Browsing Category

ଆଜିର ଖବର

 ୪ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର,ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ୍‌ ମିଳିବ

ଲୋକସେବା ଭବନରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ଶେଷ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ୪ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର ।ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ର ସଂଶୋଧନ ପାରିତ ହୋଇଛି । କାରଖାନା ୧୯୪୮ର ସଂଶୋଧନ ଆଇନ ମଧ୍ୟ

ରାସ୍ତା ଅବରୋଧ ହଟାଇବାକୁ ନେଇ ଯୁକ୍ତତର୍କ, କୋର୍ଟ ଛକ ଆଗରେ ଆଇଆଇସିଙ୍କୁ ମାଡ଼

ଆଇଆଇସିଙ୍କୁ ମାଡ଼ ଅଭିଯୋଗ ।ବାଲେଶ୍ବର ସୋର କୋର୍ଟ ଛକ ଆଗ ରାସ୍ତାରେ ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚ ଦେଖୁଥିବାବେଳେ ବୃଦ୍ଧଙ୍କୁ ମାଡ ଦେଇ ଉଠାଇ ନେଲେ ଆଇଆଇସି । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଉତ୍‌କ୍ଷିପ୍ତ ହୋଇ ଥାନାଧିକାରୀ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଦେଖିବାକୁ

ରେପୋ ହାରକୁ  ୨୫ ବେସିସ୍‌ ପଏଣ୍ଟ କମାଇପାରେ

ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୨୫ ବେସିସ୍‌ ପଏଣ୍ଟ କମାଇପାରେ ବୋଲି ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ ଆକଳନ କରାଯାଇଛି । ଆଜିଠୁ ଗଭର୍ଣ୍ଣର ସଞ୍ଜୟ ମାଲ୍‌ହୋତ୍ରାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ବସିବ । ଭାରତର ରପ୍ତାନି ଉପରେ ଆମେରିକା ୫୦%

ଉପର ପଡିଆରେ ବି ହେବ ବାଲିଯାତ୍ରା

ନଭେମ୍ବର ୫ରୁ ଆରମ୍ଭ ହେବାକୁ ଯାଉଛି ବାଲିଯାତ୍ରା । ଉପର ପଡିଆରେ ବି ହେବ ବାଲିଯାତ୍ରା । ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦିଆଯିବ କହିଲେ ଜିଲ୍ଲାପାଳ । ରୂପରେଖ କଣ ହେବ ହାଇକୋର୍ଟଙ୍କୁ ଅବଗତ କରାଯିବ । ଲୋକପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନ ବୈଠକରେ ନିଷ୍ପତ୍ତି

୨୦୫୦ ମସିହା ବେଳକୁ ଭୟଙ୍କର ରୂପ ନେବ କ୍ୟାନ୍ସର 

୨୦୫୦ ସୁଦ୍ଧା ୭୫% ବଢିଯିବ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା। ଦି ଲାନସେଟରେ ପ୍ରକାଶିତ ଏକ ନୂଆ ରିପୋର୍ଟ ବିଶ୍ୱକୁ କର୍କଟ ରୋଗ ବିଷୟରେ ସତର୍କ କରାଇଛି।୨୦୨୨ ମସିହାରେ ଦେଶରେ କର୍କଟ ରୋଗର ଆନୁମାନିକ ସଂଖ୍ୟା ପ୍ରାୟ ୧.୪୬ ନିୟୁତ ଥିଲା, ଯାହା ଚଳିତ ବର୍ଷ ଶେଷ ଆଡ଼କୁ ୧.୫ ନିୟୁତରୁ ଅଧିକ ହେବ

ନବରାତ୍ରିର ଅଷ୍ଟମ ଦିନରେ କରନ୍ତୁ ମା’ ମହାଗୌରୀଙ୍କୁ ପୂଜା

ନବରାତ୍ରି ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ପୂଜା କରାଯାଏ । ଭଗବାନ ଶିବଙ୍କ ପ୍ରତି ମା’ ମହାଗୌରୀ କଠୋର ପୂଜା କରିଥିଲେ ଯେଉଁଥି ପାଇଁ ତାଙ୍କ ଶରୀର କଳା ପଡିଯାଇଥିଲା । ଯେତେବେଳେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ ସେତେବେଳେ ତାଙ୍କ କୃପାରୁ ମା’ ମହାଗୌରୀଙ୍କ ଶରୀର ଅତ୍ୟନ୍ତ ଗୋରା

