Browsing Category

ଆଧ୍ୟାତ୍ମିକ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରେ ସାରଳା ମନ୍ଦିର ଉନ୍ନତିକରଣ ମାଷ୍ଟରପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ…

ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୪୨ କୋଟି। ବର୍ଷକ ମଧ୍ୟରେ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ.ଓଡିଶା ଶକ୍ତି ପୂଜାର ପ୍ରାଚୀନ ପୀଠ। ଝଙ୍କଡ ପୀଠ ତନ୍ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ମାତୃ ଉପାସନା ପୀଠ । ଝଙ୍କଡବାସିନୀ ମା ସାରଳାଙ୍କ ଆଶୀର୍ବାଦରୁ ସାରଳା ଦାସ ସିଦ୍ଧି ଲାଭ କରିଥିଲେ,

ମା ବାଗଦେବୀ ଙ୍କ ଅଲୌକିକ କିମ୍ବଦନ୍ତୀ।

ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ଐତିହ୍ୟ ,ସଂସ୍କୃତି,ପରମ୍ପରା ସବୁଠୁ ନିଆରା।ଏହି ବ୍ଲକ୍ ରେ ବସ ବାସ କରୁଥିବା ଲୋକମାନେ ମା ଙ୍କ ମହିମା କୁ ବିଶ୍ୱାସ କରନ୍ତି।ବାର ମାସରେ ତେର ପର୍ବ ପାଳନ ହୋଇଆସୁଛି।ନୂଆଗାଁ ବ୍ଲକ୍ ରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରୁ ସର୍ବ ପୁରାତନ ହେଉଛି ମା

ଗାଁ ଗହଳିରେ ଏବେବି ଭାଗବତ ଟୁଙ୍ଗି ଜୀବିତ।

ଆଧୁନିକତା ଦୁନିଆରେ ଦିନକୁ ଦିନ ହଜିଗଲାଣି ଭାଗବତ ଟୁଙ୍ଗି । ଆଉ ଶୁଭୁନାହିଁ ସନ୍ଧ୍ୟାବେଳେ ଗାଁ ମୁଣ୍ଡରେ ଭାଗବତ ର ସ୍ୱର।ଶୁଭୁ ନାହିଁ ଭାଗବତ ପାଠର ସୁର ବାଜୁ ନାହିଁ ଖଞ୍ଜଣିର ଶବ୍ଦ।ତଥାପି ଦୀର୍ଘଦିନ ଧରି ଏମିତି ଏକ ଗାଁରେ ବଜାଇ ରହିଛି ଗୀତା, ଭାଗବତ,ପୁରାଣ ଶାସ୍ତ୍ର ସହିତ ଖଞଣୀ ବାଦନର

ଭାଗ୍ୟବାନ ଲୋକଙ୍କୁ ମିଳିଥାଏ ଏହି ୬ ଜିନିଷ, ଆପଣଙ୍କ ପାଖରେ ଅଛି କି….??

ଭଲ ଜୀବନ ଜିଇଁବା ପାଇଁ ମଣିଷ ଧନସମ୍ପତ୍ତି, ସୁଖ ଏବଂ ଅନ୍ୟାନ୍ୟ ଜିନିଷ ଖୋଜୁଛି। କିନ୍ତୁ ଯଦି ଠିକ କେଉଁଟି ଆଉ ଭୁଲ କେଉଁଟି ତାହା ଜାଣିବାର ଶକ୍ତି ନାହିଁ ତେବେ ମଣିଷ ସବୁ ଥାଇ ବି ସୁଖି ହୋଇପାରିବ ନାହିଁ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଏକ ଶ୍ଳୋକ ମାଧ୍ୟମରେ ଏପରି ୬ ପ୍ରକାର ଜିନିଷ

