Browsing Category
ଆଜିର ଖବର
ଚାଷୀଙ୍କ ଆକାଉଣ୍ଟକୁ ଆସିଲା ସିଏମ୍-କିଷାନ ଟଙ୍କା
ଚାଷୀଙ୍କ ଆକାଉଣ୍ଟକୁ ଆସିଲା ସିଏମ୍-କିଷାନ ଟଙ୍କା। ଭୁବନେଶ୍ୱର ଓୟୁଏଟିଠାରେ ଆୟୋଜିତ ଉତ୍ସବରେ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। CM-KISANର ୫ମ କିସ୍ତି ଭାବେ ଚାଷୀଙ୍କ ଖାତାକୁ ଦୁଇ ହଜାର ଟଙ୍କା ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ!-->…
କଟକରେ ଗଣେଶ ଭସାଣିକୁ ନେଇ କଡ଼ା ନିୟମ, ଶୋଭାଯାତ୍ରାରେ ୬ଟି ବକ୍ସ ଓ ୪ଟି ଟ୍ରଲିକୁ ଅନୁମିତି
ଆସନ୍ତା ୧୪ରୁ ଅନୁଷ୍ଠିତ ହେବାକୁ ଯାଉଛି ସହରରେ ଗଣେଶ ପୂଜା । ଏହି ପୂଜା ଓ ଭସାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କଟକ କମିସନରେଟ ପୁଲିସ ଓ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କୁ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସହିଦଭବନରେ ଆୟୋଜିତ ବୈଠକରେ!-->…
ପେପରଲେସ୍ ହେବ ଦଲିଲ ପଞ୍ଜୀକରଣ, ୪ ପୃଷ୍ଠାରେ ରହିବ ସୀମିତ :ରାଜସ୍ୱ ମନ୍ତ୍ରୀ
ଏଣିକି ପେପରଲେସ୍ ହେବ ଦଲିଲ୍ ପଞ୍ଜୀକରଣ । ଏଥିପାଇଁ ପୁରୁଣା ନିୟମରେ ସଂଶୋଧନ କରାଯିବ । ଏହା ସହ ପଞ୍ଜୀକରଣ ଦଲିଲକୁ ମାତ୍ର ୪ ପୃଷ୍ଠାରେ ସୀମିତ ରଖିବାକୁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆବଶ୍ୟକ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଲେ ବଦଳିଯିବ ଜମି ପଞ୍ଜୀକରଣ!-->…
ରାଜ୍ୟ ସରକାର ନୂଆ ନିର୍ଦ୍ଦେଶାବଳୀ । ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଜନିତ ସହାୟତା ରାଶି, ମିଳିବ ୨ ଲକ୍ଷ
ଦୁର୍ଘଟଣା ପ୍ରାୟତଃ ଜୀବନହାନି, ଅପ୍ରତ୍ୟାଶିତ ଚିକିତ୍ସା ଖର୍ଚ୍ଚ, ଅସ୍ଥାୟୀ ଅକ୍ଷମତା ଇତ୍ୟାଦି ଆଣିଥାଏ। ଯାହା ଫଳରେ ଜଣେ ଛାତ୍ରଙ୍କ ଶିକ୍ଷାକୁ ଗୁରୁତର ଭାବରେ ପ୍ରଭାବିତ ହୋଇଥାଏ।ଏପରି ପରିସ୍ଥିତିରେ ତୁରନ୍ତ ଆର୍ଥିକ ସହାୟତା ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ସଂସ୍ଥାରୁ ଛାତ୍ରମାନଙ୍କ!-->…
ଲ୍ୟାଣ୍ଡିଂ ବେଳେ ଖୁଣ୍ଟକୁ ଧକ୍କା ଦେଲା ଇଣ୍ଡିଗୋ ବିମାନ
ଶ୍ରୀନଗର ବିମାନବନ୍ଦରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ସକାଳେ ପାର୍କିଂ କରୁଥିବା ସମୟରେ ଏକ ଇଣ୍ଡିଗୋ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଫଳରେ ବିମାନଟି ପାର୍କିଂ ବେ’ରେ ଲାଗିଥିବା ପୋଲ୍ ସହ ଧକ୍କା ହୋଇଥିଲା। ଧକ୍କାରେ ବିମାନର ସାମ୍ନା ଭାଗ କ୍ଷତି ହୋଇଛି। ଏହି ଘଟଣାରେ!-->…
ଇସ୍ରୋର ବଡ଼ ସଫଳତା : ମହାକାଶକୁ ଜିଏସଏଲଭି-ଏଫ୧୭ ସହ ଜାତୀୟ ଉପଗ୍ରହ ଇଓଏସ-୦୫ର ସଫଳ ଉତକ୍ଷେପଣ
ଭାରତୀୟ ମହାକାଶ ଅନୁସଂଧାନ ସଂସ୍ଥା ବା ଇସ୍ରୋର ଇତିହାସ । ଇସ୍ରୋ ସତୀଶ ଧାଓ୍ୱନ ସ୍ପେଶ୍ ସେଣ୍ଟରରୁ ଜିଏସଏଲଭି-ଏଫ୍ ୧୭ ରକେଟରୁ ଇଓଏସ୍-୦୫ ସାଟେଲାଇଟର ଉତକ୍ଷେପଣ କରିଛି । ଏହି ସାଟେଲାଇଟ୍ ଜିଆଇସାଟ୍ ୭ଏ ନାମରେ ପରିଚିତ । ଏହାର ଓଜନ ପ୍ରାୟ ୨୩୬୭ କେଜି । ଏହାକୁ ଶୁକ୍ରବାର ସ୍ପେଶ୍ ସେଣ୍ଟରର!-->…
