Browsing Category

ଆଜିର ଖବର

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ପାଇଁ ପ୍ରସ୍ତୁତି ବୈଠକଅକ୍ଟୋବର ୨୮ରେ ଶିବିର ଆୟୋଜନ ପାଇଁ ନିଷ୍ପତି

ଗଣିଆ (ବିଶ୍ୱରଞ୍ଜନ ସେଠି) ଗଣିଆ ପଚାଂୟତ ସମିତି ସଭାଗୃହ ପରିସରରେ ବୁଧବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ନିମିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରସ୍ତୁତି ବୈଠକ ନିମନ୍ତେ ବ୍ଳକ ଅଧ୍ୟକ୍ଷା ଠାରୁ ଆରମ୍ଭ କରି ଉପାଧ୍ୟକ୍ଷ, ତହସିଲଦାର, ବିଡିଓ, ଏବିଡିଓ, ଥାନା,

ଲଭ୍‌, ସେକ୍ସ, ଧୋକା ଅଭିଯୋଗରେ ପୁଲିସ୍‌ ଇନ୍ସପେକ୍ଟର ଗିରଫ

ରାଜଧାନୀରେ ଆଇଆଇସିଙ୍କୁ ମହିଳା ଥାନା ପୁଲିସ୍‌ ଗିରଫ କରିଛି। ମହିଳା ସବ୍ ଇନ୍ସପେକ୍ଟରଙ୍କ ଅଭିଯୋଗ ପରେ ଆଇଆଇସିଙ୍କୁ ଗିରଫ କରାଯାଇଛି। ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି।ଅଭିଯୁକ୍ତଙ୍କ ନାମ ଯଶୋବନ୍ତ ଆଚାର୍ଯ୍ୟ ବୋଲି ଚିହ୍ନଟ କରାଯାଇଛି।

ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣା: ଘୁଞ୍ଚିଲା ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି

ଘୁଞ୍ଚିଲା ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି । ହାଇକୋର୍ଟରେ ନଭେମ୍ବର ୪ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ମାମଲାରେ ବୋର୍ଡର ପୂର୍ବତନ ଉପସଭାପତି ନିହାର ମହାନ୍ତି ଏବଂ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । ଶୁଣାଣି ପାଇଁ ମହଲତ

ନୂଆପଡ଼ା ଉପନିର୍ବାଚନ !୧୯ ପ୍ରାର୍ଥିପତ୍ର ମଧ୍ୟରୁ ୫ ପ୍ରାର୍ଥିପତ୍ର ନାକଚ

ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଯାଞ୍ଚ । ୧୯ ପ୍ରାର୍ଥିପତ୍ର ମଧ୍ୟରୁ ୫ ପ୍ରାର୍ଥିପତ୍ର ନାକଚ ହୋଇଛି । ୧୪ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି । ନାମାଙ୍କନ ନାକଚ ହୋଇଥିବା ୫ ସ୍ୱାଧୀନ ପ୍ରାର୍ଥୀ ହେଲେ ପୁରୁଷୋତ୍ତମ ବେହେରା, କମଳ କୁମାର ଛତ୍ରିଆ, ରାଜାରାମ ସାହୁ,

ସାର କଳାବଜାର ରୋକିବାକୁ ଗାଁ ସ୍ତରରେ ହେବ ‘ଧର୍‌ତୀ ମାତା ବଚାଓ ନିଗ୍‌ରାନି କମିଟି’

ରାସାୟନିକ ସାର ଛାଡ଼ି ଜୈବିକ ଚାଷକୁ ପ୍ରୋତ୍ସାହନ ଦେବାକୁ ସରକାର ଆରମ୍ଭ କରିଛନ୍ତି ‘ଧରତୀ ମାତା ବଞ୍ଚାଓ’ ଅଭିଯାନ । ରାସାୟନିକ ସାର ବଦଳରେ ବ୍ୟବହାର ହେବ ଜୈବିକ ସାର । ପଞ୍ଚାୟତ ସ୍ତରରେ ଗଠନ ହେବ କମିଟି । ବିଲରେ ରାସାୟନିକ ସାର କମ୍ ପକେଇଲେ ଚାଷୀଙ୍କୁ ମିଳିବ ସହାୟତା ରାଶି ।କିନ୍ତୁ ଗତ

କମିଲା ସୁନା ଏବଂ ରୁପା ଦର

ଗ୍ରାହକଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି । ସୁନା,ରୂପା ଦରରେ ସାମାନ୍ୟ ବ୍ରେକ୍‌ ଲାଗିଲା । ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୩ ହଜାର ୩୮୦ଟଙ୍କା କମିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୩ହଜାର ୧୦୦ ଟଙ୍କା କମିଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା

ଦୁର୍ଘଟଣା ନୁହେଁ, ହତ୍ୟାକାଣ୍ଡ ଘଟାଇଥିଲେ ସ୍ବାମୀ ଦୀପକ

ଅପର୍ଣ୍ଣା ପ୍ରିୟଦର୍ଶିନୀ ମୃତ୍ୟୁ ମାମଲାରେ ନୂଆମୋଡ଼ । ଦୁର୍ଘଟଣା ନୁହେଁ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କର ହୋଇଥିଲା ହତ୍ୟା । ସ୍ବାମୀ ଦୀପକ ରାଉତ ଅତି ନିର୍ଦ୍ଦୟ ଭାବେ ଅପର୍ଣ୍ଣାଙ୍କର ହତ୍ୟା କରିଥିବାର ଗୁରୁତ୍ବପୂର୍ଣ୍ଣ ପ୍ରମାଣ ପାଇଛି ପୁଲିସ । ଗତକାଲି ଝାରପଡ଼ା ଜେଲରେ ଦୀପକଙ୍କୁ ପଚରାଉଚରା