ଶ୍ରୀରାମ ରସ୍: ମହାପ୍ରଭୁ ଙ୍କ ଶ୍ରୀରାମ ସେତୁ ସମ୍ବନ୍ଧୀୟ କିଛି ଆଶ୍ଚର୍ଯ୍ୟ ଜନକ ତଥ୍ୟ

ସୂର୍ଯ୍ୟ ବଂଶୀ ସତ୍ୟବାଦୀ ମର୍ଯ୍ୟାଦା ପୁରୁଷୋତ୍ତମ ମହାପ୍ରଭୁ ଭଗବାନ ଶ୍ରୀରାମଚନ୍ଦ୍ର ମହାପ୍ରଭୁ ଙ୍କ  ଶ୍ରୀରାମ ସେତୁ ସମ୍ବନ୍ଧୀୟ କିଛି ଆଶ୍ଚର୍ଯ୍ୟ ଜନକ ତଥ୍ୟ ୧. ଶ୍ରୀରାମ ସେତୁ ଭାରତ ର ରାମେଶ୍ଵରମ ଦ୍ବୀପ ଧନୁସକୋଡ଼ି ଠାରୁ ଶ୍ରୀଲଙ୍କା ର ମନ୍ନାର ଭୂଖଣ୍ଡ ପର୍ଯ୍ୟନ୍ତ ନିର୍ମିତ ବିଶ୍ୱ

ମହା ଶିବରାତ୍ରି ରେ ଏହି କାମ କରି ଗ୍ରହ ଦୋଷରୁ ମୁକ୍ତି ପାଆନ୍ତୁ

କର୍ମକ୍ଷେତ୍ରରେ ସଫଳତା ପାଇଁ ଶିବରାତ୍ରୀରେ ଶିବଲିଙ୍ଗରେ ଦୁବ ଘାସ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା କର୍ମକ୍ଷେତ୍ରରେ ସଫଳତା ମିଳିବା ସହ ଏଥିରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।ଜାତକରେ ଗ୍ରହଙ୍କ କୁପ୍ରଭାବ ପଡ଼ିବା ଦ୍ୱାରା ବ୍ୟକ୍ତିଙ୍କ ମାନସିକ ଅଶାନ୍ତି ଓ ଦୁଶ୍ଚିନ୍ତ। ବୃଦ୍ଧି

ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟକୁ ନେଇ ଏକ ପ୍ରେରଣାପ୍ରଦ କାହାଣୀ ସ୍ୱାମୀ ବିବେକାନନ୍ଦଙ୍କ ଜୀବନରୁ ମିଳେ।

ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ଥିଲା ଶ୍ରୀରାମକୃଷ୍ଣ ପରମହଂସଙ୍କର ପ୍ରିୟ। ଗଙ୍ଗାଜଳ, ବ୍ରଜରଜ (ବୃନ୍ଦାବନର ଧୂଳି) ଓ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ ସେ ‘ବ୍ରହ୍ମସ୍ୱରୂପ’ ବୋଲି ବିବେଚନା କରୁଥିଲେ। ସୁଦୂର ଦକ୍ଷିଣେଶ୍ୱରରେ ପୁରୀର ମହାପ୍ରସାଦ ଦୁର୍ଲଭ ଥିବାରୁ, ସେ ନିର୍ମାଲ୍ୟକୁ ହିଁ

ଏପରି କଲେ ଭଗବାନ ଶିବଙ୍କ କୋପରୁ ରକ୍ଷା ମିଳିବ ନାହଁ

ଭଗବାନ ଶିବ ସହଜରେ ପ୍ରସନ୍ନ ହୁ ଅନ୍ତି। ତାଙ୍କ ଆଶୀଷରେ ସୁଖଶାନ୍ତିରେ ଦିନ କଟେ। ହେଲେ ସେ ରାଗିଲେ ପ୍ରଳୟ କରନ୍ତି । ଏପରି କିଛି କାମ ଅଛି, ଯେଉଁଥିରେ ଭଗବାନ ଶିବ ଅସନ୍ତୁଷ୍ଟ ହେବା ସହ କୋପ କରନ୍ତି। ଏହାଦ୍ଵାରା ବ୍ୟକ୍ତିର ସୁଖଶାନ୍ତି ଦୂରେଇଯାଇ ଅନିଷ୍ଠ ହୁଏ । ଜାଣନ୍ତୁ ତେବେ ଉକ୍ତ

