Browsing Category

ଜୀବନ ଚର୍ଯ୍ୟା

ରେଇ ସିଣ୍ଡ୍ରୋମ କ’ଣ?ଶୁଭୋଜିତ ଏହି ରୋଗରେ ପୀଡ଼ିତ ଥିଲା ।

୫ବର୍ଷରୁ ନେଇ ୧୫ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ରେଇ ସିଣ୍ଡ୍ରୋମ ହୋଇଥାଏ । ଜ୍ୱର ହୋଇ ଭଲ ହୋଇଥିଲେ ତିନିରୁ ଚାରିଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ଦେଖାଦିଏ । ଏହି ରୋଗ ହେଲେ ରୋଗୀ ଶରୀରରେ ସୁଗାର ସ୍ତର ହ୍ରାସ ପାଇଥାଏ । ଏପରିକି ରକ୍ତରେ ଆମୋନିଆ ଓ ଏସିଡିଟି ବଢ଼ିବା ସହ ମେଦ ବହୁଳତା ବୃଦ୍ଧି

କ୍ୟାନସର ଭଲ କରିବ ୧୦୦ ଟଙ୍କିଆ ବଟିକା

୧୦୦ ଟଙ୍କାରେ କ୍ୟାନସର ଚିକିତ୍ସା । ମୁମ୍ୱାଇର ଟାଟା ଇନଷ୍ଟିଚ୍ୟୁଟ୍ ଗବେଷଣାରେ ଦାବି । କେମୋ ଥେରାପି ବଦଳରେ ରାମବାଣ ସାଜିବ ବଟିକା । ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ, ଭାରତର ସବୁଠୁ ବଡ ଏବଂ ସର୍ବୋତ୍ତମ କର୍କଟ ଡାକ୍ତରଖାନା। ଭାରତରେ ବଢୁଥିବା କର୍କଟ ରୋଗକୁ ଦୃଷ୍ଟିରେ ରଖି ଟାଟା

ରସୁଣକୁ ତକିଆ ତଳେ ରଖି ଶୋଇଲେ ହୋଇଥାଏ ଖୁବ୍‌ ଲାଭ

ଶିରା ଏବଂ ଧମନୀ ସମସ୍ୟା ଥିବା ଲୋକମାନେ ରସୁଣ ବ୍ୟବହାର କଲେ ଭଲ । ରସୁଣ ହୃଦଘାତ ଓ ଯକୃତ ରୋଗରେ ଆକ୍ରାନ୍ତ ଲୋକଙ୍କ ପାଇଁ ଏକ ଉପଯୁକ୍ତ ଔଷଧ । ରାତିରେ ରସୁଣକୁ ମୁଣ୍ଡ ତଳେ ରଖି ଶୋଇଲେ ମସ୍ତିଷ୍କ ସୁସ୍ଥ ରହିଥାଏ । ଏହା ଚିନ୍ତା ଦୂର କରିବାରେ ସହାୟକ ହୋଇଥାଏ । ଏହାବ୍ୟତୀତ ଜୀବନରେ

ଆଙ୍ଗୁଳି ଫୁଟାଉଛନ୍ତି କି ? ହୋଇପାରେ ଏସବୁ ସମସ୍ୟା

ଡାକ୍ତରଙ୍କ ଅନୁଯାୟୀ, ଆଙ୍ଗୁଠିରେ ଦୁଇଟି ହାଡର ଗଣ୍ଠି ମଧ୍ୟରେ ଏକ ତରଳ ପଦାର୍ଥ ରହିଥାଏ। ଏହା ହାଡ ମଧ୍ୟରେ ତେଲ ଭଳି କାମ କରେ। ଏହା ହେଉଛି ଏକ ଲିଗାମେଣ୍ଟ ସିନୋଭିଆଲ ଫ୍ଲୁଇଡ। ଆଙ୍ଗୁଳି ଫୁଟାଇବା ଦ୍ୱାରା ଆଙ୍ଗୁଠିରେ ଷ୍ଟ୍ରେନ ଏବଂ ଏହା ସହିତ ଲାଗିଥିବା ହାଡରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ।

ଶରୀର ସହିତ ମୁହଁର ସୌନ୍ଦର୍ଯ୍ୟ ପାଇଁ ତୁଳସୀ ପତ୍ର

ଗୋଟିଏ ପାତ୍ରରେ ପାଣି ଆଣନ୍ତୁ, ଏଥିରେ ତୁଳସୀ ପତ୍ର ୨୧ଟି ଏବଂ ଅଁଳା ଗୁଣ୍ଡ ୧୦ ଗ୍ରାମ ମିଶାନ୍ତୁ। ୧୫ ମିନିଟ ପରେ ସେହି ପାଣିକୁ ମୁଣ୍ଡରେ ଲଗାନ୍ତୁ। ଏହାପରେ କେଶ ଧୋଇ ଦିଅନ୍ତୁ।ତୁଳସୀରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଥାଏ। ତେଣୁ ପ୍ରତିଦିନ ଖାଲି ପେଟରେ ୩ଟି ଲେଖାଏଁ ତୁଳସୀ

ସବୁଦିନ ୨ ଟି ଅଣ୍ତା ଖାଇଲେ ମିଳିବ ଚମତ୍କାରୀ ଲାଭ !

ଅଣ୍ତାରେ ଭିଟାମିନ୍, ଫାସଫୋରସ୍ ସେଲେନିୟମ୍ , କ୍ୟାଲସିୟମ ଜିଙ୍କ୍ ବି-୫ ବି-୧୨- ବି -୨ ବହୁତ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ଭଲ ରହିଥାଏ । ଏଥିରୁ ଅତିରିକ୍ତ ଅଣ୍ତାରୁ କ୍ୟାଲୋରି ପ୍ରୋଟିନ୍ ଓ ହେଲଦି ଫ୍ୟାଟ୍ ହୋଇଥାଏ , ଯାହା ଆମ ଶରୀର ପାଇଁ ବହୁତ ଲାଭ

ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି କି?ସାବଧାନ!

