୍ତି। ପେଟ ଫୁଲିଯାଏ ପାଠ ପଢିବାକୁ ଇଚ୍ଛା ହୁଏ ନାହିଁ । ଏହି ସମୟ ରେ ସେମାନଙ୍କ ମଳରୁ ଛୋଟ ଛୋଟ କୃମି

କରୋନାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି!ଶୋଇବା ପୂର୍ବରୁ ଲବଙ୍ଗ ପାଣି

ଲବଙ୍ଗ ଏକ ଏପରି ମସଲା ଯାହା ସମସ୍ତଙ୍କ ଘରେ ଖାଦ୍ୟ ଠାରୁ ଆରମ୍ଭ କରି ସବୁ ପ୍ରକାରର ଜିନିଷରେ ବ୍ୟବହାର କରାଯାଏ । ଏହାର ସ୍ୱାଦ ଭଲ ହେବା ସହ ଏହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଏଥିରେ ଭିଟାମିନ ସି, ଫାଇବର, ମେଙ୍ଗାନିଜ, ଏଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ରହିଥାଏ । ତେଣୁ ଥଣ୍ଡା

କେଉଁ ବୟସର ଶିଶୁ ମାସ୍କ ପିନ୍ଧିବା ଜରୁରୀ ? ଗାଇଡଲାଇନ୍ ଜାରି କଲା WHO

କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତେ ମାସ୍କ ପିନ୍ଧୁଛନ୍ତି । ତେବେ ମାସ୍କ ବେଶୀ ବୟସ୍କଙ୍କ ପାଇଁ ଜରୁରୀ ନା ଶିଶୁଙ୍କ ପାଇଁ ତାକୁ ନେଇ ପ୍ରଶ୍ନ ଉଠେ । ଏବେ ଶିଶୁଙ୍କ ମାସ୍କ ପିନ୍ଧିବାକୁ ନେଇ ଗାଇଡଲାଇନ୍ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲ୍ୟୁଏଚଓ ।ନୂଆ ଗାଇଡଲାଇନରେ

ଯଦି ଲଗାତାର ଭାବରେ କାଶ ହେଉଛି କିମ୍ବା ଟଣ୍ଟି ଦରଜ ହୋଇଛି ତେବେ ଏହି ଉପଚାର କରନ୍ତୁ।

ଯଦି ଲଗାତାର ଭାବରେ କାଶ ହେଉଛି କିମ୍ବା ଟଣ୍ଟି ଦରଜ ହୋଇଛି ତେଜପତ୍ର ଏବଂ ଅଦା ସହ ମିଶ୍ରି ମିଶାଇ ଫୁଟାଇ ପାଇପାରିବେ । ଶରୀରରେ ହିମୋଗ୍ଲୋବିନ କମ୍ ଥିଲେ ନିୟମିତ ଭାବରେ ମିଶ୍ରି ଖନ୍ତିଯାହା ଫଳରେ ରକ୍ତ ସଞ୍ଚାଳନ ଠିକ୍ ରହିଥାଏ ।ମିଶ୍ରି ହଜମ ପ୍ରକ୍ରିୟାକୁ ବଢ଼ାଇଥାଏ ।। ଲୋ

୬୦ ପ୍ରତିଶତ କିଡନୀ ଖରାପ ହେବାର କାରଣ କଣ ଜାଣନ୍ତୁ

କିଡନୀ ଖରାପ ହେବାର କାରଣ ହେଉଛି ଡାଇବେଟିସ । ଭାରତରେ ହିଁ ଅଧିକ ଡାଇବେଟିସ ରୋଗୀ ଅଛନ୍ତି ବୋଲି ଗବେଷଣାରୁ ଜଣା ପଡ଼ିଛି । ୬୦ ପ୍ରତିଶତ କିଡନୀ ଖରାପ ଏହି ଡାଇବେଟିସ କାରଣରୁ ହୋଇଥାଏ । କିଡନୀ ହେଉଛି ଆମ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆମ ଶରୀରରେ ଦୁଇଟି କିଡନୀ ରହିଥାଏ । କିଡନୀ ହେଉଛି