ଆସନ୍ତୁ ଜାଣିବା ପୁରୀ ମନ୍ଦିର ବିଷୟରେ କିଛି ରହସ୍ୟ କଥା

ଆମ ସମସ୍ତଙ୍କର ପ୍ରିୟ ଠାକୁର ଜଗତର ନାଥ ଜଗନ୍ନାଥ ।ଆମେ ଜାଣିବା ସେହି ଚାରି କୋଟି ଓଡିଆଙ୍କ ଜନନାୟକ ଜଗତର ନାଥ ଜଗନ୍ନାଥ ଙ୍କ ରହସ୍ୟ ବିଷୟରେ ।।ଦର୍ଶକ ବନ୍ଧୁ ୧୦ବର୍ଷ ତଳେ ଏମିତି ଏକ ରହସ୍ୟ ସୃଷ୍ଟି ହେଇଥିଲା ଯାହାକି ଏବେ ବି ସମସ୍ତ ଙ୍କୁ ଆଚମ୍ବିତ କରେ। ଜଗନ୍ନାଥ ଙ୍କ ମନ୍ଦିର ଏପରି ଏକ

କୃଷ୍ଣଙ୍କ ବାଲ୍ୟ ସାଥୀ ସୁଦାମା ଏତେ ଗରିବ ଥିଲେ କାହିଁକି?

କୃଷ୍ଣ ଓ ସୁଦାମାଙ୍କ କାହାଣୀ ତ ସମସ୍ତେ ଜାଣିଥିବେ ଆପଣ। ଦ୍ୱାରକାଧୀଶ ଭଗବାନ ଶ୍ରୀକୃଷ୍ଣ ଓ ନିର୍ଦ୍ଧନ ବ୍ରାହ୍ମଣଙ୍କ ଏହି କାହାଣୀ ବାସ୍ତବିକ ଶିକ୍ଷଣୀୟ। ଏଣୁ ଆଜିର ଦିନରେ ବି କୃଷ୍ଣସୁଦାମାଙ୍କ କାହାଣୀର ଯଥେଷ୍ଠ ତାତ୍ପର୍ଯ୍ୟ ରହିଛି। ଯେଉଁମାନେ କେବେ ଏହି କାହାଣୀ ମନନ କରୁଥିବେ ସେମାନଙ୍କ

କେଦାରେଶ୍ୱର ମନ୍ଦିର ର କିଛି ଜଣା ଅଜଣା କଥା

ଏହା ଅଷ୍ଟଶମ୍ଭୁ ମାନଙ୍କ ମଧ୍ୟରୁ ଅନ୍ୟତମ ।ଏହି କେଦାରେଶ୍ୱର ମନ୍ଦିର ଉପର ଅଂଶ ଭାଙ୍ଗି ଖସି ପଡ଼ି ଗଲାଣି ।ଏବେ ସୁଦ୍ଧା ବହୁ ପ୍ରସ୍ଥର ଖଣ୍ଡ ତଳେ ପଡ଼ିଛି ।୮୫ଡିସିମିଲ ସ୍ଥାନ ଉପରେ ମନ୍ଦିର ଓ ତାର ବେଢ଼ା ନିର୍ମିତ ହୋଇଛି ।ସାମ୍ନାରେ ନାଟ ମଣ୍ଡପ ଓ ଆଗରେ ପୁଷ୍କରିଣୀ ।ଏହି ଶିବ ମନ୍ଦିର

ଝାଡେଶ୍ଵର୍ ମନ୍ଦିର ବିଷୟରେ କିଛି ମାଳିକା ବର୍ଣ୍ଣିତ କଥା !!ଆସନ୍ତୁ ଜାଣିବା ମାଳିକାର ଏହି ମନ୍ଦିର ର କଣ ସମ୍ପର୍କ…

ଅମରାବତୀ ଗଡର ରାଜା ବସୁ କଳ୍ପ ଏହାକୁ ନିର୍ମାଣ କରିଥିଲେ ।ରାଜା ଠାକୁରଙ୍କ ସେବା ପାଇଁ ୩୬୦ ଏକର ଜମି ଖଞ୍ଜି ଦେଇଥିଲେ ।କେବଳ ପଣ୍ଡବମାନଙ୍କୁ ୧୦୦ଏକର ଜମି ଯାଗିର ଦିଆଯାଇଥିଲା ।ଠାକୁର ଙ୍କ ପାଖରେ ମୁଆଁ ,ପିଠା, ଓ ଅଲଣା ,ଖେଚୁଡ଼ି ଭୋଗ ହେଉଥିବାରୁ ତାଙ୍କୁ ଅଲଣାଖିଆ ବା ଅଲନେସ୍ୱର ମହାଦେବ