Browsing Category
ଆଜିର ଖବର
କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଆଉ ୨ ଦଲାଲଙ୍କୁ ଉଠାଇନେଲା ପୋଲିସ
କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଆଉ ଦୁଇ ଦଲାଲଙ୍କୁ ଉଠାଇନେଲା ପୋଲିସ । ଲକ୍ଷ୍ମୀ ସାଗର ଅଞ୍ଚଳରୁ ଦୁଇ ଯୁବକଙ୍କୁ ଉଠାଇଛି କଟକ ସହରାଞ୍ଚଳ ପୋଲିସର ସ୍ପେସାଲ ସ୍ଵାଡ । ଦୁଇ ବ୍ୟକ୍ତିଙ୍କୁ ନେଇ କଟକ ମଧୁପାଟଣା ଥାନା ପୁଲିସ୍ ପଚରାଉଚରା କରୁଛି। ସେପଟେ ମାଜିଷ୍ଟ୍ରେଟଙ୍କ ନିକଟରେ!-->…
ଆରମ୍ଭ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ।
ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ। ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଛି। ବାଚସ୍ପତି, ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଓ ବିଧାୟକମାନେ ସାମିଲ ହୋଇଥିଲେ। ଜାତୀୟ ସଙ୍ଗୀତ ଗାନରୁ ଅଧିବେଶନ ଆରମ୍ଭ ହୋଇଇଛି। ଗୃହ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ!-->…
ସୁଭଦ୍ରା ଟଙ୍କା ଆସିନଥିଲେ ଘରେ ହେବ ସମସ୍ୟାର ସମାଧାନ
ନଭେମ୍ବର ୨୪ରେ ମିଳିଲା ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା । ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଆକାଉଣ୍ଟକୁ ଆସିଲା କିସ୍ତି । ବାଦ ପଡ଼ିଥିବା ଆବେଦନକାରୀଙ୍କ ମଧ୍ୟରୁ ୨୫ ପ୍ରତିଶତ ସାମିଲ୍ ହୋଇଛନ୍ତି । ଯେଉଁ ମହିଳା ମାନେ ଟଙ୍କା ପାଇ ନାହାନ୍ତି ସେମାନଙ୍କର ଯୋଗ୍ୟତା ଓ ଫିଜିକାଲ!-->…
ବାଂଲାଦେଶରେ ହିନ୍ଦୁ ନେତା ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ଗିରଫ
ବାଂଲାଦେଶରେ ହିନ୍ଦୁ ନେତା ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ଗିରଫ କରାଯାଇଛି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରି ତାଙ୍କୁ ଗିରଫ କରାଯାଇଛି । ତେବେ ଦେଶଦ୍ରୋହ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ଢାକା ବିମାନବନ୍ଦରରେ ଅଟକ!-->…
୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୧୬ ବର୍ଷ ।
ନଭେମ୍ବର ୨୬ ସମ୍ବିଧାନ ଦିବସ । ତେବେ ଏହିଦିନ ଭାରତ ପାଇଁ ଥିଲା କଳାଦିନ । କାରଣ ଏଦି ଦିନ ପ୍ରତିଟି ଭାରତୀୟ ପାଇଁ ପାଲଟିଥିଲା ଅଭୁଲା ଇତିହାସ । ଯାହାକି ମନରୁ ଲିଭିବା କଷ୍ଟକର । ମଙ୍ଗଳବାର ଦେଶ ଏହି ଆତଙ୍କବାଦୀ ଆକ୍ରମଣର ୧୬ ତମ ବାର୍ଷିକୀ ପାଳନ କରୁଛି, କିନ୍ତୁ ଦେଶବାସୀ ଆଜି ବି ସେହି!-->…
ଆର୍ବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲା
RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମେଡିକାଲରେ ଭର୍ତ୍ତି । ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ତାଙ୍କୁ ଚେନ୍ନାଇର ଆପୋଲୋ ହସପିଟାଲରେ ଭର୍ତ୍ତି କରାଯାଇଛି । ଏସିଡିଟି ସମସ୍ୟା ଯୋଗୁ ତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିବା ସୂଚନା ମିଳିଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଓ ଆଗାମୀ ୨-୩!-->…
ନନ୍ଦନକାନନକୁ ଆସିଲେ ନୂଆ ଅତିଥି
କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ରାଜ୍ୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ହାଇଦରାବାଦ ନେହରୁ ଚିଡ଼ିଆଖାନା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ହାଇଦ୍ରାବାଦ ନେହରୁ ଚିଡ଼ିଆଖାନାରୁ ୧୭ଜଣିଆ ଏକ ଦଳ ୨୬ଟି ଜନ୍ତୁ ନେଇ!-->…
ପାରାଦୀପ ସମୁଦ୍ରରେ ନୌସେନା ଜାହାଜ ଆଇଏନଏସ ସତପୁରା
ପର୍ଯ୍ୟଟକଙ୍କ ପାଇଁ ଗୋପାଳପୁର ବନ୍ଦର ନିକଟରେ ଆଇଏନଏସ କୁଠାର ଲଙ୍ଗର ପକାଇଛି। ଏହି ଜାହାଜକୁ ଦେଖିବା ନିମନ୍ତେ ପୂର୍ବାହ୍ନ ୯ ଟାଠାରୁ ଅପରାହ୍ନ ସାଢ଼େ ୪ ଟା ପର୍ଯ୍ୟନ୍ତ ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରଖାଯାଇଛି। ସେହିଭଳି ପାରାଦୀପରେ ପହଞ୍ଚିଛି ନୌସେନା!-->…
ସୋନାପୁର ସମୁଦ୍ର କୂଳରେ ବିରାଟକାୟ ସାର୍କ
ସୋମବାର ଦିନ ଓଡିଶାର ଗଞ୍ଜାମ ଜିଲ୍ଲାର ସୋନାପୁର ବେଳାଭୂମିରେ ଏକ ବିରାଟକାୟ ସାର୍କ ଦେଖିବାକୁ ମିଳିଥିଲା। ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ।ତେବେ ସମୁଦ୍ରକୂଳରେ ଏଭଳି ବିରାଟ ମାଛ ଖବର ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତାରିତ ହେବା ପରେ, ମାଛଟିକୁ ଦେଖିବାକୁ ଲୋକମାନେ!-->…
ତଦନ୍ତ ଆଳରେ ପୋଲିସର ନିର୍ଯାତନା ! ଆତ୍ମହତ୍ୟା କରିଦେଲେ ବେଙ୍ଗାଲୁରୁ ମହିଳା
ବେଙ୍ଗାଲୁରୁରେ ୩୩ ବର୍ଷୀୟା ମହିଳାଙ୍କ ଆତ୍ମହତ୍ୟା ମାମଲା ରୋଚକ ମୋଡ଼ ନେଇଛି । ତଦନ୍ତ ଆଳରେ ମହିଳାଙ୍କୁ ଉଲଗ୍ନ କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । କାଲି ଏତିକି ନୁହେଁ କର୍ଣ୍ଣାଟକ ସିଇଡିର ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମଧ୍ୟ ମାଗିଥିଲେ । ପୋଲିସର!-->…
ବରଗଡ ଧନୁଯାତ୍ରା ପାଇଁ କଂସ ବଛାଯିବ ।
ବରଗଡ ଧନୁଯାତ୍ରା ପାଇଁ କଂସ ବଛାଯିବ । ଚଳିତ ଧନୁଯାତ୍ରାରେ କଂସ ପାଇଁ ହେବାକୁ ଥିବା ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବେ ୪ଜଣ କଳାକାର । ଆର୍ତ୍ତତ୍ରାଣ ସୁନାମି , ଜଗଦାନନ୍ଦ ମିଶ୍ର , ଭୁବନେଶ୍ୱର ପ୍ରଧାନ , ସୁଶୀଲ କୁମାର ମେହେର ଚୟନ ପ୍ରକ୍ରିୟାରେ ସାମିଲ ନେବେ । ୨୦୨୨ ଚୟନ!-->…
ଜୀବନ ନେଲା ଗୁଗୁଲ ମ୍ୟାପ୍
ରାସ୍ତା ଭଟକି ଗଲେ, ନୂଆ ସ୍ଥାନରେ କିମ୍ବା ଠିକଣା ସ୍ଥାନରେ ପହଞ୍ଚିବାକୁ ହେଲେ ବାଟ ବତାଇଥାଏ ଗୁଗୁଲ ମ୍ୟାପ୍। ହେଲେ ଏବେ ସେହି ଗୁଗୁଲ ମ୍ୟାପ୍ ମୃତ୍ୟୁର କାରଣ ସାଜିଛି। ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜିପିଏସ୍ ସିଷ୍ଟମ ବା ଗୁଗଲ୍ ମ୍ୟାପ୍ ଭରସାରେ!-->…