Browsing Category
ଆଧ୍ୟାତ୍ମିକ
ବିରାଟ ରାଜା କିଏ ?ତାଙ୍କ ବିଷୟ ରେ କିଛି ରୋଚକ ତଥ୍ୟ
ବିରାଟ ରାଜା ଜଣେ ସୁଶାସକ, ବୀର ,ନ୍ୟାୟବାନ, ଓ ଧର୍ମପରାୟଣ ବ୍ୟକ୍ତିଥିଲେ ବୋଲି ଭଗବାନ କୃଷ୍ଣ ଅଜ୍ଞାତ ବନବାସ ସମୟରେ ପାଣ୍ଡବ ମାନଙ୍କୁ ଏହି ରାଜ୍ୟକୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ ।ସେ ଥିଲେ ଶୈବ ଭକ୍ତ ।ବିରାଟ ରାଜା ନଅର ଚତୁଃ ପାର୍ଶ୍ଵରେ ପ୍ରସ୍ତରକୁ ତାଡି ବିରାଟ ଗଡଖାଇ ନିର୍ମାଣ!-->…
କୁଣ୍ଡଳିନୀ ଶକ୍ତି ଜାଗ୍ରତ ଦ୍ଵାରା କି ଲାଭ ହୁଏ ? ଜାଣନ୍ତୁ ବହୁତ୍ କିଛି ତଥ୍ୟ
ଆମ ଶରୀର ଅନନ୍ତ ଶକ୍ତିର କେନ୍ଦ୍ରସ୍ଥଳ । ବ୍ରହ୍ମାଣ୍ଡର ସବୁ ଶକ୍ତି ଆମ ଶରୀର ଭିତର ନିହିତ ଅଛି । ହେଲେ ଆମେ ଅଜ୍ଞାନବଶତଃ ଏ ସବୁ ଜାଣି ପାରୁନେ । ଆମେ ଯଦି ଚାହିଁବା ତେବେ ଅନେକ ଅସମ୍ଭବ କାମ କରି ପାରିବା । ଯେଉଁମାନଙ୍କୁ ଆମେ ଭଗବାନ କିମ୍ବା ମହାପୁରୁଷ ବୋଲି ମାନୁଛେ, ବାସ୍ତବରେ!-->…
କନକଗିରି ପୀଠ ଏକ ସିଦ୍ଧ ପୀଠ ଭାବରେ ଖ୍ୟାତ, ଏହାର ମାହାତ୍ମ୍ୟ କଥା ଜାଣନ୍ତୁ।
କନକଗିରି ନାମକ ଏକ ବିରାଟ ପର୍ବତ ଗତ୍ରରେ ଅବସ୍ଥିତ ।କନକାଗିରି ପୀଠ ଏକ ସିଦ୍ଧ ପୀଠ ଭାବରେ ଖ୍ୟାତ।ଏହି ମଠ ହେଉଛି ପୁରୀ ସାତ ଲହଡ଼ି ମଠ ର ଶାଖା ମଠ ।କୁହାଯାଏ ପଞ୍ଚ ଶାଖା ଯୁଗର ଅତିବଡ଼ି ଜଗନ୍ନାଥ ଦାସଙ୍କର ଗୁରୁ ଶ୍ରୀ ଗୋବର୍ଦ୍ଧନ ଦାସ ଙ୍କର ଏ ପାହାଡ଼ ଥିଲା ସାଧନା ପୀଠ ଏହିଠାରେ ଥିବା!-->…
କନମିରା ସ୍ଥିତ କନକେଶ୍ୱର ଶିବ ମନ୍ଦିର
ଅଜ୍ଞାତ ବନବାସ ସମୟରେ ପାଣ୍ଡବ ମାନେ ଭଗତପୁର ନିକଟସ୍ଥ ପାଞ୍ଚଭାୟା ପର୍ବତରେ ରହୁଥିବା ବେଳେ ଦ୍ରୌପଦୀ ପ୍ରତ୍ୟେହ ରାତ୍ରିର ୪ର୍ଥ ପ୍ରହରରେ ନିକଟସ୍ଥ କନକଗିରି ପାହାଡ଼ର ପାଦଦେଶରେ ଥିବା କନକେଶ୍ୱର୍ ଶିବ ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ ।
ଏହି କଥା ସାରଳା ଦାସ ଙ୍କ ମହାଭାରତରେ!-->!-->!-->…
ଆସନ୍ତୁ ଜାଣିବା କଣ ରହିଛି ଡମଡମଣି ପୀଠର ମାହାତ୍ମ୍ଯ
ଏହି ଦେବୀ ଡ଼ାଳିଯୋଡ଼ା ରାଜାଙ୍କ ଗଡଦେବୀ ବା ଦୁର୍ଗ ରକ୍ଷାକର୍ତ୍ତି ଥିଲେ ।ମହାଭାରତ ବନ ପର୍ବ ରେ ଲେଖା ଅଛି ଯେ , ଅଜ୍ଞାତ ବନବାସ ସମୟରେ ଅର୍ଜୁନ ଏଠାରେ ଗଣ୍ଡା ବଦ୍ଧ କରି ଏହି ମନ୍ଦିର କୁ ସ୍ଥାପନ କରିଥିଲେ ।ଦେଉରି ମାନେ ଏଠାକାର ପୂଜକ ଅଟନ୍ତି ।ମନ୍ଦିର କଡ଼ରେ ଡମଣି ଝର ,କେତକୀ!-->…
ପଞ୍ଚୁ ପାଣ୍ଡବ ବିଷୟରେ କିଛି ରୋଚକ ତଥ୍ୟ ଆସନ୍ତୁ ଜାଣିବା
ଏକ ଜଳଉକା ପାହାଡ଼ ର ପାଦ ଦେଶରେ ଅବସ୍ଥିତ ।ସବୁ ମନ୍ଦିର ବଉଳ ମାଳିଆ ପଥର ରେ ନିର୍ମିତ ।ଏହା ଚୂନ କିମ୍ବା ସିମେଣ୍ଟ ଦ୍ଵାରା ଯୋଡେଇ ହୋଇନି ।ମନ୍ଦିର ଗାତ୍ର ଠିକ୍ କୋଣାର୍କ ଓ ଭୁବନେଶ୍ବର ରାଜାରାଣୀ ମନ୍ଦିରର କାରୁକାର୍ଯ୍ୟ ଭଳି ।
୨୦୦ଫୁଟ ଲମ୍ବ ଓ ୨୦୦ଫୁଟ ଚଉଡ଼ା ବିଶିଷ୍ଟ ଏକ ବର୍ଗାକାର!-->!-->!-->…
ଧବଳେଶ୍ଵର ପୀଠ ର କିଛି ମାହାତ୍ମ୍ୟ କଥା ଯାହା କେବେ ପୁର୍ବରୁ ଶୁଣିନଥିବେ ।
ଧବଳେଶ୍ଵର ପୀଠ ଟି ଟାଙ୍ଗୀ ଚୌଦ୍ବାର ବ୍ଲକର ଧବଳେଶ୍ଵର ଗ୍ରାମ ନିକଟସ୍ଥ ମହାନଦୀ କୂଳରେ ଅବସ୍ଥିତ ଥିଲା ।କିମଦନ୍ତୀ ଅନୁସାରେ ଏକଦା ଏକ ଚୋର ଗୋଟିଏ କାଳୀ ଗାଈକୁ ଚୋରି କରି ନେଇଯାଉଥିବା ବେଳେ ତା ପଛରେ ଲୋକ ଗୋଡେଇବାରୁ ସେ ଅନ୍ୟ ଉପାୟ ନପାଇ ଏହି ସ୍ଥାନରେ ଥିବା ଶିବଲିଙ୍ଗ ଠାରେ ଶରଣ ପଶି!-->…
କେଉଁ କାରଣ ରୁ ଶ୍ରୀକୃଷ୍ଣଙ୍କ ତାଙ୍କ ବଂଶୀ ଫୋପାଡି ଦେଇଥିଲେ ? ଭୟାବହ ରହସ୍ୟ ବିଷୟ ଜାଣନ୍ତୁ।
ରାଧା-କୃଷ୍ଣଙ୍କ ପ୍ରେମ କାହାଣୀକୁ ଆତ୍ମା ସହ ପରମାତ୍ମାଙ୍କ ମିଳନ ବୋଲି କୁହାଯାଏ। ଯେବେ ବି ପବିତ୍ର ପ୍ରେମର ଉଦାହରଣ ଦିଆଯାଏ, ସେତେବେଳେ ପୁରାଣବର୍ଣ୍ଣିତ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ଅନାବିଳ ପ୍ରେମ କାହାଣୀ ହିଁ କୁହାଯାଏ। ଗୋପପୁରରେ ରାଧା-କୃଷ୍ଣଙ୍କ ପ୍ରେମକୁ ନେଇ ଅନେକ ବର୍ଣ୍ଣନା!-->…
