Browsing Category
ଆଜିର ଖବର
ପଦାକୁ ଆସିଲା ପୁଲିସ ବାବୁଙ୍କ ପରକୀୟାପ୍ରୀତି
ଜଣେ ପୁଲିସ ବାବୁଙ୍କ ସ୍ତ୍ରୀ ଚାକିରି ପାଇଁ ବାହାରକୁ ଯାଉଥିଲେ । ଯାହାର ଫାଇଦା ଉଠାଇ ସ୍ୱାମୀଜଣକ ପ୍ରେମିକାକୁ ଘରକୁ ଡକାଇ ମଉଜ କରୁଥିଲେ । ଅଚାନକ୍ ସ୍ତ୍ରୀ ପହଞ୍ଚିଯିବାରୁ ହରଡ଼ଘଣା ପଡ଼ିଲେ ସ୍ୱାମୀ । ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ବିଜୁ ପଟ୍ଟନାୟକ ପୁଲିସ ଏକାଡେମିରେ ସିପାହୀ!-->…
ଆଜି ଘୂର୍ଣ୍ଣିବଳୟ, ନବମୀରେ ଲଘୁଚାପ
ବର୍ତ୍ତମାନ ରାଜ୍ୟରେ ହାଲୁକା ବର୍ଷା ଲାଗି ରହିଥିଲେ ମଧ୍ୟ ଦୁର୍ଗାପୂଜା ପାଇଁ ପ୍ରାୟତଃ ପାଗ ଅନୁକୂଳ ରହିଛି। ହେଲେ ଆଗକୁ ପାଗରେ ପରିବର୍ତ୍ତନ ଦେଖାଦେବ। ତେବେ ମଙ୍ଗଳବାର ଅଷ୍ଟମୀରେ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ!-->…
ଓଡ଼ିଶାର ଆଉ ଦୁଇଜଣ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି
ଓଡ଼ିଶାର ଆଉ ଦୁଇଜଣ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି । ଏ ସମ୍ପର୍କରେ ସୋମବାର ଦିନ ନିର୍ଦ୍ଦେଶ ଜାରି କରାଯାଇଛି। ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର ସମର୍ଥ ବର୍ମା ଏବଂ ୨୦୧୪ ବ୍ୟାଚ୍ ଆଇଏଏସ୍ ଅଫିସର ସ୍ବାଧାଦେବ ସିଂ କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ସ୍ବାଧା!-->…
ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ, ପୀଠରେ ମହାନବମୀ ନୀତିକାନ୍ତି
ମଣ୍ଡପରେ ଦର୍ଶନ ଦେଉଛନ୍ତି ମା’ । ଶକ୍ତିପୀଠରେ ଚାଲିଛି ଦେବୀଙ୍କ ମହାନବମୀ ପୂଜା, ମଣ୍ଡପରେ ଆଜି ମହାଷ୍ଟମୀ । ନବରାତ୍ରି ଅବସରରେ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ । ରୀତିନୀତି ପୂଜାବିଧି ଅନୁସାରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଘଣ୍ଟଘଣ୍ଟା ଓ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି!-->…
ହୀରାକୁଦ ଡ୍ୟାମର ୬ଟି ଗେଟ ଖୋଲାହେଲା
ହୀରାକୁଦ ଡ୍ୟାମର ୬ଟି ଗେଟ ଖୋଲାହେଲା ା ବାମ ପଟର ୪ଟି ଗେଟ ଓ ଡାହାଣ ପଟର ୨ଟି ଗେଟ ଦେଇ ପାଣି ନିଷ୍କାସିତ ହେଉଚି । ଏବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୯୨.୩୭ ରହିଛି । ପ୍ରତି ସେକେଣ୍ଡରେ ୧ ଲକ୍ଷ ୯୬ ହଜାର ୪୯୪ କ୍ୟୁସେକ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୩ ହଜାର ୭୭୫୮!-->…
ଦୁର୍ଗା ପୂଜା ପାଇଁ ଟ୍ରାଫିକ କଟକଣା ଜାରି,ଦିନ ୨ଟା ପରେ ଏନଏଚରେ ଭାରିଯାନ ମନା
