Browsing Category
ଆଜିର ଖବର
ବାହାରିଲା ନୂଆଁଖାଇର ଶୁଭ ଲଗ୍ନ: ସେପ୍ଟେମ୍ବର 15 ସକାଳ 9ଟା 40ରୁ 9ଟା 54 ମଧ୍ୟରେ ସମଲେଶ୍ୱରୀଙ୍କ ପାଖରେ ଲାଗିବ…
ନିର୍ଦ୍ଧାରଣ ହେଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ଲଗ୍ନ ।ଆସନ୍ତା ଇଂରାଜୀ ତାରିଖ ସେପ୍ଟେମ୍ବର -15 ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ମଙ୍ଗଳବାର ଦିନ ପୂର୍ବାହ୍ନ 9ଟା 40ରୁ 9ଟା 54 ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବ l ଏହାପରେ!-->…
ବାଲ୍ୟ ବିବାହ ବିରୋଧୀ ‘ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍’ ଅଭିଯାନକୁ ଜାତିସଂଘର ଐତିହାସିକ ସ୍ୱୀକୃତିଅନୁଗୋଳ /୫…
ଢେଙ୍କାନାଳ ଜିଲ୍ଲାରେ ବାଲ୍ୟ ବିବାହ ବିରୋଧରେ ତୃଣମୂଳସ୍ତରରେ ଅଭିଯାନ ଚଳାଇଆସୁଥିବା ବିଶ୍ୱ ଯୁବ କେନ୍ଦ୍ର, ଢେଙ୍କାନାଳ ଜାତିସଂଘର ଏହି ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରିଛି। ଜାତିସଂଘ ନଭେମ୍ବର ୨୭କୁ ‘ବାଲ୍ୟ ବିବାହ, ଅପ୍ରାପ୍ତ ବୟସରେ ବିବାହ ଓ ବାଧ୍ୟତାମୂଳକ ବିବାହର ଉଚ୍ଛେଦ ପାଇଁ!-->…
ଚିନି ଏବଂ ପିଆଜ ପରେ, ଅଣ୍ଡା ଦର ଏବେ ୪୦% ପର୍ଯ୍ୟନ୍ତ ବୃଦ୍ଧି
ବର୍ତ୍ତମାନ ଚିନି-ପିଆଜ ପରେ ଅଣ୍ଡା ମୂଲ୍ୟ ବୃଦ୍ଧିର ପ୍ରଭାବ ସବୁଠି ଅନୁଭୂତ ହେଉଛି।ବିଗତ ୧ ବର୍ଷ ସମଗ୍ର ଦେଶରେ ଅଣ୍ଡା ମୂଲ୍ୟ ପ୍ରାୟ ୪୦% ବୃଦ୍ଧି ପାଇଛି। ଅନେକ ସହରରେ, ଖୁଚୁରା ବଜାରରେ ଗୋଟିଏ ଅଣ୍ଡା ୯ ଟଙ୍କାରୁ ୧୦ ଟଙ୍କାରେ ବିକ୍ରି ହେଉଛି।National Egg Coordination Committee!-->…
ବାଲ୍ୟ ବିବାହ ବିରୋଧୀ ‘ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍’ ଅଭିଯାନକୁ ଜାତିସଂଘର ଐତିହାସିକ ସ୍ୱୀକୃତିଅନୁଗୋଳ /୫…
ଅନୁଗୋଳ ଜିଲ୍ଲାରେ ବାଲ୍ୟ ବିବାହ ବିରୋଧରେ ତୃଣମୂଳସ୍ତରରେ ଅଭିଯାନ ଚଳାଇଆସୁଥିବା ବିଶ୍ୱ ଯୁବ କେନ୍ଦ୍ର, ଅନୁଗୋଳ ଜାତିସଂଘର ଏହି ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରିଛି। ଜାତିସଂଘ ନଭେମ୍ବର ୨୭କୁ ‘ବାଲ୍ୟ ବିବାହ, ଅପ୍ରାପ୍ତ ବୟସରେ ବିବାହ ଓ ବାଧ୍ୟତାମୂଳକ ବିବାହର ଉଚ୍ଛେଦ ପାଇଁ!-->…
ଏସେଲ ଗ୍ରୁପର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ରାଙ୍କ ଠକେଇ ଅଭିଯୋଗରେ ମାମଲା ରୁଜୁ କଲା ସିବିଆଇ
ଜି ଗ୍ରୁପ୍ର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରାଙ୍କୁ ନେଇ ଏବେ ଚର୍ଚ୍ଚା ବଢ଼ିଛି । CBI ଏସେଲ ଗ୍ରୁପର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରଙ୍କ ସମେତ ଅନ୍ୟ ୪ଜଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛି ।LIC ହାଉସିଂ ଫାଇନାନ୍ସ ଲିମିଟେଡ୍ ସହ ପ୍ରାୟ ୧,୩୨୨ କୋଟି ଟଙ୍କାର କଥିତ ଠକେଇ ଅଭିଯୋଗରେ CBI!-->…
ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗ ; ବହୁ ଦିନ ସମସ୍ୟା, ନିଷ୍ପତ୍ତି ଖୁବଶୀଘ୍ର
