Browsing Category

ଜୀବନ ଚର୍ଯ୍ୟା

କଳାଜାଇ କରିପାରେ ସଫଳ, ଆଣିପାରେ ବିପର୍ଯ୍ୟୟ ; ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ହୁଏ ଜାଣନ୍ତୁ

ଆପଣ ବେଳେ ବେଳେ ଆଶ୍ଚର୍ଯ୍ୟ ହେଉଥିବେ ଯେ ଯେତେ ପରିଶ୍ରମ କଲେ ବି ଠିକ ଅର୍ଥ ଉପାର୍ଜନ କାହିଁକି ହୁଏନି । ଆପଣ କେତେ ସତର୍କତାର ସହ ବ୍ୟୟ କଲେ ବି କାହିଁକି ହାତରେ ପଇସା ରହେନି । ଏସବୁ ଆପଣଙ୍କ ଭାଗ୍ୟ ଯୋଗୁଁ ହଉଥାଇପାରେ । ବିଦ୍ବାନମାନେ କହିଛନ୍ତି ଆମ ଶରୀରରେ ଏପରି ଚିହ୍ନ ରହିଛି ଯାହା

କେମିତି ବିନା ଇଣ୍ଟରନେଟରେ ଚାଲିବ ହ୍ୱାଟସାଆପ ଆସନ୍ତୁ ଜାଣିବା

ଆପଣ ବିନା ଇଣ୍ଟରନେଟରେ ଚାଟ୍‍ ସିମ୍‍ ଦ୍ୱାରା ହ୍ୱାଟସାଆପ ଚଲାଇପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଏକ ଚାଟ୍‍ ସିମ୍‍ କିଣିବାକୁ ପଡ଼ିବ । ଆପଣ ଭାବୁଥିବେ ଏହି ଚାଟ୍‍ ସିମ୍‍ କ’ଣ ? ଏହି ଚାଟ୍‍ ସିମ୍‍ ହେଉଛି ଏକ ଭିନ୍ନ ପ୍ରକାରର ସିମ୍‍ । ଯାହା କେବଳ ୱେବସାଇଟ୍‍ ଓ ଦୋକାନରେ ମିଳିବ ।

ବ୍ୟାୟାମ କଲେ ଦୂର ହୁଏ ଶୁଷ୍କ ଆଖି ଓ କୁଞ୍ଚିତ ସମସ୍ୟା

ୱାଟରଲୁ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ନେତୃତ୍ୱରେ ଏକ ଟିମ୍ ବ୍ୟାୟାମ କିପରି ଶୁଖିଲା ଏବଂ କୁଞ୍ଚିତ ଆଖି ସମସ୍ୟାର ନିରାକରଣ କରିପାରିବ ସେ ସମ୍ବନ୍ଧରେ କିଛି ଆବିଷ୍କାର କରିଛନ୍ତି, ଯାହା ଶୁଣିଲେ ଆପଣଙ୍କୁ କୌତୁହଳ ଲାଗିପାରେ । ମାତ୍ର ଅନୁସନ୍ଧାନରୁ ନିରାକରଣର ଏକ ସହଜ ଉପାୟ

ଅନ୍ୟ ତାରିଖଠାରୁ କାହିଁକି ସ୍ୱତନ୍ତ୍ର ୨୨/୨/୨୨, ଜାଣନ୍ତୁ ଏହାର ମହତ୍ତ୍ୱ…

ଆଜି ଫେବୃଆରୀ ୨୨, ୨୦୨୨ । ଜୀବନରେ ଥରେ ହିଁ ଏହି ତାରିଖ ପଡିଥାଏ । ବର୍ଷର ସବୁ ତାରିଖରୁ ଏହି ତାରିଖର ସଂଖ୍ୟା ଟିକେ ସ୍ୱତନ୍ତ୍ର ଓ ଭିନ୍ନ ଅଟେ । କାରଣ ଏହାକୁ ଆରମ୍ଭରୁ ଓ ଶେଷ ଆଡୁ ପଢିଲେ ସମାନ ସଂଖ୍ୟା ରହିଥାଏ । ଏହାସହ ଆଜି ମଙ୍ଗଳବାର (Tuesday) ହୋଇଥିବାରୁ (ସୋସିଆଲ୍‌ ମିଡିଆରେ ଏହି

ଆପଣ ଦେଖୁଛନ୍ତି କି ଏପରି ସ୍ୱପ୍ନ ? ଆର୍ଥିକ ସ୍ଥିତି ଉପରେ ପକାଇଥାଏ ପ୍ରଭାବ

ସ୍ୱପ୍ନ ଶାସ୍ତ୍ରରେ ସମସ୍ତ ପ୍ରକାରର ସ୍ୱପ୍ନର ଅର୍ଥ ବର୍ଣ୍ଣନା କରାଯାଇଛି। ତାହା ଭଲ ସ୍ୱପ୍ନ ହେଉ କିମ୍ବା ଭୟାନକ । ସ୍ୱପ୍ନ ଯେତିକି ଅଦ୍ଭୁତ, ସେଗୁଡିକଠାରୁ ମିଳୁଥିବା ଫଳାଫଳ ମଧ୍ୟ ସେତିକି ଆଶ୍ଚର୍ଯ୍ୟଜନକ। ସ୍ୱପ୍ନ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ଚାଲନ୍ତୁ ଜାଣିବା ଏପରି କିଛି

ପୋଈ ଚିଙ୍ଗୁଡ଼ି ଚୁଡ୍‌ଚୁଡ଼ା

ସାମଗ୍ରୀ :ମଧ୍ୟମ ଆକାରର ଚିଙ୍ଗୁଡ଼ି – ୫୦୦ଗ୍ରାମପୋଈ ଶାଗ- ୧୨-୧୪ଟି ପତ୍ରରିଫାଇନ ତେଲ- ଅଧା କପ୍ପିଆଜ – ସରୁ ସରୁ କଟା ହୋଇଥିବା ଦୁଇଟାରସୁଣ- ଗୋଟିଏସୋରିଷ – ୨ ବଡ଼ ଚାମଚଜିରା – ଅଧା ଚାମଚଶୁଖିଲା ଲଙ୍କା – ୭ଟାଟମାଟୋ – ୨ଟାଲୁଣ – ସ୍ଵାଦ ଅନୁସାରେହଳଦି- ୧ ଚାମଚଲଙ୍କା ଗୁଣ୍ଡ – ଅଧା ଚାମଚ

ଗୋଟିଏ ଅଟୋରିକ୍ସା ଚାଳକର ବାସ୍ତବିକ ଦାରୁଣ ଦୁଃଖର କଥା

ଗୋଟିଏ ଅଟୋରିକ୍ସା ଚାଳକର ବାସ୍ତବିକ ଦାରୁଣ ଦୁଃଖର କଥା , ନାମ - ପାଣ୍ଡବ ବେହେରା , ବୟସ - ୭୦ , ଠିକଣା - ଗଞ୍ଜାମ ଜିଲ୍ଲା , ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ଲାଲସିଂ ପଞ୍ଚାୟତ ଅଧିନ , ଲଣ୍ଡେଇ ସାହି ଅଂଚଳର ରାମକୃଷ୍ଣ ନଗର , ପାଣ୍ଡବ ଭାଇ ତାଙ୍କ ଜୀବନ କାଳରେ ନିଜ ଅଂଚଳ ତଥା ନିକଟସ୍ଥ

କଟକ ସହରର ଥ୍ରୀ ଇନ୍ ଓ୍ଵାନ୍ ବରା

କଟକ ସହରର ଏହି ନିଆରା ଖାଦ୍ୟଟିର ମଜା ଆପଣ ପାଇପାରିବେ। ଚାଉଳିଆଗଞ୍ଜ ଦୁର୍ଗାଘର ସାମ୍ନା ଗଳିରେ କିଛି ଦୂର ଗଲେ ଛୋଟିଆ ପିଣ୍ଡା ଉପରେ ଜଳଖିଆ ଦୋକାନଟିଏ। ସ୍ଥାନୀୟ ଅଞ୍ଚଳରେ ମାଳିଆ ନାନୀ ଦୋକାନ କହିଲେ ସମସ୍ତେ ଆପଣଙ୍କୁ ଠିକଣା କହିଦେବେ। ଥ୍ରୀ ଇନ୍ ଓ୍ଵାନ୍ ବରାର ଦାମ୍ ରହିଛି ମାତ୍ର