ବାଲେଶ୍ୱର ଏଫଏମ ଛାତ୍ରୀ ଆତ୍ମାହୁତି ମାମଲା! ହାଇକୋର୍ଟରୁ ଦୁଇ ଜଣଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନା

ବାଲେଶ୍ବର FM ପୀଡିତା ଆତ୍ମାହୁତି ମାମଲା । ହାଇକୋର୍ଟରୁ ୨ ଅଭିଯୁକ୍ତ ଜ୍ୟୋତିପ୍ରକାଶ ବିଶ୍ବାଳ ଓ ଶୁଭ୍ର ସମ୍ବିତ ନାୟକଙ୍କୁ ଜାମିନ ମିଳିଛି । ତେବେ ମାମଲାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ଜାମିନ ଖାରଜ ହୋଇଯାଇଛି ।କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଜାମିନ ବି ଖାରଜ ହୋଇଛି ।

ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ଧରଣର ଅଗ୍ନିକାଣ୍ଡ

ଭୁବନେଶ୍ୱର ୟୁନିଟ ୧ ପରିବା ବଜାରରେ ଅଗ୍ନିକାଣ୍ଡ । ୧୫ରୁ ୨୦ଟି ଦୋକାନ ହୁତୁହୁତୁ ହୋଇ ଜଳୁଛି । ସବୁ କିଛି ଜଳି ପୋଡି ନଷ୍ଟ ହୋଇଯାଇଛି ।ପାଲ, ତମ୍ବୁ ଯୋଗୁଁ ଭୟଙ୍କର ଭାବେ ବ୍ୟାପୁଛି ନିଆଁ । ୪୦ ରୁ ୫୦ ଟି ଦୋକାନରେ ନିଆଁ ଲାଗିଥିବା ସୂଚନା । ଏଥିସହ ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ

ସୋର ଜେଲ୍‌ରୁ କଏଦୀ ଫେରାର ଘଟଣା, ଦୁଇ ଜେଲ ଓ୍ବାର୍ଡରଙ୍କୁ ନିଲମ୍ବିତ କଲେ ଜେଲ ଡିଜି

ଦୁଇ ଜେଲ ଓ୍ବାର୍ଡର ଙ୍କୁ ନିଲମ୍ବିତ କଲେ ଜେଲ ଡିଜି।ଜେଲ ଆଇଜି ଘଟଣା ସ୍ଥଳ ପରିଦର୍ଶନ ପାଇଁ ନିର୍ଦେଶ ଦିଆଯାଇଛି।ସୂଚନାମୁତାବକ ବାଲେଶ୍ଵର ଜିଲ୍ଲା ସୋର ସବ୍‌ ଜେଲରୁ ବିଚାରଧୀନ କଏଦୀ ଚମ୍ପଟ ମାରିବା ଘଟଣାର ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ଫେରାର କଏଦୀ ଧରାପଡ଼ି ନାହିଁ। ସିମୁଳିଆ ଥାନା

ପାଲଲହଡା ପୂର୍ଵ ତନ ବିଧାୟକ ମୁକେଶ କୁମାର ପାଳ ଙ୍କ ଦ୍ୱାରା ଟୁଳ ଗେଟ ଠାରେ ପାଞ୍ଚ ଦଫା ନେଇ ଧାରଣା

ପାଲଲହଡା ପୂର୍ଵ ତନ ବିଧାୟକ ମୁକେଶ କୁମାର ପାଳ ଙ୍କ ଦ୍ୱାରା ଟୁଳ ଗେଟ ଠାରେ ପାଞ୍ଚ ଦଫା ନେଇ ଧାରଣାଅନଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ରେ ଥିବା ଟୋଲ ଗେଟ ରେ ପାଲଲହଡା ର ପୂର୍ବ ତନ ବିଜେଡି ବିଧାୟକ ଶ୍ରୀ ମୁକେଶ କୁମାର ପାଳ ଙ୍କ ଦ୍ୱାରା ଦିନ 10ଟାରୁ ଟୋଲ ଗେଟ ସାମ୍ନାରେ ବିକ୍ଷୋଭ

୧୫ ଦିନ ପରେ ପୀତବାସ ପଣ୍ଡା ହତ୍ୟା ମାମଲାର ଖୁଲାସା

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସର ନୂଆ ଖୁଲାସା । ହତ୍ୟା ପୂର୍ବରୁ ପୁରା ଅଞ୍ଚଳର ରେକି କରିଥିଲେ ଅପରାଧୀ । ମର୍ଡର ପାଇଁ ପ୍ରଥମ ଥର କରିଥିବା ପ୍ଲାନରେ ହୋଇଥିଲେ ବିଫଳ । ହେଲେ ପରବର୍ତ୍ତୀ ପ୍ଲାନରେ ସଫଳ ହୋଇଥିଲେ । ଆଉ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଥିଲେ