Browsing Category
ଆଜିର ଖବର
ମୋ ପ୍ରତି ଭାରତ ସରକାର ଘୋର ଅନ୍ୟାୟ କରିଛନ୍ତି – ମାଲ୍ୟା
ଭାରତରେ ପଳାତକ ଘୋଷିତ ହୋଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିଜ ଉପରେ ଲାଗିଥିବା 'ପଳାତକ' ଟ୍ୟାଗକୁ ନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକାଧିକ ପୋଷ୍ଟ କରିଛନ୍ତି । ଏଥିରେ ସେ କେବଳ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିନାହାଁନ୍ତି, ବରଂ!-->…
ନନ୍ଦନକାନନରେ ବିରଳ ଓରାଙ୍ଗଉଟାନ
ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।ଖବର ଅନୁଯାୟୀ, ବୁଧବାର ସକାଳେ ବାଲେଶ୍ବରର ବିଚିତ୍ରପୁର ଜଙ୍ଗଲରୁ ଏହି ୫ ଓରାଙ୍ଗଉଟାନ!-->…
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ
ଆଜି ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନସିଂହାସନରେ ଏହି ବେଶ ହେବ। ଶ୍ରୀଜଗନ୍ନାଥଙ୍କୁ କୃଷ୍ଣ ଓ ଶ୍ରୀ ବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ । ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି!-->…
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ୧୧ରେ ଲଘୁଚାପ
ପୁଣି ଆସୁଛି ଲଘୁଚାପ, ଆଜିଠୁ ବଢ଼ିବ ବର୍ଷାର ପରିମାଣ । ପ୍ରାୟ ସପ୍ତାହେ ଧରି ଗୁଳୁଗୁଳି ଓ ପ୍ରବଳ ଗରମ ପରେ ପୁଣି ବଦଳିପାରେ ପାଣିପାଗର ମିଜାଜ। ସକ୍ରିୟ ରହିଛି ମୌସୁମୀ ନିମ୍ନଚାପ ରେଖା । ସମୁଦ୍ରରୁ ଓଡ଼ିଶା ଆଡ଼କୁ ଆସୁଛି ପ୍ରଚୁର ଜଳୀୟବାଷ୍ପ। ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା!-->…
ରାଜଧାନୀରେ ଚାଞ୍ଚଲ୍ୟ: ମୃଦ୍ୟୁ ପାନୀୟ ଦେଇ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ
ମୃଦ୍ୟୁ ପାନୀୟ ଦେଇ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ । ରାଜଧାନୀର ପଟିଆ ଅଞ୍ଚଳରେ ଚାଞ୍ଚଲ୍ୟ । କୋଲଡ ଡ୍ରିଙ୍କସ ପିଇବାକୁ ଦେଇ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ କରିଛି ଘର ମାଲିକ । ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଉଛି!-->…
ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମା ଓ ଝିଅ ଙ୍କ ମୃତ୍ୟୁ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଧାରଣା*
*କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମା’ ଓ ଝିଅଙ୍କ ମୃତଦେହ ରଖି ପରିବାର ଲୋକଙ୍କ ପ୍ରତିବାଦ। ବିଦ୍ୟୁତ୍ ଆଘାତରେ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ, ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ!-->…
ବ୍ରିକ୍ସ ପୂର୍ବରୁ ଭାରତ-ରୁଷିଆ ସମ୍ପର୍କକୁ ନୂଆ ଦିଗ, ମୋଦୀ-ପୁଟିନ କରିବେ ଆଲୋଚନା
ନୂଆଦିଲ୍ଲୀରେ ହେବାକୁ ଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ଭାରତ ଓ ରୁଷିଆ ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେପ୍ଟେମ୍ବର ୧୧ରେ ଦିଲ୍ଲୀରେ ସାକ୍ଷାତ କରିବେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->…
ବିଶ୍ୱ ଯୁବ କେନ୍ଦ୍ର ଅନୁଷ୍ଠାନ ତରଫରୁବାଲ୍ୟ ବିବାହକୁ ନା, ଶିକ୍ଷା କୁ ହଁ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଓଡାପଡା ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ୱ ଯୁବ କେନ୍ଦ୍ର, ଜଷ୍ଟ ରାଇଟ ଫର୍ ଚିଲ୍ଡରେନ୍ ପ୍ରକଳ୍ପ ତରଫରୁ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷେତ୍ରବାସୀ!-->!-->!-->…
BAPS ପ୍ରତିନିଧିମଣ୍ଡଳୀଙ୍କ ପରିଦର୍ଶନ ବେଳେ ଡ୍ୟୁଟିରୁ ମହିଳାଙ୍କୁ ହଟାଗଲା, ଏଫିଲ୍ ଟାୱାର କର୍ମଚାରୀଙ୍କ ଧର୍ମଘଟ
ସାରା ବିଶ୍ୱରୁ ଲୋକେ ପ୍ୟାରିସର ଏଫିଲ୍ ଟାୱାର ବୁଲିବାକୁ ଆସନ୍ତି । ତେବେ ସୋମବାର ଏଫିଲ୍ ଟାୱାରରେ ପ୍ରବେଶ ବନ୍ଦ ଥିଲା, ଯାହାଫଳରେ ଅନେକ ପର୍ଯ୍ୟଟକ ନିରାଶ ହୋଇଥିଲେ । ଏହା ପଛର କାରଣ ଗୋଟିଏ ହିନ୍ଦୁ ଧାର୍ମିକ ଗ୍ରୁପ୍ ବୋଲି କୁହାଯାଉଛି । BAPS ପ୍ରତିନିଧିମଣ୍ଡଳୀଙ୍କ ଗସ୍ତ ପୂର୍ବରୁ!-->…
ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ,ଗୋପିଗୋଠୋ, ବାହାଲ ସାହି, କନ୍ଧ ସାହି, ର ଭକ୍ତପୁର, ନୂଆସାହି,ଅରା ହାଟ ବଉଳିଗୋଡ, ଯୁହlରପୂର୍ ଗ୍ରାମ ରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲଡ୍ରେନ୍ ଦ୍ୱାରା ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ!-->…
ଜୋନ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ପ୍ରତିଯୋଗିତା ସମାପନ
ଗଣିଆ -(ବିଶ୍ୱରଂଜନ ସେଠି ) ଜୋନ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହିତ ସମାପ୍ତ ହୋଇଯାଇଛି। ତିନି ନମ୍ବର ଜୋନର ରାମଚନ୍ଦ୍ର ପ୍ରାଣବନ୍ଧୁ ନୋଡାଲ ବିଦ୍ୟାପୀଠ ରାସଂଗ ଏବଂ ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ ବେଲପଡ଼ା ପାଟଣା ର ମିଳିତ ତତ୍ତ୍ୱାବଧାନରେ ରାସଙ୍ଗ ବିଦ୍ୟାଳୟ!-->…
ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍ଫେଡ୍ ପକ୍ଷରୁ ନିଷ୍ପତ୍ତି
ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର । ଦୁଗ୍ଧ କ୍ରୟ ମୂଲ୍ୟ ବୃଦ୍ଧି କଲା ଓମ୍ଫେଡ୍ । ଆସନ୍ତା ୧୧ ରୁ ଚାଷୀଙ୍କ ଠାରୁ ଦୁଗ୍ଧ କ୍ରୟ ମୂଲ୍ୟରେ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରାଯିବ । ଏହାଦ୍ବାରା ରାଜ୍ୟର ୩ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ଉପକୃତ ହେବେ ।ବର୍ତ୍ତମାନ ସମୟରେ ଗୋ-ଖାଦ୍ୟ, ଦାନା, ଘାସ!-->…