Browsing Category

ଜୀବନ ଚର୍ଯ୍ୟା

ପ୍ରେମକୁ ନେଇ କ’ଣ କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ ଚାଣକ୍ୟ ଏପରି କିଛି କହିଛନ୍ତି, ଯାହା ସାଧାରଣ ଚିନ୍ତାଧାରାରୁ ଅଲଗା ଅଟେ। ଆସନ୍ତୁ ଜାଣିବା ପ୍ରେମକୁ ନେଇ କ’ଣ କହିଛନ୍ତି

ଦଣ୍ଡାଧର_ଡ୍ୟାମ୍ ବିଷୟ ରେ କିଛି ଜଣା ଅଜଣା କଥା।

ପ୍ରକୃତିର ରାଣୀ ଢେଙ୍କାନାଳ । ନିଜର ସୁନ୍ଦରତା ପାଇଁ ସର୍ବଦା ଚର୍ଚ୍ଚାରେ ଥିବା ପ୍ରକୃତି ରାଣୀ କୋଳରେ ରହିଛି ଅନେକ ସୁନ୍ଦର ପର୍ଯ୍ୟଟନ ସ୍ଥଳ । ସେଥିମଧ୍ୟରୁ ଦଣ୍ଡାଧର_ଡ୍ୟାମ୍ ଅନ୍ୟତମ ।ପ୍ରାକୃତିକ ସୌନ୍ଦର୍ଯ୍ୟର ଅପରୂପ ଶୋଭା ବହନ କରୁଥିବାଦଣ୍ଡାଧର ଜଳ ଭଣ୍ଡାର ପ୍ରକୃତି ପ୍ରେମୀ ପାଇଁ ଏକ

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ସାପୁଆ ଜଳଭଣ୍ଡାର

ଜଳଭଣ୍ଡାର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ବୟ ‘ସାପୁଆ’। କଂକ୍ରିଟ୍‌ ଜଙ୍ଗଲଠାରୁ ଦୂରରେ ପ୍ରକୃତିରାଣୀ ଏଠାରେ ଅଜାଡ଼ି ଦେଇଛି ସବୁକିଛି, ଯାହାର ଶୋଭା ଆକର୍ଷିତ କରୁଛି ସହରୀ ମଣିଷଙ୍କୁ। ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର କ୍ଷୁଦ୍ର ଜଳସେଚନ

ପାଚିଲା ଆମ୍ବକୁ ସାବଧାନ୍ ! ଖାଇଲେ ହୋଇପାରେ ଚର୍ମରୋଗ, କ୍ୟାନସର ଭଳି ମାରାତ୍ମକ ରୋଗ

ପାଚିଲା ଆମ୍ବକୁ ସାବଧାନ୍ । ନିଷେଧ ସତ୍ତ୍ୱେ ଚାଲିଛି କାର୍ବାଇଡ଼୍ ବ୍ୟବହାର । ବର୍ତ୍ତମାନ ଆମ୍ବ ସିଜିନ୍ ଚାଲିଛି । ବଜାରରେ ଭଳିକି ଭଳି ପାଚିଲା ଆମ୍ବ ପସରା ମେଲାଇ ବସିଛନ୍ତି ଦୋକାନୀ । କିନ୍ତୁ ଚଳିତ ବର୍ଷ ଆମ୍ବ ଦର ଅଧିକ ରହିଥିଲେ ମଧ୍ୟ ଲୋକେ ଏହାକୁ କିଣିବାକୁ ବାଧ୍ୟ ହେଉଛନ୍ତି ।