କଟକ ଦୁର୍ଗାପୂଜା ପାଇଁ ୧୨୨ ପ୍ଲାଟୁନ ଫୋର୍ସ ମୁତୟନ

କଟକ ଦୁର୍ଗାପୂଜା ପାଇଁ ମୁତୟନ ହେବେ୧୨୨ ପ୍ଲାଟୁନ ଫୋର୍ସ । ୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟ ସୁରକ୍ଷା ପାଇଁ ମୁତୟନ ରହିବେ । ପୂଜା ପାଇଁ ସହରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ରହିବ ।ପୂଜା ପାଇଁ ସହରରେ ସ୍ୱତନ୍ତ୍ର

ମଙ୍ଗଳବାର ଯାଏ ପାଗ ଶୁଖିଲା ରହିବ । ଏହା ପରଠାରୁ ଆରମ୍ଭ ହୋଇଯିବ ବର୍ଷା

ମଙ୍ଗଳବାର ଯାଏ ପାଗ ଶୁଖିଲା ରହିବ । ଏହା ପରଠାରୁ ଆରମ୍ଭ ହୋଇଯିବ ବର୍ଷା । ଅକ୍ଟୋବର ୧ ତାରିଖରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ।ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ ।୧ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ

ଆଜି ପୀଠରେ ମହାଅଷ୍ଟମୀ, ମଣ୍ଡପରେ ମହାସପ୍ତମୀ

ନବରାତ୍ରି ଅବସରରେ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଠାରୁ ଆରମ୍ଭ କରି ସମ୍ବଲପୁରର ମା’ ସମଲେଶ୍ବରୀ, କଟକର ମା’କଟକଚଣ୍ଡୀ, ଝଙ୍କଡ଼ ଶାରଲା, କାକଟପୁର ମଙ୍ଗଳା, ଘଟଗାଁର ମା’ ତାରିଣୀଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା । ପୀଠମାନଙ୍କରେ ଆଜି

ବିଶ୍ବ ପର୍ଯ୍ୟଟନ ଦିବସ

ଆଜି ବିଶ୍ବ ପର୍ଯ୍ୟଟନ ଦିବସ । ସମଗ୍ର ବିଶ୍ୱରେ ସଂସ୍କୃତି ଏବଂ ଐତିହ୍ୟର ସଂରକ୍ଷଣ ତଥା ପ୍ରଚାରରେ ପର୍ଯ୍ୟଟନର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମିଳିତ ଜାତିସଙ୍ଘର ସଂଗଠନ ଦ୍ବାରା ବିଶ୍ୱ ପର୍ଯ୍ୟଟନ ଦିବସର ଆୟୋଜନ ପ୍ରତିବର୍ଷ କରାଯାଇଥାଏ ।: ପ୍ରତିବର୍ଷ ସେପ୍ଟେମ୍ବର ୨୭ରେ ବିଶ୍ବ

ବ୍ଲକ ସ୍ତରୀୟ ହିନ୍ଦୀ ଦିବସ ସମାରୋହ ଗଣିଆ

। ( ବିଶ୍ୱରଞ୍ଜନ ସେଠି ) ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ଗୁପ୍ତେଶ୍ୱର ବିଦ୍ୟାପୀଠ ପରିସରରେ ଶନିବାର ବ୍ଲକ ସ୍ତରୀୟ ହିନ୍ଦୀ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଜତ କୁମାର ପ୍ରଧାନ ଙ୍କ ସଭାପତିତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ

ଏବେ ଦୁର୍ଗାପୂଜା ମଣ୍ଡପରେ ଟ୍ରମ୍ପଙ୍କୁ ଅସୁର ଭାବେ ଦର୍ଶାଇଛନ୍ତି କିଛି ମଣ୍ଡପ

ଭାରତ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାକ୍ଷସ ସଦୃଶ। ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ଟ୍ରମ୍ପଙ୍କୁ ନେଇ ସବୁଠି ଏଭଳି ଚର୍ଚ୍ଚା। ଏବେ ଦୁର୍ଗାପୂଜା ମଣ୍ଡପରେ ବି ଏହାର ଝଲକ ଦେଖିବାକୁ ମିଳିଛି। ଟ୍ରମ୍ପଙ୍କୁ ଅସୁର ଭାବେ ଦର୍ଶାଇଛନ୍ତି କିଛି ମଣ୍ଡପ।ଯେଉଁଥିରେ ମହିଷାସୁର ମେଢ