ବୋତଲରେ ପାଣି କିଣିବା ଅତ୍ୟନ୍ତ ସହଜ, ଏହା ଆମ ପାଇଁ ସହଜରେ ଉପଲବ୍ଧ କିନ୍ତୁ ବର୍ତ୍ତମାନ ଏହି ବିଷୟରେ ଏକ ଚିନ୍ତାଜନକ ପ୍ରକାଶ ସାମ୍ନାକୁ ଆସିଛି । ପ୍ଲାଷ୍ଟିକ ବୋତଲରେ ଥିବା ୧ ଲିଟର ପାଣିରେ ରହିଛି ପାଖାପାଖି ୨ ଲକ୍ଷ ୪୦ ହଜାର କଣିକା। ଏହି ନାନୋପ୍ଲାଷ୍ଟିକ କଣିକାଯୁକ୍ତ ପାଣି ମଣିଷ ପିଇବା

ଘରେ କରନ୍ତୁ ପଣସ କଠା କୋରମା

ପଣସ ଏହଭଳି ଏକ ଫଳ ଯାହାକୁ ପାଚିଲେ ଖାଇ ହେବ ଓ କଞ୍ଚା ବି ଖାଇହେବ ପୁଣି ଏହାର ମଂଜିବି ଖାଇହେବ ତେବେ ଏହି ପଣସରେ ବହୁତ ପ୍ରକାର ଖାଦ୍ୟ ତିଆରି ହେବ ସେଥି ମଧ୍ୟ ରୁ ପଣସ କଠା କୋରମା ବିଷୟରେ ଆଜି ଆପଙ୍କ କହିବୁ |ଆବଶ୍ୟକ ସାମଗ୍ରୀ: ସିଝା ହୋଇଥିବା ପଣସକଠା, ୧ ଚାମଚ କଶ୍ମୀରୀ ମିର୍ଚ୍ଚ

ଗୋଟିଏ ଦିନରେ କେତେ ରୁଟି ଖାଇବା ଉଚିତ ?

ରୁଟି ଆମ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦେଶର ଅଧିକାଂଶ ସ୍ଥାନରେ ଦିନ ଓ ରାତିରେ ରୁଟି ଖାଇବାକୁ ପସନ୍ଦ କରିଥାଆନ୍ତି।ଭାତ ତୁଳନାରେ ରୁଟି ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ। କିନ୍ତୁ ସମସ୍ତ ସମୟରେ ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ। ଗହମ ଅଟାରୁ ପ୍ରସ୍ତୁତ ଗୋଟିଏ

ଆସନ୍ତୁ ଜାଣିବା ଆଇସ୍‍କ୍ରିମ୍‍ ବିଷୟରେ କିଛି କଥା…

ଆଇସ୍‍କ୍ରିମ୍‍ର ପ୍ରଚଳନ ଖ୍ରୀ.ପୂ ୪ର୍ଥ ଶତାବ୍ଦୀରୁ ହୋଇଥିଲା। ରୋମ୍‍ର ସମ୍ରାଟ ନିରୋ ପ୍ରଥମେ ବରଫ, ମହୁ ଓ ଫଳରସରୁ ଏହାକୁ ପ୍ରସ୍ତୁତ କରି ବ୍ୟବହାର କରୁଥିଲେ । ଆମେରିକାରେ ଏକ ନିର୍ଦ୍ଦିଷ୍ଟ ଭେରାଇଟିକୁ ଇସ୍‍କ୍ରିମ୍‍ କୁହାଯାଉଥିବା ବେଳେ ଇଟାଲୀରେ ସବୁପ୍ରକାରକୁ ସେଇ ଗୋଟିଏ ନାମ

କଦଳୀ ଖାଇବାର ଚମତ୍କାର ଲାଭ ବିଷୟରେ ଜାଣନ୍ତୁ

କଦଳୀ ଗୋଟିଏ ନୁହେଁ ଅନେକ ରୋଗରୁ ଦୂରେଇ ରଖେ । ଏହି ଫଳ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ,କିନ୍ତୁ କଞ୍ଚା କଦଳୀ ଖାଇବା ଦ୍ବାରା ମଧୁମେହ ଭଳି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ । କଞ୍ଚା କଦଳୀ ହୃଦୟ ପାଇଁ ବହୁ ଲାଭଦାୟକ । ଏଥିରେ ଥିବା ଫାଇବର ଯୋଗୁଁ ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରିତ ହୋଇଥାଏ

ନୂତନ ବର୍ଷରେ ଉପହାର ଦେବା ପୂର୍ବରୁ ସାବଧାନ !

କିଛି ଦିନ ମଧ୍ୟରେ ବର୍ଷ ୨୦୨୩ ବିଦାୟ ପରେ ଆସିବ ନୂଆବର୍ଷ ୨୦୨୪। ନୂଆବର୍ଷ ଆସିବା ମାତ୍ରେ ପରସ୍ପରକୁ ଅଭିନନ୍ଦନ ଜଣାଇବା ଆରମ୍ଭ ହୋଇଯାଏ। ଲୋକମାନେ ନୂଆ ବର୍ଷରେ ନିଜ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କୁ ମଧ୍ୟ ଉପହାର ଦିଅନ୍ତି। ବିଶ୍ୱାସ କରାଯାଏ ଯେ ଉପହାର ଦେବାରେ ସମ୍ପର୍କ ମଜବୁତ ହୁଏ। ଏପରି