Browsing Category
ଆଜିର ଖବର
ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି, ଆଉ ଏବେ ଇନଷ୍ଟାଗ୍ରାମରେ ରିଲ ପୋଷ୍ଟ କଲେ ଯୋଗୀ!
ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି, ଆଉ ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡିଆରେ ନୂଆ ଅନ୍ଦାଜରେ ନଜର ଆସିଛନ୍ତି ଯୋଗୀ । ମାତ୍ର ୩ ଘଣ୍ଟା ମଧ୍ୟରେ ଦୁଇଟି ରିଲ୍ସ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହି ସେଲଫି-ଶୈଳୀର ରିଲ୍ସରେ!-->…
ରାଜ୍ୟରେ ଅଣ୍ଡା ଦର ବୃଦ୍ଧି ! ସ୍ଥିତି ସ୍ୱାଭାବିକ ହେଲେ କମିବ
ରାଜ୍ୟରେ ଅଣ୍ଡା ଦର ବୃଦ୍ଧି ପରେ ଏବେ ଧୀରେ ଧୀରେ ଦର କମିବ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । ଓଡିଶାର ଅଣ୍ଡାର ଚାହିଦା ରହିଥିବା ସହ ରାଜ୍ୟରୁ ବାହାରକୁ ମଧ୍ୟ ଅଣ୍ଡା ଯାଉଥିବାରୁ ଦର ବଢିଥିବା ସେ କହିଛନ୍ତି । ବର୍ତ୍ତମାନ ରାଜ୍ୟରେ ପ୍ରତିଦିନ!-->…
ମଝି ଆକାଶରେ ଅସୁସ୍ଥ ହେଲେ ପାଇଲଟ, ମସ୍କଟରେ ଜରୁରୀ ଅବତରଣ କଲା ଇଣ୍ଡିଗୋ
ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ 6E 1302 ଗୁରୁବାର ମସ୍କଟରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଛି। ଯାତ୍ରା ସମୟରେ ପାଇଲଟ ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବିମାନକୁ ମସ୍କଟକୁ ସ୍ଥାନାନ୍ତର କରାଯାଇଥିଲା।ମସ୍କଟ ବିମାନବନ୍ଦରରେ ବିମାନଟି!-->…
ସ୍ତ୍ରୀକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ନିଶାସକ୍ତ ସ୍ୱାମୀ!
ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ନିକଟ ଡୋମ ସାହିରେ ବୁଧବାର ରାତିରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଘର ଭିତରୁ ମହିଳାଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିବା ପଡ଼ୋଶୀ ଦେଖିଲେ, ନିଆଁରେ ଜଳୁଛନ୍ତି ଜଣେ ମହିଳା। ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ!-->…
ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ ଏଵଂ ଶିଶୁ ଦିବସରେ ହେବ ପାଠପଢା
ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ ମଧ୍ୟ ଚାଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା!-->…
ନେପାଳରେ 1200 ପାର ହେଲା ବନ୍ୟା ମୃତ୍ୟୁ ସଂଖ୍ୟା , 4216 ଏବେ ବି ନିଖୋଜ
ନେପାଳରେ ଆସିଥିବା ଜଳପ୍ରଳୟ ପରେ ମୃତଦେହ ଉଦ୍ଧାର କାର୍ଯ୍ୟ ଲଗାତାର ଜାରି ରହିଛି । ନେପାଳ ପୋଲିସ ତାଜା ରିପୋର୍ଟ ଅନୁଯାୟୀ, ଦେଶରେ ଏଯାଏଁ 1222 ମୃତଦେହ ଜବତ କରାଯାଇଥିବା ବେଳେ 4216 ନିଖୋଜ ରହିଛନ୍ତି । NDRRMA ସୂଚନା ଅନୁସାରେ, ନିଖୋଜ ଲୋକଙ୍କ ମଧ୍ୟରେ 583 ଜଣ ବିଦେଶୀ ନାଗରିକ ଅଛନ୍ତି!-->…