ଗୁରୁ ଦିବସରେ ଆନ୍ଦୋଳନରତ ଶିକ୍ଷାକମାନଙ୍କୁ ଭେଟିଲେ ମନ୍ତ୍ରୀ । ରାଜଧାନୀର ରାଜରାସ୍ତାରେ ଧାରଣାରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ୨୧ ଦିନ ହେଲା ବିଦ୍ୟାଳୟ ଛାଡି ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣାରେ ବସିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆଇନ ମନ୍ତ୍ରୀ ପୃଥ୍ବୀରାଜ!-->…
FCI ସମସ୍ୟା କଥା ଉଠାଇଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ
FCI ସମସ୍ୟା କଥା ଉଠାଇଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । FCI ଚାଉଳ ଉଠାଉନଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି । କାରଣ ମିଲ୍ ଖାଲି ନହେଲେ ଖରିଫ୍ ଧାନ କିଣା ହେବ କେମିତି ? ପୂର୍ବରୁ କମ୍ ଚାଷ ହେଉଥିଲା, ଏବେ ଧାନ ଚାଷ ବଢ଼ିଛି । ସରକାର ଧାନ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କା ଦେଉଥିବାରୁ!-->…
ସ୍ୱାମୀଙ୍କ ଦୁର୍ଘଟଣା ହୋଇଥିବା କହି ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ
କଳିଙ୍ଗନଗର ଅଞ୍ଚଳର ଜଣେ ମହିଳା ଗଣଦୁଷ୍କର୍ମ ଶିକାର ହୋଇଛନ୍ତି । ସ୍ୱାମୀଙ୍କର ଦୁର୍ଘଟଣା ହୋଇଥିବା କହି ମହିଳାଙ୍କୁ ଡାକି ନେଇ ଚଣ୍ଡିଖୋଲସ୍ଥିତ ଏକ ପରିତ୍ୟକ୍ତ ଗୃହରେ ଗଣଦୁଷ୍କର୍ମ କରାଯାଇଛି ।ଏଭଳି ଏକ ଚାଞ୍ଚଲ୍ୟକର ଖବର ପୁଣିଥରେ ମହିଳା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।!-->…
ଆଗାମୀ ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ : ମୁଖ୍ୟମନ୍ତ୍ରୀ
କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ ଦିବସ ସମାରୋହରେ ଯୋଗଦେଇ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିଜର କ୍ୟାରିୟର ଗଢିବା ଉପରେ ଫୋକସ୍ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଛାତ୍ର ଭାବରେ!-->…
ଗୁରୁ ଦିବସରେ ଲୋୟର ପିଏମ୍ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ
ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍ ପାଇଁ ଗର୍ଜିଲେ ରାଜ୍ୟର ହଜାର ହଜାର ଶିକ୍ଷକ ଓ କର୍ମଚାରୀ।ସଂଗଠନର ପ୍ରମୁଖ ଦାବି ରହିଛି, 25ରୁ 30 ବର୍ଷ ଧରି ନିରନ୍ତର ଶିକ୍ଷାଦାନ କରି ଆସୁଥିବା ଅନୁଦାନରୁ ବଞ୍ଚିତ ୧୯୪ ଓ!-->…
ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ, ଶିକ୍ଷକଙ୍କଠାରୁ ଅନୁଭୂତି ଶୁଣିଲେ
ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୨୦୨୬ର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ!-->…
ବନ୍ୟା ପାଣିରେ ଅଣ୍ଟାଏ ବୁଡ଼ି ଚର୍ଚ୍ଚକୁ ଆସିଲେ କନ୍ୟା, ଭାଇରାଲ ହେଉଛି ଫିଲିପାଇନ୍ସର…
ବନ୍ୟା ପାଣିରେ ଅଣ୍ଟାଏ ବୁଡ଼ି ଚର୍ଚ୍ଚକୁ ଆସିଲେ କନ୍ୟା, ଭାଇରାଲ ହେଉଛି ଫିଲିପାଇନ୍ସର ଏହି ବିବାହ। ଫିଲିପାଇନ୍ସରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚାରିଆଡ଼େ କେବଳ ପାଣି ଆଉ ପାଣି। ଚର୍ଚ୍ଚ ଭିତରେ ମଧ୍ୟ ବନ୍ୟାଜଳ ଜମି ରହିଛି। ଏଭଳି ଭୟାବହ!-->…