Browsing Category
ଆଜିର ଖବର
ଆସନ୍ତାକାଲି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ; ଭାରତରେ ଦିଶିବ ନା ନାହିଁ ?
ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଆସନ୍ତାକାଲି ହେବ । ଏହି ଗ୍ରହଣ ଫାଲଗୁନ ମାସର ଅମାବାସ୍ୟା ଦିନ ଅପରାହ୍ନ ୩:୨୬ ରୁ ସନ୍ଧ୍ୟା ୭:୫୭ ପର୍ଯ୍ୟନ୍ତରହିବ। ଏହା ଏକ ବଳୟକାର ସୂର୍ଯ୍ୟ ପରାଗ ହେବ । ଏହି ପରାଗରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦିତ କରେ ନାହିଁ; ବରଂ, ସୂର୍ଯ୍ୟର ଧାର!-->…
ରତ୍ନଭଣ୍ଡାର ଗଣତି ମଣତି ପାଇଁ ସରକାର ତତ୍ପର : ଆଇନମନ୍ତ୍ରୀ
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବାସଭବନରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ବୈଠକ ପରେ ସ୍ପଷ୍ଟତା ଆସିବା ନେଇ ଆଇନ ମନ୍ତ୍ରୀ କହିଛନ୍ତି, ନୂଆ ଏସଓପି ବାବଦରେ ମ୍ୟାନେଜିଂ କମିଟି ଆପ୍ରୁଭ କରିବା ପରେ ସରକାରଙ୍କ ନିକଟକୁ ପଠା ସରିଛି । ବର୍ତ୍ତମାନ ଏ ବିଷୟରେ ଏକ ବିଶେଷ ବିବରଣୀ ଆଲୋଚନା!-->…
ଭାରତ ଏଆଇ ରୂପାନ୍ତରଣରେ ସର୍ବାଗ୍ରେ ରହିଛି:ପ୍ରଧାନମନ୍ତ୍ରୀ
ଏଆଇ ଇମ୍ପାକ୍ଟ ସମ୍ମିଳନୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟ। ଏହି ସମ୍ମିଳନୀ ଯୁବକଙ୍କ ସାମର୍ଥ୍ୟକୁ ଦର୍ଶାଉଛି। ଏହି ଏଆଇ ଇମ୍ପାକ୍ଟ ସମ୍ମିଳନୀ ପାଇଁ ସମଗ୍ର ବିଶ୍ବରୁ ଲୋକ ଭାରତକୁ ଆସୁଛନ୍ତି। ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି!-->…
ମହାଶିବରାତ୍ରୀରେ ଶାସ୍ୱତ ପ୍ରେମର ସ୍ୱୀକୃତି ପାଇଁ ଦଣ୍ଡ ମାରି ମାରି ଗଲେ ମନ୍ଦିର
ପ୍ରେମିକାକୁ ପାଇବା ପାଇଁ ୪ କିଲୋମିଟର ଗଡ଼ିଲେ ଯୁବକ । ମହାଶିବରାତ୍ରୀରେ ଜଣେ ଯୁବକ ନିଜ ପ୍ରେମିକାକୁ ପାଇବା ପାଇଁ ୪ କିଲୋମିଟର ଗଡ଼ି ଗଡ଼ି ମନ୍ଦିରରେ ପଞ୍ଚିଥିଲେ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ଳାଭଟା କପିଳେଶ୍ୱର ମନ୍ଦିରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।ଲୋକନାଥ ନିଜ ପ୍ରେମକୁ!-->…
୧୭ ଫେବୃଆରୀରୁ CBSE ଦଶମ ଏବଂ ଦ୍ୱାଦଶ ବୋର୍ଡ
CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ମଙ୍ଗଳବାର ଅର୍ଥାତ୍ ୨୦୨୬ ଫେବୃଆରୀ ୧୭ରୁ ଆରମ୍ଭ ହେବ । CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ସକାଳ ୧୦.୩୦ ରେ ଆରମ୍ଭ ହେବ । ସମସ୍ତ ଛାତ୍ରଛାତ୍ରୀଙ୍କୁ ସକାଳ ୧୦.୦୦ ଟା କିମ୍ବା ତା ପୂର୍ବରୁ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ!-->…
ମଧୁକାନ୍ତକୁ ୭ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଚୌଦ୍ୱାର ପୁଲିସର ଆବେଦନ