ଇତିହାସରେ ଗଜପତିଙ୍କୁ ବି ମନା ହୋଇଥିଲା ଶ୍ରୀମନ୍ଦିର
ଶ୍ରୀମନ୍ଦିର ଇତିହାସରେ ଏମିତି ବି କିଛି ଘଟଣା ରହିଛି, ଯାହା ଆପଣ କେବେ ଶୁଣି ନଥିବେ। ଶ୍ରୀମନ୍ଦିର ଭିତରକୁ ଗଜପତି ମହାରାଜାଙ୍କୁ ପ୍ରବେଶ ପାଇଁ ମନା କରାଯାଇଥିଲା। ତତ୍କାଳୀନ ଗଜପତି ମହାରାଜ ରାମଚନ୍ଦ୍ର ଦେବ ମୋଗଲ ସୁବେଦାରଙ୍କ ଝିଅ ରେଜିୟାଙ୍କୁ ବିବାହ କରିଥିବାରୁ ତାଙ୍କୁ ଶ୍ରୀମନ୍ଦିର!-->…
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ,ବାସ୍ତୁଦୋଷ ସୃଷ୍ଟି କରେ ଝାଡ଼ୁ |
୧. ଝାଡ଼ୁର ବ୍ୟବହାର ଠିକ୍ ଭାବରେ ନକଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏଥିପାଇଁ ସନ୍ଧ୍ୟାରେ ଘର ଝାଡ଼ୁ କରିବା ପାଇଁ ମନା କରାଯାଇଥାଏ। ଏହି ସମୟରେ ଝାଡ଼ୁ କଲେ ମା’ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ଘରୁ ଚାଲିଯାଇଥାଏ।
ଏପରିକି ଯେତେ ଅର୍ଥ ଉପାର୍ଜନ କଲେ ମଧ୍ୟ ଅଭାବ ହୋଇଥାଏ।!-->!-->!-->…
ଜାଣନ୍ତୁ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ପାଇଁ କେଉଁଠାରୁ ଆସୁଛି ପଥର ଓ ଏହାର କ’ଣ ରହିଛି କାରଣ।
ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ଭୂମି ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଜାଣନ୍ତୁ ରାମ ମନ୍ଦିର ନିର୍ମାଣ ପାଇଁ କେଉଁ ପଥର ଗୁଡ଼ିକର ଚୟନ ହୋଇଛି ଓ ଏହା କେଉଁ!-->…
ମହାଭାରତ ଯୁଦ୍ଧ ଶେଷ ହେବାପରେ ଭଷ୍ମ ହୋଇଯାଇଥିଲା ଅର୍ଜୁନଙ୍କ ରଥ : ଜାଣନ୍ତୁ କାହିଁକି
ମହାଭାରତକୁ ଭାରତର ଐତିହାସିକ ତଥା ଦାର୍ଶନିକ ଗ୍ରନ୍ଥ ବୋଲି କୁହାଯାଏ | ମହାଭାରତକୁ ମହାକାବ୍ୟ ଭାବେ ଲେଖାଯାଇଛି | ଏହା ବିଶ୍ୱର ସବୁଠାରୁ ବଡ ମହାକାବ୍ୟ ଗ୍ରନ୍ଥ ଯେଉଁଥିରେ ପାଖାପାଖି ଏକ ଲକ୍ଷ ଶ୍ଳୋକ ରହିଛି | ମହାଭାରତ ମହର୍ଷି ବେଦବ୍ୟାସ ଲେଖିଥିଲେ | ମହାଭାରତ ଯୁଦ୍ଧ କୁରୁକ୍ଷେତ୍ରରେ!-->…