ନିଜ ପ୍ରେମ ପାଇଁ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ବିବାହ କରିନଥିଲେ ।

ମଧ୍ୟପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ବଲିଉଡ଼ର ବୁଲବୁଲ ଲତା ମଙ୍ଗେସକର । ସେ ପୁରା ୩୬ ଟି ଭାରତୀୟ ଭାଷାରେ ଗୀତ ଗାଇଛନ୍ତି । ଭାରତ ରତ୍ନ, ପଦ୍ମ ଭୂଷଣ, ପଦ୍ମ ବିଭୂଷଣ ଏମିତିକି ଦାଦା ସାହେବ ଫାଲକେ ପୁରସ୍କାର ବି ସେ ପାଇଛନ୍ତି । ଆଉ ଏବେ

ଡ୍ୟାନ୍ସର ଯେବେ ଅମ୍ପାୟାର ହୁଏ । ତେବେ କ୍ରିକେଟ ପଡିଆ ରେ ଅଧିକ କଣ ହୁଏ ?

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ତଷିପୁର ପଞ୍ଚାୟତ କୁସୁମୁଣ୍ଡିଆ ଗ୍ରାମ ର ଜଣେ ଗରିବ କୃଷକ ପରିବାର ରେ ଜନ୍ମ ଗ୍ରହଣ କରିଥିବା ଯୁବକ ବବୁଲ ସାହୁ ଏବେ ଢେଙ୍କାନାଳ ଅନୁଗୁଳ ଜିଲ୍ଲା ସମେତ ରାଜ୍ୟରେ ହେଉଥିବା ଅନେକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ନିଜର ନିଆରା ଅମ୍ପାୟାର ଶୈଳୀ ପାଇଁ

ତିଆରି କରନ୍ତୁ ଚିକେନ୍‌ ବଲ୍

ଆବଶ୍ୟକ ସାମଗ୍ରୀ: ବୋନ୍‌ଲେସ୍‌ ଚିକେନ୍, ବ୍ରେଡ୍‌, ଅଟା, ଅଣ୍ଡା, ଧନିଆପତ୍ର, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚିଲି ସସ୍, ସୋୟା ସସ୍‌, ଲୁଣ, କଟା କଞ୍ଚା ଲଙ୍କା, କଟା ପିଆଜ, ତେଲ,  ଅଦା  ଓ ରସୁଣ ପେଷ୍ଟ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବୋନ୍‌ଲେସ୍‌ ଚିକେନକୁ ଧୋଇ ଏକ ପାତ୍ରରେ ରଖନ୍ତୁ।

ଫଟା ଓଠରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ, ତୁରନ୍ତ ମିଳିବ ଫାଇଦା

ଶୀତ ଋତୁରେ ଓଠ ଫାଟିବା ଏକ ସାଧାରଣ ସମସ୍ୟା । ଓଠ ଡ୍ରାଏ ହେବା ସହ ଭୟଙ୍କର ଭାବେ ଫାଟିବାକୁ ଲାଗିଥାଏ । ଦେଖାଯାଏକି ଅଧିକାଂଶ ଝିଅ ମାନେ ଏଥିପାଇଁ ମହଙ୍ଗା ଲିପବାମ ବା କ୍ରିମ ବ୍ୟବହାର କରିଥାନ୍ତି । କିନ୍ତୁ ଏହାର କୌଣସି ଖାସ ଫରକ ପଡି ନଥାଏ ।କିନ୍ତୁ ଏହା ବଦଳରେ ଯଦି ଘରୋଇ ଉପାୟ