ଚୌଦ୍ୱାର ସର୍କଲ୍ ଜେଲ୍ରୁ ଫେରାର୍ ହେବାର ପ୍ରାୟ ୧୩୪ ଦିନ ପରେ ପୁଣି ଗିରଫ ବିହାରର ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ କୁମାର ରାଣାକୁ ଚୌଦ୍ୱାର ଥାନା ପୁଲିସ ରିମାଣ୍ଡରେ ଆଣିବ । ୭ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟଙ୍କ ପାଖରେ ପ୍ରାର୍ଥନା କରାଯାଇଛି । ଏହି ରିମାଣ୍ଡ ସମୟରେ ଜେଲ୍ ଭାଙ୍ଗି!-->…
ଆସନ୍ତା ୨ଦିନ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବ
ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ଶୀତ ଧୀରେ ଧୀରେ କମୁଛି। ତେବେ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ପ୍ରାୟ ୩ ଡିଗ୍ରୀ କମ୍ ରହିଛି। ସେହିପରି ଉପକୂଳ!-->…
ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ
କାଲି ଠାରୁ କମ୍ପିବ ବିଧାନସଭା । ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ତା ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଗୃହ ସୁରଖୁରରେ ଚଲାଇବା ପାଇଁ ସବୁ ଦଳର ସହଯୋଗ ଲୋଡିବେ ବାଚସ୍ପତି ।ବିରୋଧୀ-ଶାସକ ବିଧାନସଭାରେ କେଉଁ କେଉଁ!-->…
ବିଭିନ୍ନ ଶୈବପୀଠରେ ଜାଗର ଜାଳିଲେ ଶ୍ରଦ୍ଧାଳୁ
ଗଣିଆ,(ବିଶ୍ୱରଂଜନ ସେଠି) ମହାଶିବରାତ୍ରୀ ଉପଲକ୍ଷେ ରବିବାର ଗଣିଆ ଅଂଚଳର ପ୍ରମୁଖ ୭ଟି ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଠାକୁରଙ୍କ ଦର୍ଶନ କରି ସନ୍ଧ୍ୟାରେ ସହସ୍ରାଧିକ ଶ୍ରଦ୍ଧାଳୁ ଜାଗର ଜାଳିବା ପାଇଁ ଗହଳି ଲଗାଇଥିଲେ । ପୂର୍ବ ନିର୍ଦ୍ଧାରିତ ସମୟାନୁଯାୟୀ ମଧ୍ୟରାତ୍ର!-->…
ବିଏସଏଫରେ ଯୋଗଦେଲେ ଗଣିଆ ଝିଅ ରୋଜାଲିନ୍
ଗଣିଆ,(ବିଶ୍ୱରଂଜନ ସେଠି) ନୟାଗଡ଼ ଜିଲା ଗଣିଆ ବ୍ଳକର ପ୍ରଥମ ମହିଳା ବିଏସଏଫଭାବେ ଯୋଗଦାନ କରିଛନ୍ତି ରୋଜାଲିନ୍ । ଗଣିଆ ଗ୍ରାମର ପରିକ୍ଷିତ ବେହେରାଙ୍କ ଝିଅ ରୋଜାଲିନ ବେହେରା (୨୨)ା ନିଜର କଠିନ ପରିଶ୍ରମ ଓ ଦୃଢଇଚ୍ଛାଶକ୍ତି ଆଗରେ ହାର ମାନିଛି ଆର୍ଥିକ ପରିସ୍ଥିତି ସମେତ ବହୁ ବାଧାବିଘ୍ନ ।!-->…
ନାରପଡା ଠାରେ ୟଙ୍ଗ ମେନ୍ସ ସ୍ପୋର୍ଟିଂ କ୍ଳବ ତରଫରୁ ଦିବାରାତ୍ର ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ
- କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ନାରପଡା ଠାରେ ୟଙ୍ଗ ମେନ୍ସ ସ୍ପୋର୍ଟିଂ କ୍ଳବ ତରଫରୁ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ରେ ଟାଙ୍ଗୀ ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ l ନାରପଡା ୟଙ୍ଗ ମେନ୍ସ!-->…
ଜାତୀୟ ସେବା ଯୋଜନାର ରାଜ୍ୟସ୍ତରୀୟ ଶିବିରରେ,ଗଣିଆ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଦୁଇ ଛାତ୍ରଙ୍କଯୁବ ପ୍ରତିଭା
ନୟାଗଡ଼:(ବିଶ୍ୱରଂଜନ ସେଠି) ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସେବା ଯୋଜନା (ଏନଏସଏସ) ରାଜ୍ୟସ୍ତରୀୟ ସାଂସ୍କୃତିକ ମହୋତ୍ସବ 'ଓଡ଼ିଆ ଅସ୍ମିତା' ଶିବିର ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ଗୌରବମୟ କାର୍ଯ୍ୟକ୍ରମରେ!-->…