ବଙ୍ଗୋପସାଗରରେ ପୁଣି ଲଘୁଚାପ : ଗଭୀର ଅବପାତର ରୂପ ନେବ
ବର୍ତ୍ତମାନ ବିଶେଷ ବର୍ଷା ନାହିଁ । କାଁ ଭାଁ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ। କିନ୍ତୁ, ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ପୁଣି ବଡ଼ ବର୍ଷା ସମ୍ଭାବନା ରହିଛି। ୯ ତାରିଖ ବେଳକୁ ବର୍ଷା ବଢ଼ିବା ସମ୍ଭାବନା ଥିବାରୁ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାକୁ ପ୍ରବଳ!-->…
ଆଜି ପବିତ୍ର ଜନ୍ମାଷ୍ଟମୀ,କୃଷ୍ଣମୟ ପୁରପଲ୍ଲୀ
ଆଜି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ। ଜନ୍ମାଷ୍ଟମୀ ପାଇଁ ଆଜି ଚତୁର୍ଦ୍ଦିଗରେ କୃଷ୍ଣପ୍ରେମର ଏକ ଅପୂର୍ବ ବାତାବରଣ ସୃଷ୍ଟି ହୋଇଛି। ପ୍ରତିବର୍ଷ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଏହି ଦିନର ବିଶେଷତା ହେଉଛି, ଯେ ଏହିଦିନ ଶ୍ରୀକୃଷ୍ଣ ଧରାପୃଷ୍ଠରେ!-->…
ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି
ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବା (ଓଏଏସ୍)ର ୧୪ ଜଣ ଅଧିକାରୀଙ୍କୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)କୁ ପଦୋନ୍ନତି ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କ୍ରମେ ଏହି ପଦୋନ୍ନତି ଦିଆଯାଇଥିବା ନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ!-->…
କୃଷକଙ୍କ ପାଇଁ ବଡ଼ ଖବର, କାଲି ଖାତାକୁ ଆସିବ CM-KISANର ପଞ୍ଚମ କିସ୍ତି
ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘ସିଏମ୍ – କିସାନ୍’ (ରବି ୨୦୨୬-୨୭) ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମ ଆସନ୍ତାକାଲି ପ୍ରଦାନ କରାଯିବ।ଭୁବନେଶ୍ବରରେ ଆର୍ଥିକ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ହିତାଧିକାରୀଙ୍କ!-->…
ବାଲେଶ୍ବର ଜିଲ୍ଲା ସୋରରେ ଲଜ୍ଜା: କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ ଜଣେ ଯୁକ୍ତ ଦୁଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଏହି ଅପରାଧ ଘଟିଥିବା ପୀଡ଼ିତା ଦର୍ଶାଇଛନ୍ତି ।ଛାତ୍ରୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହିତ ସ୍ଥାନୀୟ!-->…
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର
ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଡ ଡ୍ରଗ୍ କଣ୍ଟ୍ରୋଲର ଭିଜିଲାନ୍ସ ହାତରେ ଗିରଫ । ଆସିଷ୍ଟାଣ୍ଡ ଡ୍ରଗ୍ କଣ୍ଟ୍ରୋଲର ସଞ୍ଜୟ କୁମାର ହାଂସଦା ଗିରଫ । ଜଇପୁର ଛକରୁ ଜନୈକ ବ୍ୟବସାୟୀଙ୍କ ଠାରୁ ମେଡିସିନ ହୋଲସେଲିଂ ଲାଇସେନ୍ସ କରାଇଦେବାକୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ!-->…