ବଲାଙ୍ଗିର ସହରରେ ଲକ୍ଷଲକ୍ଷ ଟଙ୍କାର ଦେହ କାରବାର !୯ ଦେହଜୀବୀ ଉଦ୍ଧାର
ବଲାଙ୍ଗିର ସହରରେ ଲକ୍ଷଲକ୍ଷ ଟଙ୍କାର ଦେହ କାରବାର ଚାଲିଛି । ଗତକାଲି ଗଞ୍ଜେଇ ମାମଲାରେ ତଦନ୍ତ କରୁଥିବା ସମୟରେ ପୁଲିସ ଏହି ସେକ୍ସ ରାକେଟ ସମ୍ପର୍କରେ ଜାଣିବାକୁ ପାଇଥିଲା ।ଟାଉନ ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ଅଞ୍ଚଳର ଏକ ହୋଟେଲରୁ ଯାଞ୍ଚ କରିବାରୁ ରୁମ ନମ୍ବର ୧୦୩ ଏବଂ ୧୦୬ରେ ଅସଂଯତ!-->…
ମିଗ୍-୨୧ ଉଡ଼ାଇଥିଲେ, ଏବେ ସାଧାରଣ ଯାତ୍ରୀବାହୀ ବିମାନ ଉଡ଼ାଇବେ ଉଡ଼ାଇବେ ଅଭିନନ୍ଦନ
ଭାରତୀୟ ବାୟୁସେନାର ପୂର୍ବତନ ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ତ୍ତମାନ ସାଧାରଣ ଯାତ୍ରୀବାହୀ ବିମାନ ଉଡ଼ାଇବେ । ବର୍ଷ ୨୦୧୯ରେ ପାକିସ୍ତାନ ସହିତ ହୋଇଥିବା ଆକାଶମାର୍ଗ ଯୁଦ୍ଧ ସମୟରେ ନିଜର ଶୌର୍ଯ୍ୟ ପ୍ରଦର୍ଶନ କରିଥିବା ଏହି ବୀର ପାଇଲଟ୍, ଏବେ ଆଉ ଯୁଦ୍ଧ ବିମାନ ଉଡ଼ାଇବେ ନାହିଁ । ସୂଚନା!-->…
ସେପ୍ଟେମ୍ବର ୧୧ରେ ସାରା ଦେଶରେ ବ୍ୟାଙ୍କ ଆନ୍ଦୋଳନ ଡାକରା
ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (UFBU) ୫-ଦିନିଆ ବ୍ୟାଙ୍କିଙ୍ଗ୍ ସପ୍ତାହ, ସରକାରଙ୍କ ସଂଶୋଧିତ ପରଫୋର୍ମାନ୍ସ ଲିଙ୍କଡ୍ ଇନସେଣ୍ଟିଭ୍ (PLI) ସ୍କିମ୍ ଏବଂ ଅନ୍ୟାନ୍ୟ ବାକି!-->…
ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭିଡିଓ ଭାଇରାଲ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ଗିରଫ
ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମଜାଲରେ ଫସାଇ ଏକାଧିକ ଥର ବଳାତ୍କାର କରିବା ସହ ତାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ପୋଲିସ ଜଣେ ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ!-->…
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଚିନି ଡିଲରମାନେ ୨,୦୦୦ କ୍ୱିଣ୍ଟାଲରୁ ଅଧିକ ଚିନି ଷ୍ଟକରେ ରଖିପାରିବେ ନାହିଁ
ଚିନିର କଳାବଜାରୀ ରୋକିବା ପାଇଁ ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ଚିନି ଡିଲରମାନେ ୨,୦୦୦ କ୍ୱିଣ୍ଟାଲରୁ ଅଧିକ ଚିନି ଷ୍ଟକରେ ରଖିପାରିବେ ନାହିଁ। ବର୍ତ୍ତମାନ ଏହି ସୀମା ୪,୦୦୦ କ୍ୱିଣ୍ଟାଲ ରହିଛି, ଯାହା ୧ ଅଗଷ୍ଟ ୨୦୨୬ରୁ ଲାଗୁ ହୋଇଛି। ନୂଆ ସୀମା ୧୫ ସେପ୍ଟେମ୍ୱର!-->…
ରାଷ୍ଟ୍ରପତି ଭବନରେ ଗଞ୍ଜାମର କଳାକାର ସମ୍ମାନିତ
ଗତ ଅଗଷ୍ଟ ୪ ଓ ୫ ତାରିଖରେ ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ସମୟରେ ତପ୍ତପାଣିରେ ୫ଟି ଆଦିବାସୀ ନୃତ୍ୟଦଳ ଲୋକନୃତ୍ୟ ପରିବେଷଣ କରିଥିଲେ। ବିଶେଷକରି ଲାଞ୍ଜିଆ ସୌରା ନୃତ୍ୟ ରାଷ୍ଟ୍ରପତିଙ୍କୁ ବେଶ୍ ଆକର୍ଷିତ କରିଥିଲା। ଏହି ୫ଟି ଦଳର ୯୧ ଜଣ କଳାକାରଙ୍କୁ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ଭବନକୁ!-->…