ଅଂଶୁଘାତଠୁ ଦୂରେଇ ରହିବା ନିମନ୍ତେ ସମସ୍ତଙ୍କୁ ଜାଣିବା ଆବଶ୍ୟକ |

ଘରୁ ବାହାରିବା ଆଗରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଏକ ବୋତଲରେ ପାଣି ନିଅନ୍ତୁ| ଘରୁ ପଦାକୁ ଯିବା ଆଗରୁ ମୁଣ୍ଡରେ ଓଦା ଗାମୁଛା/କପଡା ପକାନ୍ତୁ ଛତା, ଜୋତା ଓ କଳା ଚଷମା (Sun glass) ବ୍ୟବହାର କରନ୍ତୁ | ପଇଡପାଣି, ଲେମ୍ବୁ ପାଣି, ଦହି ସରବତ, ତୋରାଣି ଯଥେଷ୍ଟ ପରିମାଣରେ ପିଅନ୍ତୁ

କଳାଜାଇ କରିପାରେ ସଫଳ, ଆଣିପାରେ ବିପର୍ଯ୍ୟୟ ; ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ହୁଏ ଜାଣନ୍ତୁ

ଆପଣ ବେଳେ ବେଳେ ଆଶ୍ଚର୍ଯ୍ୟ ହେଉଥିବେ ଯେ ଯେତେ ପରିଶ୍ରମ କଲେ ବି ଠିକ ଅର୍ଥ ଉପାର୍ଜନ କାହିଁକି ହୁଏନି । ଆପଣ କେତେ ସତର୍କତାର ସହ ବ୍ୟୟ କଲେ ବି କାହିଁକି ହାତରେ ପଇସା ରହେନି । ଏସବୁ ଆପଣଙ୍କ ଭାଗ୍ୟ ଯୋଗୁଁ ହଉଥାଇପାରେ । ବିଦ୍ବାନମାନେ କହିଛନ୍ତି ଆମ ଶରୀରରେ ଏପରି ଚିହ୍ନ ରହିଛି ଯାହା

କେମିତି ବିନା ଇଣ୍ଟରନେଟରେ ଚାଲିବ ହ୍ୱାଟସାଆପ ଆସନ୍ତୁ ଜାଣିବା

ଆପଣ ବିନା ଇଣ୍ଟରନେଟରେ ଚାଟ୍‍ ସିମ୍‍ ଦ୍ୱାରା ହ୍ୱାଟସାଆପ ଚଲାଇପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଏକ ଚାଟ୍‍ ସିମ୍‍ କିଣିବାକୁ ପଡ଼ିବ । ଆପଣ ଭାବୁଥିବେ ଏହି ଚାଟ୍‍ ସିମ୍‍ କ’ଣ ? ଏହି ଚାଟ୍‍ ସିମ୍‍ ହେଉଛି ଏକ ଭିନ୍ନ ପ୍ରକାରର ସିମ୍‍ । ଯାହା କେବଳ ୱେବସାଇଟ୍‍ ଓ ଦୋକାନରେ ମିଳିବ ।

ବ୍ୟାୟାମ କଲେ ଦୂର ହୁଏ ଶୁଷ୍କ ଆଖି ଓ କୁଞ୍ଚିତ ସମସ୍ୟା

ୱାଟରଲୁ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ନେତୃତ୍ୱରେ ଏକ ଟିମ୍ ବ୍ୟାୟାମ କିପରି ଶୁଖିଲା ଏବଂ କୁଞ୍ଚିତ ଆଖି ସମସ୍ୟାର ନିରାକରଣ କରିପାରିବ ସେ ସମ୍ବନ୍ଧରେ କିଛି ଆବିଷ୍କାର କରିଛନ୍ତି, ଯାହା ଶୁଣିଲେ ଆପଣଙ୍କୁ କୌତୁହଳ ଲାଗିପାରେ । ମାତ୍ର ଅନୁସନ୍ଧାନରୁ ନିରାକରଣର ଏକ ସହଜ ଉପାୟ

