Browsing Category
ଆଜିର ଖବର
ଆଜି ପବିତ୍ର ନନ୍ଦୋତ୍ସବ, ପୁରୀରେ ସ୍ବତନ୍ତ୍ର ନୀତିକାନ୍ତି
ଶନିବାର ବଡ଼ଦେଉଳରେ ଶ୍ରୀକୃଷ୍ଣ ଲୀଳା ଅବସରରେ ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି ଅନୁଷ୍ଠିତ ହେବ । ସକାଳେ ରାମ କୃଷ୍ଣ ଜଗମୋହନରେ ଥିବା ଦୋଳିରେ ବିଜେ ହେବେ । ସନ୍ଧ୍ୟାରେ ରାମକୃଷ୍ଣ ଓ ମଦନମୋହନ ପୁଣି ଖଟରେ ବିଜେ ହେବେ । ତିନି ବିଗ୍ରହଙ୍କ ପୂଜାବିଧି ଅନୁଷ୍ଠିତ ହେବ ।ମଇଲମ ଓ ଅନ୍ୟାନ୍ୟ!-->…
ଆଗକୁ ପୁଣି ବଡ଼ ବର୍ଷା ! ୧୩ରେ ଲଘୁଚାପ
ରାଜ୍ୟରେ ବର୍ତ୍ତମାନ ବିଶେଷ ବର୍ଷା ସମ୍ଭାବନା ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୮ ତାରିଖରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ। ୯ରୁ ବର୍ଷା ପରିମାଣ ସାମାନ୍ୟ ବଢ଼ିବା ସମ୍ଭାବନା ଅଛି। ଉତ୍ତର ଓଡ଼ିଶାର ଗୋଟିଏ!-->…
କାମୁଡ଼ିଲା ବିଷାକ୍ତ ସାପ, ସାପଟିକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ
ସାପ କାମୁଡ଼ିବା ପରେ ଭୟଭୀତ ନହୋଇ ସାପଟିକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଘଟିଛି।ଉଦଳା ଏନଏସି ୱାର୍ଡ ନଂ ୧୦ରେ ସ୍ଥିତ ଉଠା ଜଳସେଚନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଗୁଆଳିଭାବେ କାର୍ଯ୍ୟ କରୁଥିବା ମୋଚିରାମ ଟୁଡୁଙ୍କୁ ଗତକାଲି!-->…
ଆଜି ଗୁରୁ ଦିବସ … ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର
ଆଜି ସେପ୍ଟେମ୍ବର ୫ ତାରିଖ। ଗୁରୁ ଦିବସ। ମହାନ ଶିକ୍ଷାବିତ୍, ଦାର୍ଶନିକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିନ। ତାଙ୍କର ଜନ୍ମଦିନକୁ ସାରା ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଉଛି।ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ,!-->…
ଚନ୍ଦାହାଣ୍ଡି ବ୍ଳକ ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ
ଚନ୍ଦାହାଣ୍ଡି: ତା ୦୪/୦୯( ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଗ୍ରାମରେ ଯାଦବ ସମାଜ ପକ୍ଷରୁ ଭକ୍ତି ଓ ଶ୍ରଦ୍ଧାର ସହ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ପାଳନ କରାଯାଇଛି।ଏହି ଅବସରରେ ଝରାବାହାଲ, ଫଲସାପରା, ହରଡ଼ାପଡ଼ା, ମାଲଗାଁ, ଦଳବେଡ଼ା, କୁହୁଡ଼ି, ବେହେରାମୁଣ୍ଡା,!-->…
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଧୁମଧାମରେ ପାଳିତ ହେଲା ଜନ୍ମାଷ୍ଟମୀ*
*କୁଜଙ୍ଗ ତା ୪/୯କୁଜଙ୍ଗ: ବ୍ଲକ ଅନ୍ତର୍ଗତ କୁଜଙ୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ମହା ଆଡମ୍ବରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି।ଏହି ଅବସରରେ କୁନି କୁନି ଛାତ୍ରଛାତ୍ରୀମାନେ ଶ୍ରୀକୃଷ୍ଣ, ରାଧା, ବଳରାମ ବେଶରେ ସଜ୍ଜିତ ହୋଇ ଦହି ହାଣ୍ଡି ଭାଙ୍ଗି ପ୍ରଭୁଙ୍କ!-->…