ପାର୍ବଣ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିବା ବେଳେ ଟ୍ବିନସିଟି କଟକ-ଭୁବନେଶ୍ୱର ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଦୁର୍ଗା ପୂଜା ପାଇଁ ଟ୍ରାଫିକ କଟକଣା ଜାରି ହୋଇଛି । ଦିନ ୨ଟା ପରେ ଏନଏଚରେ ଭାରିଯାନ ମନା । ଖୋର୍ଦ୍ଧା ଓ କଟକ!-->…
ଆଉ ବଢିବନି ଡେଡ୍ ଲାଇନ । ମାଗଣା ଚାଉଳରୁ କଟିବେ ୧୬ ଲକ୍ଷ ହିତାଧିକାରୀ
ସେପ୍ଟେମ୍ବର ୩୦ ତାରିଖ E-KYCର କରିବାର ଶେଷ ତାରିଖ । ଏହି ଅବଧି ଭିତରେ E-KYC ନକଲେ ହିତାଧିକାରୀଙ୍କୁ ମିଳବନି ମାଗଣା ଚାଉଳ । ବାରମ୍ବାର ଡେଡଲାଇନ୍ ପରିବର୍ତ୍ତନ ପରେ ବି ଏବେ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ତେବେ ଆଉ ଡେଡଲାଇନ୍ ଅବଧି ବଢାଯିବନି!-->…
ପୁଣି ବଢ଼ିଲା ସୁନା ରୁପା ଦାମ
ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର।ଆଜି ଭାରତୀୟ!-->…
ଆଳୁକୁ ଲାଲ, ଚମକଦାର ଏବଂ ତାଜା ଦେଖାଯିବା ପାଇଁ ମିଶୁଛି ରାସାୟନିକ ପଦାର୍ଥ
ଉତ୍ତର ପ୍ରଦେଶର ଗୋରଖପୁରରେ ଆଳୁକୁ ଲାଲ, ଚମକଦାର ଏବଂ ତାଜା ଦେଖାଯିବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିଲା। ତେବେ ଖାଦ୍ୟ ସୁରକ୍ଷା ବିଭାଗ ଅଧିକାରୀମାନେ ବଜାରରୁ ଦୁଇ ଟ୍ରକ ଆଳୁ ଜବତ କରିଛନ୍ତି । ଏହି ଟିମ୍ ଆଳୁ ନମୁନା ନେଇ ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଛି। ରିପୋର୍ଟ ଆସିବା!-->…
ପାର୍ବଣ ପାଇଁ କଟକ- ଭୁବନେଶ୍ୱରରେ ସୁରକ୍ଷା କଡାକଡି କ,ଏଥର ଟ୍ୱିନସିଟିରେ ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ
ପାର୍ବଣ ପାଇଁ କଟକ- ଭୁବନେଶ୍ୱରରେ ସୁରକ୍ଷା କଡାକଡି କରାଯାଇଛି । ସାମ୍ବାଦିକ ସମ୍ମିଳନୀ କରି ପୋଲିସ କମିଶନର ଏସଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ଏଥର ଟ୍ୱିନ ସିଟିରେ ୬୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ସହ ୨୦ ପ୍ଲାଟୁନ ହୋମଗାର୍ଡ ମୁତୟନ ହୋଇଛନ୍ତି । । ୩ ଜଣ ଡିସିପି ରାଙ୍କ!-->…
ଆରବିଆଇର ନୂଆ ଡେପୁଟି ଗଭର୍ଣ୍ଣରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିବାରୁ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଶିରୀଶ ମୁର୍ମୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ!-->…
ଆଜି ‘ବିଶ୍ୱ ହୃଦୟ ଦିବସ’
ଆଜି ବିଶ୍ୱ ହୃଦୟ ଦିବସ । ବିଭିନ୍ନସ୍ତରରେ ଏହି ଦିବସ ପାଳନ ହେବ ।ସାଧାରଣ ଲୋକଙ୍କୁ ହୃତପିଣ୍ଡ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି । ମଣିଷ ଶରୀରର ହାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ। ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ!-->…