ଅନ୍ୟ ତାରିଖଠାରୁ କାହିଁକି ସ୍ୱତନ୍ତ୍ର ୨୨/୨/୨୨, ଜାଣନ୍ତୁ ଏହାର ମହତ୍ତ୍ୱ…

ଆଜି ଫେବୃଆରୀ ୨୨, ୨୦୨୨ । ଜୀବନରେ ଥରେ ହିଁ ଏହି ତାରିଖ ପଡିଥାଏ । ବର୍ଷର ସବୁ ତାରିଖରୁ ଏହି ତାରିଖର ସଂଖ୍ୟା ଟିକେ ସ୍ୱତନ୍ତ୍ର ଓ ଭିନ୍ନ ଅଟେ । କାରଣ ଏହାକୁ ଆରମ୍ଭରୁ ଓ ଶେଷ ଆଡୁ ପଢିଲେ ସମାନ ସଂଖ୍ୟା ରହିଥାଏ । ଏହାସହ ଆଜି ମଙ୍ଗଳବାର (Tuesday) ହୋଇଥିବାରୁ (ସୋସିଆଲ୍‌ ମିଡିଆରେ ଏହି

ଆପଣ ଦେଖୁଛନ୍ତି କି ଏପରି ସ୍ୱପ୍ନ ? ଆର୍ଥିକ ସ୍ଥିତି ଉପରେ ପକାଇଥାଏ ପ୍ରଭାବ

ସ୍ୱପ୍ନ ଶାସ୍ତ୍ରରେ ସମସ୍ତ ପ୍ରକାରର ସ୍ୱପ୍ନର ଅର୍ଥ ବର୍ଣ୍ଣନା କରାଯାଇଛି। ତାହା ଭଲ ସ୍ୱପ୍ନ ହେଉ କିମ୍ବା ଭୟାନକ । ସ୍ୱପ୍ନ ଯେତିକି ଅଦ୍ଭୁତ, ସେଗୁଡିକଠାରୁ ମିଳୁଥିବା ଫଳାଫଳ ମଧ୍ୟ ସେତିକି ଆଶ୍ଚର୍ଯ୍ୟଜନକ। ସ୍ୱପ୍ନ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ଚାଲନ୍ତୁ ଜାଣିବା ଏପରି କିଛି

ପୋଈ ଚିଙ୍ଗୁଡ଼ି ଚୁଡ୍‌ଚୁଡ଼ା

ସାମଗ୍ରୀ :ମଧ୍ୟମ ଆକାରର ଚିଙ୍ଗୁଡ଼ି – ୫୦୦ଗ୍ରାମପୋଈ ଶାଗ- ୧୨-୧୪ଟି ପତ୍ରରିଫାଇନ ତେଲ- ଅଧା କପ୍ପିଆଜ – ସରୁ ସରୁ କଟା ହୋଇଥିବା ଦୁଇଟାରସୁଣ- ଗୋଟିଏସୋରିଷ – ୨ ବଡ଼ ଚାମଚଜିରା – ଅଧା ଚାମଚଶୁଖିଲା ଲଙ୍କା – ୭ଟାଟମାଟୋ – ୨ଟାଲୁଣ – ସ୍ଵାଦ ଅନୁସାରେହଳଦି- ୧ ଚାମଚଲଙ୍କା ଗୁଣ୍ଡ – ଅଧା ଚାମଚ

ଗୋଟିଏ ଅଟୋରିକ୍ସା ଚାଳକର ବାସ୍ତବିକ ଦାରୁଣ ଦୁଃଖର କଥା

ଗୋଟିଏ ଅଟୋରିକ୍ସା ଚାଳକର ବାସ୍ତବିକ ଦାରୁଣ ଦୁଃଖର କଥା , ନାମ - ପାଣ୍ଡବ ବେହେରା , ବୟସ - ୭୦ , ଠିକଣା - ଗଞ୍ଜାମ ଜିଲ୍ଲା , ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ଲାଲସିଂ ପଞ୍ଚାୟତ ଅଧିନ , ଲଣ୍ଡେଇ ସାହି ଅଂଚଳର ରାମକୃଷ୍ଣ ନଗର , ପାଣ୍ଡବ ଭାଇ ତାଙ୍କ ଜୀବନ କାଳରେ ନିଜ ଅଂଚଳ ତଥା ନିକଟସ୍ଥ