Browsing Category

ଜୀବନ ଚର୍ଯ୍ୟା

ବିଶ୍ୱର ସବୁଠୁ ମହଙ୍ଗା ସାବୁନ , ମୂଲ୍ୟ ୨ ଲକ୍ଷ ୭ ହଜାର ୮ଶହ ଟଙ୍କା

ଲେବାନନ୍‌ର ତ୍ରିପୋଲିଠାରେ ଏକ ଛୋଟ ପରିବାର ମାଲିକାନାରେ ଥିବା ଏକ କାରଖାନା ବିଶ୍ୱର ସବୁଠୁ ମହଙ୍ଗା ସାବୁନ ପ୍ରସ୍ତୁତ କରୁଥିବା ଦାବି କରିଛି । ସାବୁନର ମୂଲ୍ୟ ୨,୮୦୦ ଡଲାର, ଅର୍ଥାତ ହାରାହାରି ୨ ଲକ୍ଷ ୭ ହଜାର ୮ଶହ ଟଙ୍କା । ବାଦର୍‌ ହସନ ଆଣ୍ଡ ସନ୍ସ ଦ୍ୱାରା ପ୍ରସ୍ତୁତ ଏହି ହାତ ତିଆରି

ମକର ସଂକ୍ରାନ୍ତି-କେମିତି ପ୍ରସ୍ତୁତ କରିବେ ମକର ଚାଉଳ?

ହିନ୍ଦୁ ଧର୍ମରେ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଏ ମକର ସଂକ୍ରାନ୍ତି। ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ମକର ଚାଉଳ। ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ସଠିକ ପ୍ରଣାଳୀ। ସାମଗ୍ରୀ:ନୂଆ ଅରୁଆ ଚାଉଳ –୧ କପ୍‌,କ୍ଷୀର – ଅଧ କପ୍‌,ନଡ଼ିଆ କୋରା – ଅଧ କପ୍‌,କଦଳୀ – ୩ଟି,ସେଓ

ଖ୍ରୀଷ୍ଟମାସରେ ନାଲି ପୋଷାକ କାହିଁକି, ଜାଣନ୍ତୁ

ଡିସେମ୍ବର ୨୫ରେ ପାଳନ ହୁଏ ଖ୍ରୀଷ୍ଟମାସ । ଏହି ଦିନକୁ ଆମେ ବଡ ଦିନ ମଧ୍ୟ କହିଥାଉ । ଖ୍ରୀଷ୍ଟମାସ ଅସିବା ମାତ୍ରେ ସବୁଠି ହସ ଖୁସିର ଲହର ଖେଳିଯାଏ । ପ୍ରତ୍ୟେକ ଏହି ଡିସେମ୍ବର ୨୫କୁ ଚାହିଁ ରହିଥାନ୍ତି । କାହିଁକିନା ଲୋକମାନେ ମାନି ଥାନ୍ତି ଯେ ଏହି ପର୍ବରେ ପିଲାମାନଙ୍କର ପ୍ରିୟ ସାଣ୍ଟା

ମସ୍ତିଷ୍କ ରେଖାରେ ଲୁଚିଛି ଭାଗ୍ୟ : ଜାଣନ୍ତୁ କେଉଁ ରେଖା କ’ଣ କହେ

ମଣିଷର ଭାଗ୍ୟ ମଥାରେ ଲେଖାଥାଏ ବୋଲି କୁହାଯାଏ। ମଥାରେ ଥିବା ରେଖା ବ୍ୟକ୍ତିର ଭାଗ୍ୟ ନିର୍ଧାରିତ କରିଥାଏ ବୋଲି ପୁରାତନ ଯୁଗରୁ ବିଶ୍ୱାସ ରହିଛି। ଭାଗ୍ୟ ଦର୍ଶାଇବା ପାଇଁ ମସ୍ତିସ୍କରେ ୭ଟି ରେଖା ଥାଏ। ପ୍ରତ୍ୟେକ ରେଖା ଗୋଟିଏ ଗ୍ରହର ପ୍ରତିନିଧିତ୍ବ କରିଥାନ୍ତି। ମସ୍ତିସ୍କରେ ସବୁଠାରୁ ତଳେ

ଫୋନ୍‌ ପେ- ଗୁଗଲ୍‌ ପେ ବ୍ୟବହାରକାରୀ ସାବଧାନ: ଓଡିଶାରେ ମାତିଛନ୍ତି ଡିଜିଟାଲ ଠକ।

ହଠାତ୍ ଫୋନ୍‌ କଲ ଆସୁଛି। ପଚାରିଲେ କିଏ କହୁଛନ୍ତି। ଆମେ ଫୋନ୍‌ କିମ୍ବା ଗୁଗଲ୍ ପେ ରୁ କହୁଛି। ଆପଣଙ୍କ ଟ୍ରାଞ୍ଜାକସନ ପରେ ରିୱାର୍ଡ ମିଳିଛି । ନୋଟିଫିକେସନକୁ ଯାଆନ୍ତୁ। ଆଉ ମେସେଜକୁ କ୍ଲିକ୍ କରନ୍ତୁ । ଏବେ ୟୁପିଆଇ ପାଇଁ ଦିଅନ୍ତୁ । ବାସ୍‌ ତା ପରେ ଆକାଉଣ୍ଟରୁ ଟଙ୍କା ଗାୟବ । ଏମିତି

ରକ୍ଷାବନ୍ଧନ: ରାହୁକାଳରେ ବାନ୍ଧନ୍ତୁ ନାହିଁ ରାଖୀ, ଜାଣନ୍ତୁ ଶୁଭ ମୁହୂର୍ତ୍ତ।

ଶ୍ରାବଣ ମାସର ପୂର୍ଣ୍ଣମୀ ତିଥି ଅର୍ଥାତ୍‍ ଅଗଷ୍ଟ ୩ ତାରିଖ ସୋମବାରରେ ଚଳିତ ବର୍ଷର ରକ୍ଷାବନ୍ଧନ ପର୍ବ ପଡ଼ୁଛି। ଏହା ହେଉଛି ଭାଇ-ଭଉଣୀଙ୍କ ସ୍ନେହର ପର୍ବ। ଯେଉଁଦିନ ଭଉଣୀ ନିଜ ଭାଇ ହାତରେ ରକ୍ଷାସୂତ୍ର ବାନ୍ଧିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅଶୁଭ ମୁହୂର୍ତ୍ତରେ ରାଖୀ ବାନ୍ଧିବା ଆଦୌ