Browsing Category

ଆଜିର ଖବର

ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା

ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ର ଶେଷରେ କ୍ଷମା ମାଗିଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ସେ ଭୁଲ ସ୍ବୀକାର କରିଛନ୍ତି। ଏହା ସହିତ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଉକ୍ତ ବିବାଦୀୟ ପଡକାଷ୍ଟ ଭିଡିଓକୁ

ରାଜନୀତିର ରୋଚକ କଥା ! ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ‘ସୋନିଆ ଗାନ୍ଧୀ’

କେରଳର ଇଡୁକ୍କି ଜିଲ୍ଲାର ମୁନ୍ନାର ପଞ୍ଚାୟତ ନିର୍ବାଚନରେ ଏଥର ଗୋଟିଏ ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । ଏହି ନାଁ ରାଜ୍ୟ ଏବଂ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି । ଏହି ନାଁ ହେଉଛି ବିଜେପି ପ୍ରାର୍ଥୀ ସୋନିଆ ଗାନ୍ଧୀଙ୍କର । କେରଳର ସ୍ଥାନୀୟ

ସରକାରୀ ସହାୟତା ସତ୍ୱେ ବି ଅଲୋଡ଼ା ଅନିଲ

କଳାହାଣ୍ଡି, ଶେଖର ସୁମନ ଦାଶ (HR TV ଓଡ଼ିଆ) କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ମାଦିଗୁଡ଼ା ନିକଟସ୍ଥ ଚିକିଲି ଗାଁର ଜଣେ ଯୁବକ ଅନୀଲ କପୁର ସିକାଙ୍କ ଇଛାମୃତ୍ୟୁ ଆବେଦନ ଗତ କିଛିଦିନ ହେଲା ରାଜ୍ୟରେ ଚର୍ଚ୍ଚାର ବିଷୟ ସାଜିଛି l ଦୀର୍ଘ ବର୍ଷ ଧରି ଶଯ୍ୟାଶାୟୀ ଥିବା ଅନୀଲଙ୍କ ସଂପର୍କରେ

ସଞ୍ଚାର ସାଥୀ ଆପ୍‌ ବିବାଦ: ‘ଚାହିଁଲେ ବ୍ୟବହାର କରିପାରିବେ

ସଞ୍ଚାର ସାଥୀ ଆପ୍‌କୁ ନେଇ ବିବାଦ ପରେ ମତ ବଦଳାଇଲେ କେନ୍ଦ୍ର ସରକାର । ୟୁଜର୍ସ ମାନେ ଚାହିଁଲେ ଏହି ଆପ୍‌କୁ ଫୋନରେ ବ୍ୟବହାର କରିପାରିବେ ନଚେତ ଡିଲିଟ କରିପାରିବେ, ଏହା କୌଣସି ପ୍ରକାର ବାଧ୍ୟତାମୂଳକ ଆପ୍‌ ନୁହଁ ବୋଲି କହିଛନ୍ତି କେନ୍ଦ୍ର ଯୋଗଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ଆସନ୍ତା ୩ରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ

ଆସନ୍ତା ୩ ତାରିଖ ତଥା ବୁଧବାର ମାର୍ଗଶିର ଶୁକଳ୍ପ ତ୍ରୟୋଦଶୀ ତିଥୀ। ଏହି ତିଥିରେ ବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ

ରାଜ୍ୟର ୫୦୦୮ ରାଜସ୍ୱ ଓ ପଡ଼ା ଗ୍ରାମକୁ ଏବେବି ସବୁଦିନିଆ ରାସ୍ତା ନାହିଁ

ରାଜ୍ୟର ୫୦୦୮ ରାଜସ୍ୱ ଓ ପଡା ଗ୍ରାମକୁ ଏବେବି ନାହିଁ ସବୁଦିନିଆ ରାସ୍ତା । କମ ସମୟ ଭିତରେ ରାଜସ୍ୱ ଗ୍ରାମକୁ ସବୁ ଦିନିଆ ରାସ୍ତା ହେବ ନିର୍ମାଣ । ଚଳିତ ଆର୍ଥିକ ବର୍ଷରେ ୨୬୪୩ କି.ମି ରାସ୍ତା ନିର୍ମାଣ କରିଛନ୍ତି ସରକାର । ଆଜି ବିଧାସଭାରେ ଗୃହରେ ବିଧାୟକ ଅରୁଣ ସାହୁ ପ୍ରଶ୍ନ ପଚାରିଥିଲେ

ନିର୍ଲଜତାର ସବୁ ସୀମା ପାର କରିଦେଲା ପାକିସ୍ତାନ,ଶ୍ରୀଲଙ୍କାକୁ ଏକ୍ସପାୟାର ରିଲିଫ ସାମଗ୍ରୀ ପଠାଇଲା ପାକିସ୍ତାନ

ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଘୂର୍ଣ୍ଣିଝଡ଼ ‘ଦିଟୱା’ ବ୍ୟାପକ କ୍ଷୟ କ୍ଷତି କରିଛି। ଭାରତ ସମେତ ଅନେକ ଦେଶ ସେଠାକୁ ରିଲିଫ୍ ସାମଗ୍ରୀ ପଠାଉଛନ୍ତି। ପାକିସ୍ତାନ ମଧ୍ୟ ନିଜକୁ ଦାନୀ ଦେଖାଇ ରିଲିଫ୍ ପଠାଇଛି। ତେବେ ସାହାଯ୍ୟ ନାମରେ ଶ୍ରୀଲଙ୍କାକୁ ପାକିସ୍ତାନ ପଠାଇଥିବା ଖାଦ୍ୟ ସାମଗ୍ରୀର

ଆଜି ପବିତ୍ର ବ୍ୟଞ୍ଜନ ଦ୍ବାଦଶୀ ।୮୭୫ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା ମାତା ମଠରେ 

ଆଜି ପବିତ୍ର ବ୍ୟଞ୍ଜନ ଦ୍ବାଦଶୀ । ଦୀର୍ଘବର୍ଷ ଧରି ପୁରୀର ଗୌରବିହାର ବା ମାତା ମଠରେ ମାର୍ଗଶୀର ଶୁକ୍ଳ ଦ୍ୱାଦଶୀକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଉଛି । ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ୱାଦଶୀକୁ ଭକ୍ତି ଓ ନିଷ୍ଠାର ସହ ପାଳନ

ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନାମ । ଏବେ ଏହାକୁ ସେବାତୀର୍ଥ ନାମରେ ଜଣାଯିବ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଏବେ ‘ସେବା ତୀର୍ଥ’ ଭାବରେ ପରିଚିତ ହେବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ନୀତି ଏବଂ ଜନସେବା ପ୍ରତି ସମର୍ପଣକୁ ସ୍ବୀକୃତି ଦେଇ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହାର ଉଦ୍ଦେଶ୍ୟ ଶାସନରେ ସେବାର ଭାବନକୁ ବଢାଇବା । ଏହି

କଳା କାଚ ଲଗାଇ ମାଲିକ ଗଣିଲେଣି ଲକ୍ଷେ ଟଙ୍କା ଫାଇନ୍

କାରରେ କଳା ରଙ୍ଗର ଫିଲ୍ମ ଲଗା ଇଲେ ହେଉଛି କାର୍ଯ୍ୟାନୁଷ୍ଠାନ । ୨୧୪ ଜଣ କାର ମାଲିକଙ୍କ ବିରୁଦ୍ଧରେ ହୋଇଛି ଇ- ଚାଲାଣ । ସେଥିରୁ କେବଳ ଭୁବନେଶ୍ୱରରେ ରହିଛି ୧୬୨ଟି ଗାଡି । ୨୦ଟି ଗାଡି ମାଲିକଙ୍କ ଠାରୁ ୧ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଛି । ଏନେଇ ଗୃହରେ ଉତ୍ତର ରଖିଲେ ନଗର ଉନ୍ନୟନ

ନନ୍ଦନକାନନରେ ଦୌଡ଼ିବ ଚିତା, ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ

ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ । ଆଗକୁ ନୂଆବର୍ଷ । ତେଣୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଛି ନନ୍ଦନକାନନ ।ନନ୍ଦନକାନନରେ ଦୌଡ଼ିବ ଚିତା । ଆଫ୍ରିକାରୁ ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ । ନନ୍ଦନକାନନର ଖୁଆଡ଼ ମଧ୍ୟରେ ପର୍ଯ୍ୟଟକମାନେ ଚିତା

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ସୂଚନା, କଟକରେ ଭଙ୍ଗା ହେବ ସମସ୍ତ ବିପଦ ଶଂକୁଳ କୋଠା

କିଛିଦିନ ତଳେ କଟକରେ ଏକ ପୁରୁଣା କୋଠା ଭାଙ୍ଗି କିଛି ଲୋକଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ଏନେଇ ଏବେ ବିଭାଗୀୟମନ୍ତ୍ରୀ ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି । ବିପଦସଙ୍କୁଳ କୋଠା ଚିହ୍ନଟ ପାଇଁ ବିଶେଷ କମିଟି ଗଠନ କରାଯାଇଛି । କମିଟିର ସଦସ୍ୟମାନେ ସମସ୍ତ