ନଭେମ୍ବରରେ ପ୍ରକାଶ ପାଇବ ସୋନିଆଙ୍କ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’
ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ପେଙ୍ଗୁଇନ ରାଣ୍ଡମ ହାଉସ୍ ଇଣ୍ଡିଆ ସହିତ ବିବାଦ ପରେ କଂଗ୍ରେସ ନେତା ସୋନିଆ ଗାନ୍ଧିଙ୍କ ସମସ୍ମରଣ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ର ପ୍ରକାଶନ ଅଧିକାର ହାର୍ପର କଲିନସ ଇଣ୍ଡିଆ ହାସଲ କରିନେଇଛି। ଏଣୁ ପୁସ୍ତକ ଭାରତରେ ୧୦ ନଭେମ୍ବର ୨୦୨୬ରେ ପ୍ରକାଶିତ!-->…
ଅଭିନେତା ମୁକେଶ ଖାନ୍ନା ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ରାମାୟଣ’କୁ ନେଇ ପ୍ରତିକ୍ରିୟା
ଅଭିନେତା ମୁକେଶ ଖାନ୍ନା ରଣବୀର କପୁରଙ୍କ ଆଗାମୀ ଫିଲ୍ମ 'ରାମାୟଣ'କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ମୁକେଶ ଖାନ୍ନା କହିଛନ୍ତି ଯେ, 'ଆନିମଲ୍' ଫିଲ୍ମ ପରେ ରଣବୀରଙ୍କର ଏକ ନିର୍ଦ୍ଦିଷ୍ଟ ଇମେଜ୍ ତିଆରି ହୋଇ ଯାଇ ଥିଲା।ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ, ସେ 'ରାମାୟଣ' ର ଟ୍ରେଲର୍ ଦେଖିବାକୁ!-->…
ମେଲୋନିଙ୍କୁ ଖାସ୍ ମେସେଜ୍ ପଠାଇଲେ ମୋଦି, କହିଲେ ଡିୟର…
ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କରିଛନ୍ତି । ମେଲୋନିଙ୍କ ନେତୃତ୍ଵରେ ମେଣ୍ଟ ସରକାରକୁ ପୂରିଲା ୧୪୧୩ ଦିନ । ୨୦୦୦ ଦଶକର ସିଲଭିଓ ବର୍ଲୁସ୍କୋନିଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଅପେକ୍ଷା ଏହା ଗୋଟିଏ ଦିନ ଅଧିକ ।!-->…
ନନ୍ଦନକାନନ ଖୁଆଡରୁ ଖସି ଆସିଲା ହୁଲକ୍ ଗିବନ୍
ଖୁଆଡ଼ରୁ ଖସି ଆସିଲା ହୁଲକ୍ ଗିବନ୍ । ନନ୍ଦନକାନନ ଖୁଆଡରୁ ଖସି ବାହାରକୁ ଆସିଗଲା ହୁଲକ୍ ଗିବନ୍ ।ଖୁଆଡ଼ରୁ ବାହାରକୁ ଆସିବା ପରେ ଗିବନ୍ଟି ନନ୍ଦନକାନନ ପରିସରରେ ଥିବା ଏକ ବଡ଼ ଗଛ ଉପରେ ଯାଇ ବସି ରହିଥିଲା।
ଗିବନ୍ଟି ଖୁଆଡ଼ରୁ ବାହାରକୁ ଆସିଥିବା ଦେଖି କିଛି ପର୍ଯ୍ୟଟକ ନନ୍ଦନକାନନ!-->!-->!-->…
ଓଡିଶା ଯାତ୍ରୀ ସେଫ୍ଟି ଆପ୍’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 'ଓଡ଼ିଶା ଯାତ୍ରୀ ସୁରକ୍ଷା ଆପ୍'ର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାରେ ସୁରକ୍ଷିତ, ସ୍ମାର୍ଟ ଏବଂ ନାଗରିକ-କୈନ୍ଦ୍ରିକ ସହରୀ ଯାତାୟତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି ।ଯାତ୍ରୀମାନେ ତୁରନ୍ତ ଜରୁରୀକାଳୀନ ନମ୍ବର ୧୧୨ କୁ କଲ୍!-->…
୯ ଦିନ ପରେ ସୁଡ଼ଙ୍ଗ ଭିତରୁ ଜୀବନ୍ତ ଉଦ୍ଧାର ୨ ଜଣ!
ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଏକ ବଡ଼ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ରସୁୱା ଜିଲାରେ ବନ୍ୟା ପରେ ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର ସୁଡ଼ଙ୍ଗ ଭିତରେ ମାଟି ଓ ଆବର୍ଜନା ତଳେ ଫସିଥିବା ୨ ଜଣ ବ୍ୟକ୍ତିଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଏବେବି ୪୫୦୦ରୁ ଅଧିକ ନିଖୋଜ!-->…